Posted inUncategorized

୧୩ ବର୍ଷ ପରେ ଖୋଲିଲା ସ୍କୁଲ: ମାଓବାଦୀଙ୍କ ଦ୍ୱାରା ହୋଇଥିଲା ଛାରଖାର

ସୁକମା,୨୯।୬: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମାର ଜଗରଗୁଣ୍ଡା ଅଞ୍ଚଳରେ ଥିବା ଏକ ସ୍କୁଲ ମାଓବାଦୀ ଆକ୍ରମଣରେ ନଷ୍ଟ ହୋଇ ଯାଇଥିଲା। ଦୀର୍ଘ ୧୩ ବର୍ଷ ପରେ ପୁଣି ଥରେ ଏହି ସ୍କୁଲକୁ ଖୋଲା ଯାଇଥିବା ସୂଚନା ମିଳିଛି। ୨୦୦୬ରେ ମାଓବାଦୀମାନେ ଏହି ସ୍କୁଲକୁ ନଷ୍ଟ କରି ଦେଇଥିଲେ। ଜିଲା କଲେକ୍ଟର ସି. କୁମାର କହିଛନ୍ତି ପିଲାମାନଙ୍କୁ ମୁଖ୍ୟଧାରରେ ସାମିଲ କରିବାର ଏହା ଏକ ବଡ ପ୍ରୟାସ। ଚଳିତ ବର୍ଷ ଏହି ସ୍କୁଲରେ ୩ଶହ ପିଲାଙ୍କୁ ଭର୍ତ୍ତି କରିବାର ଯୋଜନା ରହିଛି। ସ୍ଥାନୀୟ ବାସିନ୍ଦା କୁହନ୍ତି, ପିଲାଙ୍କୁ ପାଠପଢିବାକୁ ସେ ଦୂର ଗାଁକୁ ପଠାଉଥିବା ବେଳେ ଏବେ ନିକଟରେ ସ୍କୁଲ ହୋଇ ଯାଇଥିବାରୁ ସେମାନେ ପିଲାମାନଙ୍କୁ ସ୍କୁଲ ପଠାଇବାରେ ଆଉ କୌଣସି ଅସୁବିଧା ହେବ ନାହିଁ।


All Right Reserved By Dharitri.Com

Posted inUncategorized View All

ଲକ୍ଷ୍ମୀ ମନ୍ଦିର ହୁଣ୍ଡିରୁ ଚୋରି

କୋଣାର୍କ,୪ା୧(ଡି.ଏନ୍‌.ଏ.): କୋଣାର୍କ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ପ୍ରାୟ ୧୦ହଜାର ଟଙ୍କା ଚୋରି କରି ନେଇଥିବା ଶୁକ୍ରବାର...

ଧାନର ଏମ୍‌ଏସ୍‌ପି ୬୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୪।୭: ବିଳମ୍ବିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଯୋଗୁ ଦେଶରେ ଦୃଷ୍ଟିପାତ ହ୍ରାସ ପାଇଥିବାବେଳେ କୃଷକଙ୍କୁ ଆଶ୍ୱସ୍ତ କରିବା ପାଇଁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଏକ...

ସାଲେପୁର, ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ

କଟକ ଅଫିସ, ୧୩।୪: କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ସୋମବାର ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨...

ଶ୍ରମିକଙ୍କ ହକ୍‌ ପାଇଁ କାମ କରୁଛି, କରିଚାଲିବି :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ସୋମବାର ଶ୍ରମିକ ଏସ୍‌ଆଇ ବିଭାଗ ପକ୍ଷରୁ ଆୟୋଜିତ ଶ୍ରମିକ ସପ୍ତାହ ପାଳନ ଉଦ୍‌ଘାଟିତ ହୋଇଯାଇଛି। ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ...

ଜମ୍ମୁ କଶ୍ମୀରରେ ଆସନ୍ତା ୧୨ରେ ଯାନବାହନ ଚଳାଚଳ ବନ୍ଦ

ଶ୍ରୀନଗର,୧୦।୬: ଜମ୍ମୁ କଶ୍ମୀରରେ ଆସନ୍ତା ୧୨ ତଥା ବୁଧବାର ସହରରେ ଯାନବାହନ ଚଳାଚଳ ବନ୍ଦ ରହିବ। ବୁଧବାର ଟ୍ରାନ୍ସପୋର୍ଟ ପକ୍ଷରୁ ଷ୍ଟ୍ରାଇକ୍‌ କରାଯିବାରୁ ବ୍ୟବସାୟିକ ଗାଡି...

ଟ୍ରମ୍ପଙ୍କ ସହ ମୋଦିଙ୍କ ଆଗ୍ରା ଗସ୍ତକୁ ନେଇ ଏବେବି ଲାଗି ରହିଛି ସନ୍ଦେହ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ ସମୟରେ ତାଜମହଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ...

ଭାଜପାର ଗାନ୍ଧୀ ସଂକଳ୍ପ ପଦଯାତ୍ରା: ଲବଣତୀର୍ଥରୁ ଆରମ୍ଭ ହୋଇ ରକ୍ତତୀର୍ଥରେ ସରିଲା

ବାସୁଦେବପୁର,୧୯।୧୦(ଡି.ଏନ୍‌.ଏ.): ବାସୁଦେବପୁର ଭାଜପା ଶାଖା ପକ୍ଷରୁ ଗାନ୍ଧୀ ସଙ୍କଳ୍ପ ପଦଯାତ୍ରା ଶନିବାରଠାରୁ ଲବଣତୀର୍ଥ ଚୁଡ଼ାମଣିରୁ ଆରମ୍ଭ ହୋଇ ରକ୍ତତୀର୍ଥ ଇରମ ଶହୀଦ ପୀଠରେ ଶେଷ ହୋଇଛି।...

ଖୋଳ ତାଳର ବାଜିଗର ନୟନ

ତେଲକୋଇ, ୧।୧୦(ଡି.ଏନ.ଏ.)-କଳା ସମର୍ପିତ ହୋଇଛନ୍ତି କଳାକାର ବାଜିଗର। ଅପହଞ୍ଚ ଅଞ୍ଚଳରେ ତାଙ୍କର ବେଶ ଆଦୃତ ତାଙ୍କ କଳାକୁ ନେଇ। ଛୋଟ ବୟସରୁ ଏହି କଳାକୁ ନେଇ...

Leave a comment

Your email address will not be published. Required fields are marked *