ଏଇ ଭାରତରେ

ନାଶିକର ଜଣେ ୮ବର୍ଷର ବାଳକ ସାଇକେଲ ଯୋଗେ ୩୬୦ କିଲୋମିଟର ଯାତ୍ରା କରିବାକୁ ଉଦ୍ୟମ କରିବା ନିଆରା ନିଶ୍ଚୟ। ଏହି ବାଳକ ନାଶିକଠାରୁ ପଣ୍ଢରପୁର ‘ସାଇକେଲ ଓ୍ବାରି’ ଯାତ୍ରା କରିଥିଲେ। ପ୍ରେମ ସଚିନ ନିଫାଡେ ନାମକ ଏହି ବାଳକଙ୍କ ମାତାପିତା ମଧ୍ୟ ଏହି ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହା ନାଶିକ ସାଇକ୍ଲିଷ୍ଟ ଫାଉଣ୍ଡେଶନ୍‌ ଦ୍ୱାରା ଆୟୋଜିତ ହୋଇଥିଲା। ନାଶିକଠାରୁ ପଣ୍ଢରପୁରକୁ ତୀର୍ଥଯାତ୍ରା ପାଇଁ ପାଦରେ ଚାଲିଚାଲି ଯିବାକୁ ହୋଇଥାଏ। ଏହା ଏକ ପବିତ୍ର ସ୍ଥାନ। ଏଠାରେ ଭଗବାନ ବିଠୋବାଙ୍କ ପୀଠ ରହିଛି। କିନ୍ତୁ ବିଗତ ୮ବର୍ଷ ହେଲା ନାଶିକ ସାଇକ୍ଲିଷ୍ଟ ଫାଉଣ୍ଡେଶନ୍‌ (ଏନ୍‌ସିଏଫ୍‌) ଦ୍ୱାରା ସେଠାକୁ ସାଇକେଲ ଯାତ୍ରା ଆରମ୍ଭ ହୋଇଛି। ଅନ୍ୟମାନଙ୍କ ସହ ଏହି ୮ବର୍ଷର ବାଳକ ଖୁସିରେ ସାଇକେଲ ଯାତ୍ରା କରୁଥିଲେ। ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଆଉ କିଛି ବାଟ ବାକି ଥିବାବେଳେ ନାଶିକ-ପୁଣେ ହାଇଓ୍ବେ ଉପରେ ଏକ ଟ୍ରକ୍‌ ଧକ୍କାରେ ବାଳକଙ୍କ ଜୀବନଦୀପ ଲିଭିଯାଇଛି। ଦୁର୍ଘଟଣା ପରେ ଅଧିକାଂଶ ତୀର୍ଥଯାତ୍ରୀ ଘରକୁ ଫେରିଯାଇଛନ୍ତି।


All Right Reserved By

ଆମ ବିଶ୍ୱବିଦ୍ୟାଳୟର ମାନ

ଡା. ସୁରେନ୍ଦ୍ର ନାଥ ପତି ଆମ ଦେଶରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ମୋଟ ୮୨୧। ସେଥିରେ ରାଜ୍ୟ ସରକାରଙ୍କର ୩୬୭ଟି, କେନ୍ଦ୍ର ସରକାରଙ୍କର ୪୯ଟି, ଡିମ୍‌ଡ ୟୁନିଭର୍ସିଟି...

ଆୟକର ଓ ଭାରତର ପ୍ରଗତି

ସୁରେଶ ଚନ୍ଦ୍ର ମହାପାତ୍ର ୧୮୫୭ ମସିହାରେ ଭାରତରେ ସଂଘଟିତ ସିପାହୀ ବିଦ୍ରୋହରେ ତତ୍କାଳୀନ ବ୍ରିଟିଶ ସରକାରଙ୍କୁ ପ୍ରଭୂତ କ୍ଷତି ସହିବାକୁ ପଡ଼ିଥିଲା। ସେହି ଆର୍ଥିକ କ୍ଷତିକୁ...

ଆପଣା ହସ୍ତେ ଜିହ୍ବା ଛେଦି

ବୈକୁଣ୍ଠନାଥ ମିଶ୍ର ଭାରତ ଏକ ଗ୍ରାମବହୁଳ ଦେଶ। ସମୁଦାୟ ଜନସଂଖ୍ୟାର ପ୍ରାୟ ୮୬ ପ୍ରତିଶତ ଗ୍ରାମଗୁଡ଼ିକରେ ବାସ କରନ୍ତି। କୃଷି ଗ୍ରାମାଞ୍ଚଳର ମୁଖ୍ୟ ଜୀବିକା। ବହୁ...

ସରକାରୀ ଦାନ ଓ ବିକାଶର ଅଧିକାର

ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ଭାରତରେ ୨୦୧୯ ସାଧାରଣ ନିର୍ବାଚନର ଏକ ବିଶେଷତା ହେଉଛି ଯେ ରାଜନୈତିକ ଦଳଗୁଡ଼ିକ ସିଧାସଳଖ ସରକାରୀ ଆର୍ଥିକ ସାହାଯ୍ୟ ଦେବାର ସମ୍ଭାବନା...

ବାୟୁ ପ୍ରଦୂଷଣର ବିଷମ ପରିଣତି

ଡ. ଦେବାନନ୍ଦ ବେଉରା ପରିବେଶର ଅନ୍ୟତମ ଅଙ୍ଗ ବାୟୁମଣ୍ଡଳ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ମଧ୍ୟରେ ପୃଥିବୀକୁ ଘେରି ରହିଛି। ବିଭିନ୍ନ ବାଷ୍ପର ଆନୁପାତିକ ମିଶ୍ରଣର ପରିପ୍ରକାଶ...

ଭୀମ ଭୋଇ ଓ ଶ୍ରୀଜଗନ୍ନାଥ

ଡ. ଉଦ୍ଧବ ଚରଣ ନାୟକ ସନ୍ଥ ସାଧକ ଭୀମ ଭୋଇ ଥିଲେ ସ୍ବାଭିମାନୀ। ‘ସତ୍ୟ’ ଥିଲା ତାଙ୍କର ଉଦ୍‌ବୋଧନ ଓ ‘ଅହିଂସା’ ଥିଲା ତାଙ୍କର ଅସ୍ତ୍ର।...

ଦେଶର ଆର୍ଥିକ ସ୍ଥିତି ଭଲ ନାହିଁ

ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ ଏକ ଜାତୀୟ ଇଂଲିଶ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ୨୦୧୪ ନିର୍ବାଚନ ଏକ...

ଚୁପ୍‌ ରହିବାର ଆଦେଶ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଲୋକେ କହନ୍ତି ଯେ ଦେଶର ଜାହାଜ ହେଉଛି ଏକମାତ୍ର ଜାହାଜ ଯାହା ସବା ଉପରୁ ଲିକ୍‌ କରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *