Posted inଜାତୀୟ

ପ୍ରଥମ ଥର ପାଇଁ ମୁମ୍ବାଇ ଆସି ଫଶିଗଲେ ବିଦେଶିନୀ

ମୁମ୍ବାଇ,୨୮।୬: ମାୟାନଗରୀ ମୁମ୍ବାଇରେ ଶୁକ୍ରବାର ମୌସୁମୀ ବର୍ଷା ହୋଇଛି। ଏଥିପାଇଁ ସହରର ବିଭିନ୍ନ ସ୍ଥାନଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ଗୋଟିଏ ଦିନର ବର୍ଷାରେ ଲୋକେ ବେହାଲ ହୋଇପଡ଼ିଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ବହୁ ସ୍ଥାନରେ ପାଣି ଭର୍ତ୍ତି ଯୋଗୁ ଲୋକମାନେ ଫଶି ରହୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ପ୍ରସିଦ୍ଧ ସବଓ୍ବେରେ ଜଣେ ମହିଳା ଫଶିଯାଇଥିବା ନଜର ଆସିଛନ୍ତି। ସବଓ୍ବେ ନିକଟରୁ ମହିଳା ଜଣକ ଯାଉଥିବା ସମୟରେ ସେଠାରେ ବହୁତ ପାଣି ଭର୍ତ୍ତି ହୋଇଯାଇଥିବାରୁ ସେ ହାଠତ୍‌ ତଳେ ପଡ଼ିଯାଇଥିଲେ। ତାଙ୍କୁ ପାଣିରେ ଫଶିଯାଇଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ତେବେ ମହିଳା ଜଣକ ବିଦେଶିନୀ ହୋଇଥିବା ବେଳେ ସେ ପ୍ରଥମ ଥର ପାଇଁ ମାଲେଶିଆରୁ ମୁମ୍ବାଇ ଆସିଥିବା ଜଣାପଡ଼ିଛି।


All Right Reserved By

ରାମପୁରରେ ୧୪୪ ଧାରା ଜାରି

ଲକ୍ଷ୍ନୌ, ୧।୮: ରାମପୁର ଏମ୍‌ପି ଆଜମ ଖାନଙ୍କ ପୁଅ ତଥା ଏସପି ବିଧାୟକ ଅବଦୁଲା ଆଜମ ଖାନଙ୍କୁ ପୋଲିସ୍‌ ଅଟକ ରଖିବା ବିରୋଧରେ ଗୁରୁବାର ସମାଜବାଦୀ...

ହାରିଗଲେ ଶତୃଘ୍ନ ସିହ୍ନା

ପାଟନା, ୨୩।୫: ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ଶତୃଘ୍ନ ସିହ୍ନା ଚଳିତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛନ୍ତି। ସେ ନିଜର ନିକଟତମ...

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼: ଭୂପେନ୍ଦ୍ରଙ୍କ ତୁଳନାରେ ନଡ୍ଡା ଆଗରେ

ନୂଆଦିଲ୍ଲୀ,୨।୬: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଇ ଦଳରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ ଭାର...

୧୯ ବର୍ଷରେ ମଲେଣି ୨ ହଜାର ବାଘ

ନାଗପୁର, ୨୩ା୮(ପି.ଟି.):ଭାରତରେ ସର୍ବାଧିକ ବାଘ ୨୨୨୬ ରହିଛନ୍ତି, ଯାହାକି ବିଶ୍ୱର ୫୬ ଭାଗରୁ ଅଧିକ। ବିଗତ ୧୯ ବର୍ଷ ମଧ୍ୟରେ ପ୍ରାୟ ୨ ହଜାର ବାଘ...

ମମତାଙ୍କୁ ସାଥ୍‌ ଦେବନାହିଁ କଂଗ୍ରେସ-ସିପିଏମ୍‌

କୋଲକାତା, ୨୭।୬: ପଶ୍ଚିମବଙ୍ଗରେ ଭାଜପାକୁ ମାତ୍‌ ଦେବା ପାଇଁ ମମତା ବିପକ୍ଷ ଦଳର ସହଯୋଗ ଲୋଡିଛନ୍ତି। କିନ୍ତୁ କଂଗ୍ରେସ ଏବଂ ସିପିଏମ୍‌ ଏଥିରେ ମମତାଙ୍କୁ ସହଯୋଗ...

ଭଗବାନ ରାମଙ୍କ ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନ କରିବେ ୟୁପି ସରକାର

ଲକ୍ଷ୍ନୌ,୨୩।୭: ଉତ୍ତର ପ୍ରଦେଶ ସରକାର ଭଗବାନ ରାମଙ୍କର ଏକ ୨୫୧ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଅଯୋଧ୍ୟାରେ ଏହା ସ୍ଥାପନ...

ମାତ୍ର ୧୮୧ ଖଣ୍ଡ ଭୋଟରେ ହାରିଗଲେ ପ୍ରାର୍ଥୀ

ଲକ୍ଷ୍ମୌ, ୨୪।୫: ରାଜନୀତିରେ ବିଜୟ-ପରାଜୟ ତ ଲାଗିରହିଛି, କିନ୍ତୁ ଯଦି ଅଳ୍ପ ବ୍ୟବଧାନରେ ପରାଜୟ ଭୋଗିବାକୁ ପଡେ ତେବେ ମନ କଷ୍ଟ ହେବ ନିଶ୍ଚୟ। ସେମିତି...

ଟିଭିରେ ଦେଖିଲେ ମୋଦିଙ୍କ ମା’

ଅହମଦାବାଦ,୩୧।୫ :ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ତାଙ୍କ ମା’ ହୀରାବେନ୍‌ ନୂଆଦିଲ୍ଲୀରୁ ୯୦୦ କିଲୋମିଟର ଦୂର ଅହମଦାବାଦର ରାଇସାନ୍‌ସ୍ଥିତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *