ଜାପାନରେ ଓଡ଼ିଶାକୁ ପ୍ରଶଂସା କଲେ ମୋଦି

ଓସାକା, ୨୮।୬: ଜି-୨୦ ସମ୍ମିଳନୀରେ ଭାଗନେବା ପାଇଁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ପ୍ରବାସୀ ଭାରତୀଙ୍କୁ ସମ୍ବୋଧିତ କରି ଓଡ଼ିଶା ସରକାରଙ୍କ ୱେଲ ପ୍ଲାନିଂ ଓ ସୁପରଭିଜନ ପାଇଁ ଫନୀ ଭଳି ବାତ୍ୟା ଆମେ ସଫଳତାର ସହ ମୁକାବିଲା କରିପାରିଛୁ ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ,ବାତ୍ୟା ଆସିବା ପୂର୍ବରୁ ରାଜ୍ୟ ସରକାର ଏବଂ ପ୍ରଶାସନିକ ଅଧିକାରୀମାନେ ନିଜ ଦାୟିତ୍ୱ ଭଲ ଭାବେ ସମ୍ପାଦନ କରିବା ସହ ପାଖାପାଖି ୧୦ଲକ୍ଷ ଲୋକଙ୍କୁ ୫ହଜାର ବାତ୍ୟା ଆଶ୍ରୟସ୍ଥଳକୁ ସ୍ତାନାନ୍ତର କରିଥିଲେ। ଫଳରେ ବହୁ ଜୀବନ ସୁରକ୍ଷିତ ହୋଇପାରିଥିଲା।


All Right Reserved By Dharitri.Com

ଏପରି ଅଫିସ୍‌ ଯେଉଁଠି କର୍ମଚାରୀଙ୍କୁ ଶୌଚାଳୟ ଯିବା ମନା…

ଆମେରିକାରେ ଅନେକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଶୌଚାଳୟ ଯିବାକୁ ବାରଣ କରାଯାଇଥାଏ । ବାରମ୍ବାର ଶୌଚାଳୟ ଯିବାଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ...

କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଯୋଜନା କରୁଛି ପାକିସ୍ତାନ: ଭୟରେ ଯୁଦ୍ଧ ପ୍ରସ୍ତୁତି

ଇସ୍‌ଲାମାବାଦ,୨୯ା୮: କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତି ପରେ ପାକିସ୍ତାନର ନିଦ ହଜିଯାଇଛି। ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ସୈନ୍ୟ ଠୁଳ କରି ଥରକୁ ଥର ଆଣବିକ ଅସ୍ତ୍ର ବ୍ୟବହାର...

ଛୁଆଙ୍କୁ ଆକଟ କଲେ ଦଣ୍ଡ: କାଠଗଡ଼ାକୁ ଟଣାହେବେ

ଟୋକିଓ: ଅନୁଶାସନ ପାଇଁ ଜନ୍ମକଲା ପିଲାଙ୍କୁ ଦଣ୍ଡ ଦେବା ଅତି ସାଧାରଣ କଥା। ପାଠପଢ଼ିବା ହେଉ ଅବା ସଂସ୍କାରବାଦୀ ଚିନ୍ତାଧାରା ପାଇଁ ପ୍ରତି ଘରେ ଶିଶୁଙ୍କ...

ପ୍ରିୟା ପିନ୍ଧିଲେ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିଆ’ ମୁକୁଟ

ମେଲବୋର୍ନ,୨୯।୬: ଭାରତୀୟ ବଂଶୋଦ୍ଭବ ୨୬ ବର୍ଷୀୟା ପ୍ରିୟା ସେରାଓ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିଆ ୨୦୧୯’ର ବିଜେତା ଘୋଷିତ ହୋଇଛନ୍ତି। ମେଲବୋର୍ନଠାରେ ଗୁରୁବାର ରାତିରେ ଆୟୋଜିତ ଉକ୍ତ...

ବୈଜ୍ଞାନିକଙ୍କ ଭବିଷ୍ୟବାଣୀ:ପୃଥିବୀ ସହ ଧକ୍କାହେବ ଗ୍ରହାଣୁ ଆପୋଫିସ୍‌

ଓ୍ବାଶିଂଟନ,୧୧-୧୦:: ପୃଥିବୀ ସହ ଏକ ଗ୍ରହାଣୁ ଧକ୍କା ହେବ। ଫଳରେ ଏହା ବିପର୍ଯ୍ୟୟ ଆଣିଦେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିବ ବୋଲି...

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିଚଳିତ ପାକିସ୍ତାନ

ଇସ୍‌ଲାମାବାଦ,୧୦।୧୨: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ଯେଉଁଭଳି ଭାବେ ବିଳିବିଳାଉ ଥିଲା ଏବେ ପୁଣିଥରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିଚଳିତ ହୋଇ...

ରାତାରାତି ଗାୟବ ହୋଇଗଲା ବ୍ରିଜ

ମସ୍କୋ,୭।୬: ଘର ଓ ଦୋକାନରେ ଚୋରି ହେବା କଥା ଶୁଣିଥିବେ। ହେଲେ ରେଲଓ୍ବେର ବ୍ରିଜ୍‌ ଚୋରି ହେବା କଥା କେହି କେବେ ଶୁଣି ନ ଥିବେ।...

ପ୍ରଥମଥର ପାଇଁ ଗଦାଫି ଷ୍ଟାଡିୟମରେ ନମାଜ ପଢିପାରିଲେନି ହଫିଜ୍‌ ସୟିଦ୍‌: ଲାଗିଲା କଟକଣା

ଇସଲମାବାଦ୍‌, ୬।୬: ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କୀ ସଂଗଠନ ଜାମାତ୍‌ ଉଦ୍‌ ଦାଓ୍ବା ମୁଖ୍ୟ ସୟିଦ ହଫିଜ୍‌ଙ୍କୁ ଗଦାଫି ଷ୍ଟାଡିୟମରେ ନମାଜ ପଢିବାର ସୁଯୋଗ ମିଳିପାରି...

Leave a comment

Your email address will not be published. Required fields are marked *