କୈଳାସ ମାନସରୋବର ଯାତ୍ରା: ନେପାଳ ହିଲ୍‌ସାରେ ଫସିଛନ୍ତି ୪୪ ଭାରତୀୟ

କାଠମାଣ୍ଡୁ,୨୫।୬: ନେପାଳର ଉତ୍ତର ପଶ୍ଚିମରେ ଥିବା ହିଲସା ନିକଟରେ ତେଲେଙ୍ଗାନାର ପ୍ରାୟ ୪୪ ଜଣ ଭାରତୀୟ ତୀର୍ଥଯାତ୍ରୀ ଫସି ରହିଥିବା ସୂଚନା ମିଳିଛି। ଏମାନେ କୈଳାସ ମାନସରୋବର ଯାତ୍ରାରୁ ଫେରିବା ସମୟରେ ଫସି ରହିଥିବା ସୂଚନା ମିଳିଛି। ଯେଉଁ ଟ୍ରାଭେଲ ଏଜେନ୍ସିରେ ଏମାନେ ରେଜିଷ୍ଟ୍ରେଶନ କରିଥିଲେ ଉକ୍ତ ଟ୍ରାଭେଲ ଏଜେନ୍ସି ସେମାନଙ୍କୁ ହିଲ୍‌ସା ନିକଟରେ ଛାଡି ଦେଇଥିବା ଜଣାପଡିଛି। ଗତ ୧୩ ତାରିଖରୁ ଏମାନେ କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିଥିଲେ। ଏବେ ଉକ୍ତ ଏଜେନ୍ସି ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ କରୁ ନ ଥିବାରୁ ଏମାନେ ଘର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ସରକାରଙ୍କୁ ନିବେଦନ କରିଛନ୍ତି।


All Right Reserved By Dharitri.Com

ମୋବାଇଲ୍‌ ଅଭ୍ୟାସରୁ ମୁକ୍ତି ଦେବ ଗୁଗଲ ଆପ୍ସ୍‌: ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ

ଓ୍ବାଶିଂଟନ,୨୪।୧୦: ମୋବାଇଲ୍‌ ଏବେ ସମସ୍ତଙ୍କର ଅତି ଆପଣାର ବସ୍ତୁ ପାଲଟିଛି। କେତେକ ବହୁ ସମୟ ଧରି ମୋବାଇଲ୍‌ ସହିତ ଜଡ଼ିତ ରହୁଛନ୍ତି। ଏହା ଦ୍ୱାରା ଦାମ୍ପତ୍ୟ...

ଆମେରିକାରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ: ରୁଷ, ଫ୍ରାନ୍ସରେ ସତର୍କତା ଜାରି

ଓ୍ବାଶିଂଟନ,୨୮।୬: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଛନ୍ତି ଆମେରିକା ଓ ୟୁରୋପର ଅଧିକାଂଶ ଅଞ୍ଚଳ। ଏଥର ୟୁରୋପ ଅତ୍ୟଧିକ ଗରମରେ ରେକର୍ଡ ଭାଙ୍ଗିଛି। ଜର୍ମାନୀ...

ସୌଦି ମହିଳାଙ୍କୁ ମିଳିଲା ସ୍ବାଧୀନତା

ରିୟାଦ,୨।୮: ସାଧାରଣତଃ ସୌଦି ମହିଳାଙ୍କ ପାଇଁ ନାନା କଟକଣା ରଖାଯାଇଛି। ପୁରୁଷ କୈନ୍ଦ୍ରୀକ ସମାଜରେ ଏବେ କିନ୍ତୁ ଏହି ମହିଳାମାନେ ପୁରୁଷଙ୍କ ବିନା ପରାମର୍ଶରେ ବିଦେଶ...

୨୩ ବର୍ଷ ସାନ ମଡେଲଙ୍କୁ ବିବାହ କରିବାକୁ ରାଜଗାଦି ଛାଡିଥିଲେ ସୁଲତାନ ମହମ୍ମଦ

ମସ୍କୋ,୨୧।୭: ମାଲେସିଆର ପୂର୍ବତନ ରାଜା ସୁଲତାନ ମହମ୍ମଦ-ଓ୍ବି ୫୧ ବର୍ଷ ବୟସରେ ବିବାହ ବରିବାକୁ ମନ ବଳାଇଥିଲେ। ତାହା ପୁଣି ତାଙ୍କଠାରୁ ୨୩ ବର୍ଷ ସାନ...

ପ୍ରଦୂଷଣ ବଢୁଥିବାରୁ ସରକାରଙ୍କ ବିରୋଧରେ ମାମଲା କରିବାକୁ ଅଣ୍ଟା ଭିଡିଲେ ଲୋକେ

ଜାକର୍ତ୍ତା,୮।୭: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏବେ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ଗତ ଜୁନ୍‌ ମାସରୁ ସହରର ବାୟୁ ପ୍ରଦୂଷଣ ସ୍ତର ଦିଲ୍ଲୀ ଓ ବେଜିଂକୁ...

ନିଦ୍ରା ହେଲା ଶେଷନିଦ୍ରା: ଟ୍ରେନ୍‌ ଦୁର୍ଘଟଣାରେ ୧୫ ମୃତ; ୬୦ ଆହତ

ଢ଼ାକା,୧୨।୧୧: ବାଂଲାଦେଶରେ ମଙ୍ଗଳବାର ଭୋର୍‌ ୩ଟାରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ୧୫ରୁ ଅଧିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ...

୩ ହଜାର ଫୁଟ ପାହାଡ଼ ଉପରେ ପ୍ରେମିକାଙ୍କୁ ପ୍ରପୋଜ୍‌ କଲେ ପ୍ରେମିକ

ଓସଲୋ,୯।୭: ନରଓ୍ବେରେ ଜଣେ ପ୍ରେମିକାଙ୍କୁ ତାଙ୍କ ପ୍ରେମିକ ୩ ହଜାର ଫୁଟ ପାହାଡ଼ ଉପରେ ପ୍ରପୋଜ୍‌ କରିଛନ୍ତି। ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ...

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

କଲମ୍ବୋ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ୮ଟି ସିରିଏଲ ବୋମା ବିସ୍ଫୋରଣ ପଛରେ ସ୍ଥାନୀୟ ଇସ୍‌ଲାମିଷ୍ଟ ଏକ୍ସଟ୍ରିମିଷ୍ଟ ଗ୍ରୁପ ବା ନ୍ୟାଶନାଲ ତୋହିଥ ଜମାଥ(ଏନ୍‌ଟିଜେ)ର ହାତ ଥିବା ସନ୍ଦେହ...

Leave a comment

Your email address will not be published. Required fields are marked *