Posted inଜାତୀୟ

ସ୍ପଷ୍ଟଦିବାଲୋକରେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁଳି କରି ହତ୍ୟା: ୧୦ ଗୁଳି ମାଡ଼

ଚଣ୍ଡିଗଡ଼,୨୭।୬: ହରିୟାଣାରେ ଜଣେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁରୁବାର ସ୍ପଷ୍ଟଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ସ୍ଥାନୀୟ ଫରଦାବାଦ୍‌ର ସେକ୍ଟର-୯ଠାରେ କଂଗ୍ରେସ ପ୍ରଦେଶ ପ୍ରବକ୍ତା ବିକାଶ ଚୌଧୁରୀ କାରରେ ଯାଉଥିବାବେଳେ ତାଙ୍କ ଉପରକୁ ୧୦ଟି ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସର୍ବୋଦୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଦୁଇଜଣ ଅଜଣା ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିବା ସିସିଟିଭି ଫୁଟେଜ୍‌ରୁ ପୋଲିସ ଜାଣିପାରିଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।


All Right Reserved By Dharitri.Com

ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେଲେ ସୁଭାଷ ଚୋପ୍ରା

ନୂଆଦିଲ୍ଲୀ,୨୩।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିଛି। ବୁଧବାର ସୁଭାଷ ଚୋପ୍ରାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆତଙ୍କବାଦୀଙ୍କ ସହଯୋଗୀଙ୍କ ପାଖରେ ଚାଇନିଜ୍‌ ଗ୍ରେନେଡ୍‌

ଶ୍ରୀନଗର,୧।୩: ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ଗନ୍ଦରବାଲ ଏବଂ ବଡ଼ଗାଓ୍ବଁରେ ମିଳିତ ସର୍ଚ୍ଚ ଅପରେଶନ ସମୟରେ ଆତଙ୍କବାଦୀଙ୍କ ୫ ସହଯୋଗୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ...

ଚନ୍ଦ୍ରୟାନ-୨ ମିଶନ ବିଫଳ: ମୋଦିଙ୍କୁ ଧରି କାନ୍ଦିଲେ ସିବନ୍‌

ଶ୍ରୀହରିକୋଟା,୭।୯: ଭାରତର ବହୁ ପ୍ରତିକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ର ପୃଷ୍ଠର ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି। ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ...

ସିବିଆଇକୁ ୭୮୧ କୋଟିରୁ ଅଧିକ ଅର୍ଥ

ନୂଆଦିଲ୍ଲୀ, ୬।୭: ବିଭିନ୍ନ ହାଇ ପ୍ରୋଫାଇଲ ତଥା ସମ୍ବେଦନଶୀଳ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଚଳିତ ବଜେଟରେ ୭୮୧.୦୧ କୋଟି ଟଙ୍କାର...

ବାୟୁସେନା ଦିବସ: ନ୍ୟାଶନାଲ ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେଲେ ୩ ସେନାମୁଖ୍ୟ

ନୂଆଦିଲ୍ଲୀ,୮।୧୦: ବାୟୁସେନା ଦିବସ ଅବସରରେ ମଙ୍ଗଳବାର ସେନାମୁଖ୍ୟ ଜେନରାଲ ବିପିନ ରାଓ୍ବତ, ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ଓ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ...

ମରାଠି ଅଭିନେତା ଜୟରାମ କୁଲକର୍ନିଙ୍କ ପରଲୋକ

ପୁନେ,୧୭।୩: ଭେଟେରାନ ମରାଠି ଅଭିନେତା ଜୟରାମ କୁଲକର୍ନିଙ୍କର ୮୮ ବର୍ଷ ବୟସରେ ପୁନେଠାରେ ପରଲୋକ ହୋଇଛି। ବୃଦ୍ଧାବସ୍ଥା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର...

ଜଗଦୀପ ଧନଖଡ ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା,୩୦।୭: ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ଜଗଦୀପ ଧନଖଡ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ବି.ଏନ୍‌. ରାଧାକ୍ରିଷ୍ଣନ୍‌ ରାଜଭବନରେ ଜଗଦୀପଙ୍କୁ...

ଗାଈ ବାଛୁରୀ ସହିତ ଖେଳିଲେ ମୋଦି: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଥୁରାରେ ଅନୁଷ୍ଠିତ ହୋଇଥିବା ପଶୁ ଆରୋଗ୍ୟ ମେଳାରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଏକ ଗାଈକୁ ଆଉଁସିବା...

Leave a comment

Your email address will not be published. Required fields are marked *