Posted inଜାତୀୟ

ସାମନ୍ତ ଗୋଏଲ ‘ର’ ଚିଫ୍‌ ନିଯୁକ୍ତ

ନୂଆଦିଲ୍ଲୀ,୨୬।୬: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌(ର) ଚିଫ୍‌ ଭାବେ ସାମନ୍ତ ଗୋଏଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିଯୁକ୍ତ କରିଛନ୍ତି। ୧୯୮୪ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ପ୍ଲାନିଂ କରିଥିବା କୁହାଯାଉଛି। ସେ ବର୍ତ୍ତମାନ ‘ର’ ଚିଫ୍‌ ଅନୀଲ୍‌ କୁମାର ଧସ୍ମାନାଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଏହା ସହିତ  ଇଣ୍ଟେଲଜେନ୍ସ୍‌ ବ୍ୟୁରୋ ନିର୍ଦ୍ଦେଶକ ଭାବେ ଆଇପିଏସ୍‌ ଅଫିସର ଅରବିନ୍ଦ କୁମାରଙ୍କୁ ନିଯୁକ୍ତ କରାଯାଇଛି।


All Right Reserved By

ଘରୋଇ ହିଂସା ଆଇନ: ବିଧବାଙ୍କୁ ଭରଣପୋଷଣ ଦେବେ ସ୍ବାମୀଙ୍କ ଭାଇ

ନୂଆଦିଲ୍ଲୀ,୨୭ା୫(ପି.ଟି.): ଘରୋଇ ହିଂସା ଆଇନ ଅନୁଯାୟୀ ଜଣେ ବିଧବା ମହିଳାଙ୍କୁ ଭରଣପୋଷଣ ଦେବାକୁ ତାଙ୍କ ଦେଡଶୁର କିମ୍ବା ଦିଅରଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ସୁପ୍ରିମକୋର୍ଟ ଏକ...

୨୪ ଘଣ୍ଟାରେ ୧୦ ସଫା

ମାଲକାନଗିରି, ୪।୮ (ଡି.ଏନ୍‌.ଏ.): ଛତିଶଗଡ଼ର ରାଜନନ୍ଦଗାଁଓ ଜିଲା ଅନ୍ତର୍ଗତ ସୀତାଗୋତା ଜଙ୍ଗଲରେ ଶନିବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୭...

ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କଲେ ସ୍ତ୍ରୀ; ବେଙ୍ଗାଲୁର୍‌ରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୦।୭: ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଜଣେ ସ୍ତ୍ରୀ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କରିଥିଲେ। ତେବେ ପରେ ପୋଲିସ ତାଙ୍କୁ ବେଙ୍ଗାଲୁର୍‌ରୁ ଜୀବିତ ଅବସ୍ଥାରେ...

ହିମାଚଳ ପ୍ରଦେଶରେ ଭୂସ୍ଖଳନ

ଶିମଲା,୨୫।୬: ହିମାଚଳ ପ୍ରଦେଶ କିନୌର ଜିଲାର କଶଙ୍ଗ ନାଳ ନିକଟରେ ଭୂସ୍ଖଳନ ଯୋଗୁ ପାହାଡ଼ର ଏକ ଅଂଶ ଧସି ଯାଇଥିଲା। ଫଳରେ ନ୍ୟାସନାଲ ହାଇଓ୍ବେ-୫ରେ ରାସ୍ତା...

ସତ ହେଲା ବାଜପେୟୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୭।୫: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଭବିଷ୍ୟବାଣୀ ଏବେ ସତ ହୋଇଥିବା ଆଲୋଚନା ହେଉଛି। ପାଖାପାଖି ଦୁଇ ଦଶକ ପରେ ଏହା...

ଭାରତରେ ଆମେରିକା ବୈଦେଶିକ ମନ୍ତ୍ରୀ ପୋମ୍ପିଓ: ଆଜି ମୋଦିଙ୍କୁ ଭେଟିବେ

ନୂଆଦିଲ୍ଲୀ,୨୬।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାଇକ ପୋମ୍ପିୟୋ। ଏହି ଗସ୍ତ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୩।୬: ଜମ୍ମୁ-କଶ୍ମୀର ଶୋପିଆନ୍‌ ଜିଲାରେ ରବିିବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରର କିଗମ୍‌ର ଦରମଦୋରା ଅଞ୍ଚଳରେ କିଛି...

ପ୍ରାର୍ଥିପତ୍ର ଦାଖଲ କଲେ ପୁନମ

ଲକ୍ଷ୍ନୌ,୧୮।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିଛିଦିନ ତଳେ ଶ୍ରତୁଘ୍ନ ଭାଜପା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *