ୟେମେନ୍‌ ଗୃହଯୁଦ୍ଧ ୭ ହଜାର ୫ ଶହରୁ ଅଧିକ ଶିଶୁଙ୍କ ଜୀବନ ନେଇଛି: ଜାତିସଂଘ ମହାସଚିବ

ଜେନେଭା,୨୯।୬: ୟେମେନ୍‌ରେ ଲାଗି ରହିଥିବା ଗୃହଯୁଦ୍ଧରେ ଗତ ସାଢ଼େ ୫ ବର୍ଷ ମଧ୍ୟରେ ୭ ହଜାର ୫ ଶହରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ସମ୍ପର୍କିତ ଏକ ରିପୋର୍ଟ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରେସ୍‌ଙ୍କ ପ୍ରକାଶ ପାଇଛି। ୨୦୧୩ ଏପ୍ରିଲ୍‌ ୧ରୁ ୨୦୧୮ ଡିସେମ୍ବର ୩୧ ମଧ୍ୟରେ ଏହା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଏୟାର ଷ୍ଟ୍ରାଇକ୍‌, ମୋର୍ଟାର ସେଲିଂମାଡ଼, ସଂଘର୍ଷ, ଆତ୍ମଘାତୀ ବିସ୍ଫୋରଣରେ ଏଭଳି ହୋଇଛି। ସେହିପରି ଲକ୍ଷ ଲକ୍ଷ ଲୋକ ଖାଇବାକୁ ନପାଇ ଭୋକ ଉପାସରେ ରହିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


All Right Reserved By Dharitri.Com

୨୦୨୫ ସୁଦ୍ଧା ଆଣବିକ ଯୁଦ୍ଧାସ୍ତ୍ର ସଂଖ୍ୟା ୨୫୦କୁ ବୃଦ୍ଧି କରିବ ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ଯୁଦ୍ଧ ହେଲେ ସୃଷ୍ଟି ହେବ ୧୬ରୁ ୩୬ ନିୟୁତ ଟନ୍‌ ଓଜନର କଳା ଧୂଆଁ

ଇସଲାମାବାଦ୍‌,୧୬।୧୧: ଆସନ୍ତା ୨୦୨୫ ସୁଦ୍ଧା ପାକିସ୍ତାନ ଏହାର ଯୁଦ୍ଧାସ୍ତ୍ର ସଂଖ୍ୟା ୨୫୦କୁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ବେଆଇନ ଭାବେ ପାକିସ୍ତାନ ଉଦ୍ୟମ ଜାରି...

ଅନ୍‌ଲାଇନ୍‌ରେ ଭିକ୍ଷାବୃତ୍ତି କରି ୧୭ ଦିନରେ ୩୪ ଲକ୍ଷ ଜମା କଲେ ମହିଳା

ଦୁବାଇ,୧୧।୬: ସୌଦିରେ ବାସ କରୁଥିବା ଜଣେ ୟୁରୋପିଆନ୍‌ ମହିଳା ଅନ୍‌ଲାଇନ୍‌ରେ ଭିକ୍ଷାବୃତ୍ତି କରି ମାତ୍ର ୧୭ ଦିନରେ ୩୪ ଲକ୍ଷ ୮୧ ହଜାର ଟଙ୍କା ଜମା...

ମୁଶରଫଙ୍କୁ ଫାଶୀ ଦଣ୍ଡାଦେଶ: ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ

ଇସଲାମାବାଦ୍‌,୧୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଏକ ସ୍ବତନ୍ତ୍ର ଅଦାଲତ ଫାଶୀ ଦଣ୍ଡାଦେଶ କରିଛନ୍ତି। ୨୦୦୭ରେ ପାକିସ୍ତାନରେ...

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ସମୟ ସୀମା ବୃଦ୍ଧି

କଲମ୍ବୋ,୨୨।୬: ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତ ସମୟ ସୀମାକୁ ପୁଣି ବୃଦ୍ଧି କରାଯାଇଛି। ଏନେଇ ରାଷ୍ଟ୍ରପତି ମୈଥ୍ରୀପାଳ ସିରିସେନା ସୂଚନା ଦେଇଛନ୍ତି। ଏଠାରେ ଏପ୍ରିଲ୍‌ ୨୩ଠାରୁ ଜରୁରୀକାଳୀନ...

ଇରାନ ସୌଦି ଉପରେ ବଡ଼ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଛି: ଆମେରିକା

ଓ୍ବାଶିଂଟନ,୨୪।୧୧: ଇରାନ ସୌଦି ଉପରେ ବଡ଼ଧରଣର ଆକ୍ରମଣ ପାଇଁ  ଷଡ଼ଯନ୍ତ୍ର ରଚିଛି। ଏନେଇ ଆମେରିକା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇରାନ ସୌଦିର ବୃହତ୍‌...

ବାସ ହରାଉଛନ୍ତି ପାଲେଷ୍ଟାଇନ୍‌ବାସୀ

ଜେରୁଜେଲମ,୨୩।୭: ଏବେ ଇସ୍ରାଏଲ ସେନା ଜେରୁଜେଲମରେ ଥିବା ପାଲେଷ୍ଟାଇନବାସୀଙ୍କ ଘର ଭାଙ୍ଗିବାରେ ଲାଗିଛନ୍ତି। ଫଳରେ ଅଧିକାଂଶ ପାଲେଷ୍ଟାଇନବାସୀ ନିଜର ବାସଗୃହ ହରାଇ ବସିଲେଣି। ପୂର୍ବ ଜେରୁଜେଲମର...

ଆମେରିକା, ୟୁରୋପକୁ ରୁହାନିଙ୍କ ଧମକ: ଆଗକୁ ଭୟାବହ ପରିଣତି

ତେହେରାନ,୧୬ା୧: ୨୦୧୫ ଇରାନ ଆଣବିକ ଚୁକ୍ତିରୁ ଆମେରିକା ଓହରିଯିବା ଏକ ବଡ଼ ବିପଦ। ମଧ୍ୟପ୍ରାଚ୍ୟରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ସୈନ୍ୟ ମୁତୟନର ପରିଣାମ ଭୟଙ୍କର...

ସ୍ବାଧୀନତା ଦିବସରେ ବାଂଲାଦେଶକୁ ମିଠା ପ୍ୟାକେଟ ଦେଲା ଭାରତ

ଫୁଲଓ୍ବାରୀ,୧୫।୮: ଭାରତ ୭୩ ତମ ସ୍ବାଧୀନତା ଦିବସ ଅବସରରେ ବାଂଲାଦେଶକୁ ମିଠା ପ୍ୟାକେଟ ଦେଇଛି। ପଶ୍ଚିମବଙ୍ଗ ଫୁଲଓ୍ବାରୀଠାରେ ବିଏସ୍‌ଏଫ୍‌ ଉଚ୍ଚ କର୍ତ୍ତୃପକ୍ଷ ବାଂଲାଦେଶ ସୀମା ସୁରକ୍ଷା...

Leave a comment

Your email address will not be published. Required fields are marked *