Posted inଜାତୀୟ

ଯୋଗୀଙ୍କ ଶାସନରେ ମୁକ୍ତ ଭାବେ ବାହାରେ ବୁଲୁଛନ୍ତି ଅପରାଧୀ: ପ୍ରିୟଙ୍କା

ଲକ୍ଷ୍ନୌ,୨୯।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଅପରାଧୀ ମୁକ୍ତ ଭାବେ ବାହାରେ ବୁଲୁଛନ୍ତି। ରାଜ୍ୟ ସରକାରଙ୍କ ଆଇନ କାନୁନକୁ ସେମାନେ ଭୟ କରୁ ନ ଥିବା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍‌ କରି ପ୍ରକାଶ କରିଛନ୍ତି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟୁଥିଲେ ମଧ୍ୟ ସରକାର ଏଥିରେ ଅଙ୍କୁଶ ଲଗାଇବାରେ ଅସମର୍ଥ ରହିଥିବା ସେ କହିଛନ୍ତି। ମନେ ହେଉଛି ଯେପରି ରାଜ୍ୟ ସରକାର ଅପରାଧୀଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଜନସାଧାରଣ ହଇରାଣ ହେଉଥିବା ପ୍ରିୟଙ୍କା କହିଛନ୍ତି।


All Right Reserved By Dharitri.Com

କନ୍ଦାଇଲାଣି ନୂଆ ମୋଟରଯାନ ନିୟମ: ଅଟୋ ଚାଳକଙ୍କ ନାଁରେ ୩୨ ହଜାର ୫ଶହ ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୯: ନୂଆ ମୋଟରଯାନ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ କାନ୍ଦିବାକୁ ପଡିଲାଣି। କାରଣ ଏବେ ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବୁଧବାର...

ପୁଣି ହାଣ ମୁହଁରେ ୧୫ ବରିଷ୍ଠ ଅଧିକାରୀ: ନେଲେ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୧୮।୬: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ମଙ୍ଗଳବାର ନେଇଛନ୍ତି ଦୃଢ଼ ପଦକ୍ଷେପ। ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ...

ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ବଳାତ୍କାର ଘଟଣା ରୋକିବା କଷ୍ଟକର

ଜୟପୁର, ୮।୭: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା କାଳି ଚରଣ ସରାଫ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି,...

ମୋଦି ସରକାର ସେପ୍ଟେମ୍ବର ୯ରୁ ବିକିବେ ସୁନା: ଗ୍ରାମ୍‌ ପିଛା ଦର ୩ ହଜାର ୮ଶହ ୯୦

ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସୁନାରେ ନିବେଶ କରିବା ପାଇଁ ଏକ ଯୋଜନା କରିଛନ୍ତି। ସେପ୍ଟେମ୍ବର ୯ରେ ସରକାର ଗୋଲ୍ଡ ବଣ୍ଡ ସିରିଜ୍‌-୨ର ଆରମ୍ଭ...

ମାନହାନି ମାମଲାରେ ପୁଣି କୋର୍ଟରେ ହାଜର ହେବେ ରାହୁଲ

ପାଟନା,୬।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଦ୍ୱିତୀୟ ଥର ଲାଗି ରାହୁଲ ଗାନ୍ଧୀ ଏକ ମାନହାନି ମାମଲାରେ କୋର୍ଟରେ ହାଜର ହେବେ। ଶନିବାର...

ସ୍ପାଇସଜେଟ୍‌ର ବଦାନ୍ୟତା: ୫ଶହ ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ଦେଲା ଚାକିରି

ନୂଆଦିଲ୍ଲୀ,୨୦।୪: ଆର୍ଥିକ ମାନ୍ଦାବସ୍ଥା କାରଣରୁ ବନ୍ଦ ହୋଇଯାଇଛି ଜେଟ୍‌ ଏୟାରଓ୍ବେଜ୍‌। ଫଳରେ ହଜାର ହଜାର କର୍ମଚାରୀ ରୋଜଗାର ହରାଇଛନ୍ତି। ଏତିକିବେଳେ କିନ୍ତୁ ସହାୟତାର ହାତ ବଢାଇଛି...

ବିଶ୍ୱାସ ମତ ପାଇଁ ପ୍ରସ୍ତୁତ କୁମାରସ୍ବାମୀ

ବଙ୍ଗାଲୁରୁ,୧୨।୭: କର୍ନାଟକ ମେଣ୍ଟ ସରକାରକୁ ବଞ୍ଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏବେ ବିଶ୍ୱାସ ମତ ପାଇଁ ପ୍ରସ୍ତୁତ ଓ ତାଙ୍କୁ ଏଥିପାଇଁ ସମୟ ଦିଆଯାଉ...

ବଦ୍ରିନାଥରେ ତୀର୍ଥଯାତ୍ରୀ ହଟହଟା: ମିଳୁନି ପେଟ୍ରୋଲ,ଏଟିଏମ୍‌ରେ ନାହିଁ ଟଙ୍କା

ଗୋପେଶ୍ୱର,୯।୬: ବଦ୍ରିନାଥ ଓ ହେମକୁଣ୍ଡ ଯାତ୍ରା କରୁଥିବା ତୀର୍ଥଯାତ୍ରୀ ଏବେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଅତ୍ୟଧିକ ଭିଡ ଯୋଗୁ ବାଟରେ ବହୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *