ରବୀନାଙ୍କ ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ରେ ଧୂମ ମଚାଇବେ ଡାଏନା

ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଖାନଦାନୀ ଶଫାଖାନା’ରେ ଦେଖିବାକୁ ମିଳିବ। ଏହା ଏକ କମେଡି ଫିଲ୍ମ। କିଛି ଦିନ ତଳେ ଫିଲ୍ମର ଟ୍ରେଲର ସମ୍ମୁଖକୁ ଆସିଥିଲା। ଏହି ଫିଲ୍ମରୁ ବଲିଉଡ୍‌ ର଼୍ୟାପର ବାଦ୍‌ଶାହ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ସେ ଜଣେ ପଞ୍ଜାବୀ ସିଙ୍ଗର ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ। ଅଭିନୟ ସାଙ୍ଗକୁ ବାଦ୍‌ଶାହ ଫିଲ୍ମରେ ମ୍ୟୁଜିକ୍‌ ମଧ୍ୟ ଦେବେ। ଖାସ୍‌ କଥା ହେଲା ୧୯୯୬ରେ ମୁକ୍ତିଲାଭ କରିଥିବା ସୁନୀଲ ସେଟ୍ଟୀ ଏବଂ ରବୀନା ଟଣ୍ଡନଙ୍କ ଫିଲ୍ମ ‘ରକ୍ଷକ’ର ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ରେ ବାଦ୍‌ଶାହ ଏବଂ ଡାଏନା ପେଣ୍ଟିଙ୍କୁ ଦେଖିବାକୁ ମିଳିବ। ଏହି ଗୀତରେ ଧୂମ୍‌ ମଚାଇବା ପାଇଁ ଡାଏନାଙ୍କୁ ଚୟନ କରାଯାଇଛି। ଜୁନ୍‌ ୨୭ ଓ ୨୮ ୨ ଦିନ ଧରି ମୁମ୍ବାଇ ଷ୍ଟୁଡିଓରେ ଏହି ଗୀତର ଶୁଟିଂ ହେବ।


All Right Reserved By

ବିବାହର ୬ ମାସ ପରେ ଅଲଗା ଲୁକ୍‌ରେ କମେଡି କିଙ୍ଗ୍‌

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ବିବାହର ୬ ମାସ ପରେ ଅଲଗା ଲୁକ୍‌ରେ ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଛନ୍ତି। କପିଲ...

ବିବାହ ସାରି ଭାରତ ଫେରିଲେ ନୁସରତ ଜହାଁ

ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ଟିଏମସିର ନବନିର୍ବାଚିତ ଏମ୍‌ପି ନୁସରତ ଜହାଁ ବିବାହ ସାରି ଭାରତ ଫେରିଛନ୍ତି। ସ୍ବାମୀ ନିଖିଲ ଜୈନଙ୍କ ସହ ବିମାନ ବନନ୍ଦରରେ...

ପୁଣିଥରେ ଅଭିନୟ ଦୁନିଆକୁ ଫେରିବେ ସୋନାଲି: ଗୋଲ୍‌ଡି

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନାଲି ବେନ୍ଦ୍ରେ ୨୦୧୮ରେ କ୍ୟାନସରରେ ପୀଡିତ ହେବା ପରଠାରୁ ଆଉ ବଡ ପରଦାରେ ନଜର ଆସି ନାହାଁନ୍ତି। ତେବେ ସେ କ୍ୟାନସରର...

ଆଖଡା ଆରମ୍ଭ

ଇତିମଧ୍ୟରେ ପୁରୁଣା ଯାତ୍ରାବର୍ଷର ପରିସମାପ୍ତି ଘଟିଛି। ଆରମ୍ଭ ହୋଇଛି ନୂଆ ଯାତ୍ରାବର୍ଷ। ପ୍ରତ୍ୟେକ ପାର୍ଟି ପକ୍ଷରୁ ଆରମ୍ଭ ହୋଇଯାଇଛି ନୂଆ ଯାତ୍ରା ସିଜନ୍‌ ପାଇଁ ସ୍ବତନ୍ତ୍ର...

‘କିକ୍‌ ୨’ରେ ପୁଣି ସଲମାନ୍‌

ମୁମ୍ବାଇ:ସୁପରଷ୍ଟାର ସଲମାନ୍‌ ଖାନ୍‌ ‘କିକ୍‌ ୨’ରେ ପୁଣି ଅଭିନୟ କରିବାକୁ ଯାଉଥିବାବେଳେ ଏହା ଆସନ୍ତା ବର୍ଷ ରିଲିଜ୍‌ ହେବା ଆଶା କରାଯାଉଛି। ୨୦୧୪ ଇଦ୍‌ ବେଳେ...

ଚର୍ଚ୍ଚିତ ଦେଶପ୍ରେମ ଗୀତ

ଥରେ ମନେପକାନ୍ତୁ ନା ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କର ସେହି କାଳଜୟୀ ଗୀତ ‘ୟେ ମେରେ ଓ୍ବତନ କି ଲୋଗଁା’କୁ। କବି ପ୍ରଦୀପଙ୍କ ଦ୍ୱାରା ରଚିତ...

ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଲେ ଏହି ଅଭିନେତାଙ୍କ ଝିଅ

ଇଟାଲିୟନ୍‌ ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା। ଇନଷ୍ଟାଗ୍ରାମରେ ନିଜ ବୟଫ୍ରେଣ୍ଡ୍‌ଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଏକ ଭାବବିହ୍ବଳ...

ଆମତ୍ବିଶ୍ୱାସରୁ ମିଳେ ସଫଳତା

ନିଷ୍ଠା, ଏକାଗ୍ରତା, କଠିନ ପରିଶ୍ରମ ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏହାକୁ ବାସ୍ତବରେ ପ୍ରମାଣ କରି ଦେଖାଇଛନ୍ତି ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ବ୍ଲକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *