‘ଦୋସ୍ତାନା-୨’ରେ ଜାହ୍ନବୀଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତା

ନିଜର ପ୍ରଥମ ସିନେମା ‘ଧଡକ’ରେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଦର୍ଶକଙ୍କୁ ପ୍ରଭାବିତ କରି ଖୁବ ପ୍ରଶଂସା ସାଉଁଟିଥିଲେ। ଏବେ ସେ କରଣ ଜୋହରଙ୍କ ଆଗାମୀ ସିନେମା ଦୋସ୍ତାନା-୨ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ କାର୍ତ୍ତିକ ଆର଼୍ୟାନ୍‌। ୨୦୦୮ରେ ପରଦାକୁ ଆସିଥିଲା ‘ଦୋସ୍ତାନା’। ଏଥିରେ ଜନ ଆବ୍ରାହମ, ଅଭିଷେକ ବଚ୍ଚନ, ପ୍ରିୟଙ୍କା ଚୋପ୍ରା ଓ ବବି ଦେଓଲ ଲିଡ ରୋଲରେ ଥିଲେ। ‘ଦୋସ୍ତାନା’ରେ ସମଲିଙ୍ଗୀ ଭୂମିକା ନିଭାଇ ଚର୍ଚ୍ଚାରେ ଥିଲେ ଅଭିଷେକ ଓ ଜନ। ହେଲେ ଏଥର ଏ ଦୁହିଁଙ୍କୁ ’ଦୋସ୍ତାନା-୨’ରେ ଦେଖିବାକୁ ମିଳିନାହିଁ। ଫିଲ୍ମର ନିର୍ଦ୍ଦେଶନା ଦେବେ ‘ଦୋସ୍ତାନା’ର ନିର୍ଦ୍ଦେଶକ ତରୁଣ ମନସୁଖାନୀ।


All Right Reserved By

ଆଉ ଥରେ ଜନ୍ମ ନେଲେ ଜଣେ ଦରଦୀ ଚିକିତ୍ସକ ହେବି

ଡାକ୍ତର ଦୀନବନ୍ଧୁ ସାହୁଙ୍କ ଜନ୍ମ ଅନୁଗୋଳ ଜିଲା ଛେଣ୍ଡିପଦାରେ। ସେ ଏକଧାରରେ ଜଣେ ଚିତ୍ରଶିଳ୍ପୀ,କବି,ଅଭିନେତା ଓ ବେହେଲା ବାଦକ। ପ୍ରାଚୀନ ଓଡ଼ିଆ ସାହିତ୍ୟ ଉପରେ ଗବେଷଣା...

ସ୍ବାଭିମାନୀ ନାଟ୍ୟକାର ବନମାଳୀ ତରାଇ: ପ୍ରଥମ ନାଟକ ଥିଲା ‘ହାଟ ମଝିରେ ବ୍ରହ୍ମଜ୍ଞାନ’

ବନମାଳୀ ତରାଇ! ଏଇ ନାମଟି ସହିତ ଯାତ୍ରାପ୍ରେମୀ ଖୁବ୍‌ ଭଲ ଭାବରେ ପରିଚିତ। ସଂସ୍କାର ମୂଳକ, ବାର୍ତ୍ତାଧର୍ମୀ ତଥା ସାମାଜିକ ଶିକ୍ଷା ସମ୍ବଳିତ ନାଟକ ରଚନା...

ଜଙ୍କ୍‌ଫୁଡ୍‌ରେ ସୋନମ୍‌ଙ୍କ ପ୍ରିୟ ଗୁପ୍‌ଚୁପ୍‌

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ଫିଟ୍‌ ରହିବାକୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ବିଶେଷକରି ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରୁହନ୍ତି ଅଭିନେତ୍ରୀମାନେ। ମାତ୍ର ଏବେ ବଲିଉଡ୍‌ ଫ୍ୟାଶନ୍‌...

ବିନା ମେକଅପ୍‌ରେ ଏହି ନାୟିକାଙ୍କୁ ଚିହ୍ନିବା ହେଲା ମୁସ୍କିଲ

ହାଇଦ୍ରାବାଦ: ରାତାରାତି ସୋସିଆଲ ମିଡିଆ ସେନଶେସନ ପାଲଟିଥିବା ପ୍ରିୟା ପ୍ରକାଶଙ୍କୁ ବିନା ମେକଅପରେ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ନିକଟରେ ପ୍ରିୟା ବିନା ମେକଅପ୍‌ରେ ହାଇଦ୍ରାବାଦ...

ପ୍ରଥମ ଜନ୍ମଦିନରେ କେମିତି ଦେଖାଯାଉଥିଲେ ବଲିଉଡ୍‌ର ଏହି ଅଭିନେତ୍ରୀ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍‌ ଆକ୍ଟ୍ରେସ୍‌ ୟାମି ଗୌତମଙ୍କର ଏକ ଫଟୋ ଏବେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହେବାରେ ଲାଗିଛି।...

‘ଦବଙ୍ଗ-୩’ରେ ଖଳନାୟକ ଭୂମିକାରେ ନଜର ଆସିବେ କିଚ୍ଚା ସୁଦୀପ

ବମ୍ବେ: ସୁପରଷ୍ଟାର ସଲମାନ ଖାନ୍‌ ଅଭିନିତ ଫିଲ୍ମ ‘ଦବଙ୍ଗ’ର ସଫଳତା ପରେ ଏହାର ଦ୍ୱିତୀୟ ଭାଗ ‘ଦବଙ୍ଗ-୨’ ପରଦାକୁ ଆସିଥିଲା। ଏହା ମଧ୍ୟ ବକ୍ସ ଅଫିସରରେ...

ଭାଇରାଲ ହେଉଛି ଅନୁଷ୍କାଙ୍କ ସୋସିଆଲ ମିଡିଆ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଯୋଡିଙ୍କୁ ଅନେକ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଆଉ ଏମାନେ ଅଧିକାଂଶ ସମୟରେ...

ସୈଫ୍‌-କରିନାଙ୍କ ବିବାହ ବେଳର ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ବିବାହ ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *