Posted inଜାତୀୟ

ଫୁଟପାଥରେ ଶୋଇଥିବା ୩ ଶିଶୁଙ୍କ ଉପରେ ଚଢିଗଲା ଗାଡି

ପାଟନା, ୨୬।୬: ବିହାରର ଅଗମାକୁଆଁ ଥାନା ଅନ୍ତର୍ଗତ କୁମହରାରରେ ଏକ ଅଭାବନୀୟ ଘଟଣା ଘଟିଛି। ଫୁଟପାଥରେ ଶୋଇଥିବାବେଳେ ୩ ଶିଶୁଙ୍କ ଉପରେ ଗାଡି ଚଢିଯାଇଛି। ଫଳରେ ଡ୍ରାଇଭର ସମେତ ତିନି ଶିଶଙ୍କ ମୃତ୍ୟୁ ଘଟିଛି। ଗାଡିରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାକୁ ବିରୋଧ କରି ସ୍ଥାନୀୟ ଲୋକେ ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଛନ୍ତି। ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ଗାଡି ଚାଳକ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ବସ୍ତି ଭିତରକୁ ମାଡିଯାଇଥିଲେ। ଫଳରେ ଏଭଳି ଘଟଣା ଘଟିଛି।


All Right Reserved By

କଂଗ୍ରେସର ହାତ ଛାଡ଼ିପାରନ୍ତି ରୋଶନ

ବେଙ୍ଗାଲୁର,୨୧।୫: ଏକ୍‌ଜିଟ୍‌ ପୋଲ୍‌ ଆସିବା ପରେ କର୍ନାଟକ କଂଗ୍ରେସରେ ବିଦ୍ରୋହର ମାହୋଲ ଦେଖାଦେଇଛି। ଏଥିଯୋଗୁ ରାଜ୍ୟ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ଉପରେ ସମସ୍ୟା...

ଟୋଲ୍‌ ପ୍ଲାଜା କର୍ମଚାରୀଙ୍କୁ ମାଡ଼ ମାରିଲେ ଭାଜପା ଏମ୍‌ପିଙ୍କ ଅଙ୍ଗରକ୍ଷୀ

ଆଗ୍ରା,୭ା୭: ଭାଜପା ନେତାମାନଙ୍କ ହିଂସାକାଣ୍ଡକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେତାବନୀ ଦେବାର ୩ ଦିନ ପରେ ଦଳର ଜଣେ ଏମ୍‌ପିଙ୍କ...

କଶ୍ମୀର ନୁହେଁ, ଏବେ କେବଳ ପିଓକେ: ପାକିସ୍ତାନକୁ ରାଜନାଥଙ୍କ ଚରମବାଣୀ

କାଲ୍‌କା, ୧୯ା୮(ପି.ଟି./ଆଇଏଏନ୍‌ଏସ୍‌) :ଆତଙ୍କବାଦ ଉପରେ ଲଗାମ ନ ଲଗାଇବା ଯାଏ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ। ଯଦି ଆଗକୁ କଥାବାର୍ତ୍ତା ହୁଏ ତାହା କେବଳ...

ସ୍ବାମୀଙ୍କ ମୁଣ୍ଡ କାଟି ଥାଳିରେ ଧରି ଥାନାରେ ପହଞ୍ଚିଲେ ମହିଳା

ଗୁଆହାଟୀ, ୩୦।୫: ଆସାମର ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ସ୍ବାମୀଙ୍କ ମୁଣ୍ଡ କାଟି ପ୍ଲାଷ୍ଟିକ୍‌ ଥାଳିରେ ରଖି...

ଜାପାନୀ ଜ୍ୱର ନେଲାଣି ୫୪ ଶିଶୁଙ୍କ ଜୀବନ: ଲିଚି ପିଇବାକୁ ନେଇ ସନ୍ଦେହ

ମୁଜାଫରପୁର, ୧୪।୬: ବିହାରର ମୁଜାଫରପୁର ଜିଲା ଓ ଆଖପାଖରେ ଗତ ୧୫ ଦିନ ମଧ୍ୟରେ ଏନ୍‌ସେଫାଲାଇଟ୍ସ ବା ଜାପାନୀ ଜ୍ୱରରେ ୪୭ ଶିଶୁଙ୍କ ଜୀବନ ଗଲାଣି।...

ମଦ୍ରାସାର ଗୋଟିଏ ଘରେ ହେଉଛି ପୂଜା ଓ ନମାଜ ପାଠ

ଅଲୀଗଡ଼,୧୬।୭: ଦେଶରେ ଧର୍ମ ଜାତି ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ ଅଲୀଗଡ଼ର ଏକ ମଦ୍ରାସା ଭାରତ ସମେତ ସମଗ୍ର ପୃଥିବୀ ପାଇଁ ଏକ...

ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ: ୩ ଆଗୁଆ ଜଣେ ପଛୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ...

ପାକିସ୍ତାନରେ ଆତଙ୍କବାଦୀଙ୍କୁ ମିଳିଛି ସରକାରୀ ସୁରକ୍ଷା: ଜୟଶଙ୍କର

ନୂଆଦିଲ୍ଲୀ,୨୭।୬: ପାକିସ୍ତାନରେ ଆତଙ୍କବାଦୀଙ୍କୁ ସରକାରୀ ସୁରକ୍ଷା ମିଳିଛି। ବ୍ରିଟେନ୍‌-ଭାରତ ପ୍ରତିନିଧିସ୍ତରୀୟ ସମ୍ମିଳନୀରେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏହା କହିଛନ୍ତି। ଭାରତର ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *