ଧୋନୀଙ୍କ ଉପରେ ମନ୍ତବ୍ୟ ଦେଇ ସଚିନ ସମାଲୋଚିତ

ନୂଆଦିଲ୍ଲୀ,୨୫।୬- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଅନ୍‌ଲାଇନ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଧିମା ବ୍ୟାଟିଂ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଥିଲେ। ମୁଁ ଦୁଃଖିତ। ଦଳୀୟ ସ୍କୋର ଆହୁରି ଭଳ ହୋଇପାରିଥାନ୍ତା। ଧୋନୀ ଓ କେଦାର ଯାଦବଙ୍କ ଭାଗୀଦାରିରେ ମୁଁ ଖୁସି ନାହିଁ। ଏହା ବହୁତ ଧିମା ଥିଲା। ସିନିୟର ବ୍ୟାଟ୍ସମ୍ୟାନ ଧୋନୀଙ୍କୁ ଆଟାକିଂ ଖେଳିବାର ଥିଲା ବୋଲି ଏକ ସାକ୍ଷତକାରରେ ସଚିନ କହିଥିଲେ। ସିଧାସଳଖ ସମାଲୋଚନା ଯୋଗୁ ଧୋନୀଙ୍କ ଡାଇ ହାର୍ଡ ଫ୍ୟାନମାନେ ମାଷ୍ଟର ବ୍ଲାଷ୍ଟରଙ୍କୁ ସମାଲୋଚନା କରିଛନ୍ତି। କିଛି ପ୍ରଶଂସକ ଦୁଇ କିମ୍ବଦନ୍ତୀଙ୍କ ମଧ୍ୟରେ ତୁଳନା କରିଛନ୍ତି। ଧୋନୀ କ୍ରିକେଟର ରାଜା। ସଚିନ ନିଜ ପାଇଁ ଖେଳିଥିଲେ। ଆଉ ଏବେ ସେ ନିଜ ପୁଅକୁ ଭାରତୀୟ ଦଳରେ ଭର୍ତ୍ତି କରିବାକୁ ଚାହୁଁଛନ୍ତି ବୋଲି ଜଣେ ପ୍ରଶଂସକ ଅଭିଯୋଗ କରିଛନ୍ତି। ଆଉ ଜଣେ ଟୁଇଟ୍‌ କରିଛନ୍ତି, ଧୋନୀ ବିଶ୍ୱକପ୍‌ ଜିତିଥିଲେ, ଯାହା ତୁମର ଲମ୍ବା କ୍ୟାରିୟରରେ ହାତେଇ ପାରି ନ ଥିଲ। ନର୍ଭସ ନାଇନଟିଜ ଶିକାର ହେଉଥିବା ଖେଳାଳି ଧୋନୀଙ୍କୁ ହିଟରଙ୍କ ଭଳି ଖେଳିବାକୁ କହୁଛନ୍ତି।


All Right Reserved By

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି : ମହିଳା ବିଭାଗ ମ୍ୟାଚ ଡ୍ର

ଟୋକିଓ, ୨୧।୮(ପି.ଟି.)-ଟୋକିଓଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକିର ଭାରତ-ଚାଇନା ମହିଳା ବିଭାଗ ମ୍ୟାଚ ଡ୍ର ରହିଛି। ଗୋଲକିପର ସବିତାଙ୍କ ଆକର୍ଷଣୀୟ ପ୍ରଦର୍ଶନ ଯୋଗୁ ଭାରତ...

ଥାଇଲାଣ୍ଡ ଓପନରୁ ସାଇନାଙ୍କ ବିଦାୟ

ବ୍ୟାଙ୍କକ୍‌, ୧।୮ (ପି.ଟି.)- ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ପରାଜୟ ସହ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।...

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ କ୍ଲାସେନ

ଜୋହାନ୍ସବର୍ଗ, ୧୮।୮ (ପି.ଟି.)- ଟେଷ୍ଟ ସିରିଜ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି...

ବନ୍ୟା ପୀଡିତଙ୍କୁ ଖାଦ୍ୟ ବାଣ୍ଟିଲେ ପଠାନ୍‌ ବ୍ରଦର୍ସ

ଗାନ୍ଧିନଗର, ୫।୮: ଗୁଜରାଟରେ ଏବେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବଡୋଦରାରେ ବନ୍ୟା ପାଣି ଘରେ...

ଭାରତର ପରାଜୟ ପରେ ଜୀବନ ହାରିଲେ ଦର୍ଶକ

ନୂଆଦିଲ୍ଲୀ, ୧୨।୭- ଚଳିତ ଆଇସିସି ବିଶ୍ୱକପର ଏକ ହାଇଭୋଲଟେଜ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି। ଏହି...

ପାକିସ୍ତାନରେ ଖେଳାଯିବା ପିଏସ୍‌ଏଲ-୫

ନୂଆଦିଲ୍ଲି,୨୯।୭(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ର ୫ମ ସଂସ୍କରଣ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନରେ ଖେଳାଯିବ ବୋଲି ପିସିବି ସୂତ୍ରରୁ ଜଣାପଡ଼ିଛି। ଏହି ଲିଗ୍‌ ଆସନ୍ତା ବର୍ଷ...

ଡ୍ରାଭିଡଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ, ୨୯।୬(ପି.ଟି.)- ପ୍ରାକ୍ତନ ଭାରତୀୟ ଅଧିନାୟକ ତଥା ଜୁନିୟର ଦଳର କୋଚ୍‌ ରାହୁଲ ଡ୍ରାଭିଡଙ୍କୁ ଜୁଲାଇ ୧ରୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ବାଙ୍ଗାଲୋରସ୍ଥିତ...

ଦଳରେ ସନ୍ତୁଳନ ରହିଛି: କୋଚ୍‌ ଗ୍ରାହମ ରିଡ୍‌

ଭୁବନେଶ୍ୱର,୨୮।୫(ସ୍ପୋଟର୍‌ସ ବ୍ୟୁରୋ)- ଏହି ଟୁର୍ନାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରି ଶୀର୍ଷରେ ରହିବ ବୋଲି ହେଡ୍‌ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି। କୋଚ୍‌ ହିସାବରେ ପ୍ରଥମଥର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *