Posted inUncategorized

ରାମ ରହିମଙ୍କୁ ପାରୋଲରେ ଆଣିବାକୁ ଚାହୁଁଛନ୍ତି ହରିୟାଣା ସରକାର

ଚଣ୍ଡିଗଡ଼,୨୫।୬: ବଳାତ୍କାର ମାମଲାରେ ଜେଲରେ ସଜ୍ଜା କାଟୁଥିବା ଆତ୍ମଘୋଷିତ ବାବା ରାମ ରହିମ ସିଂ ପାରୋଲରେ ଆସିବାକୁ ଯେତିକି ବ୍ୟଗ୍ର ତାଙ୍କୁ ବାହାରକୁ ଆଣିବାକୁ ହରିୟାଣା ସରକାର କୁଆଡେ ସେତିକି ବ୍ୟଗ୍ର ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏଥିପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଚେଷ୍ଟା ଚଳାଇଥିବା ଜଣାପଡିଛି। ଯଦିଓ ଏହା ସରକାରୀ ସ୍ତରରେ ଘୋଷଣା କରାଯାଇନାହିଁ ତଥାପି ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି ରାମ ରହିମଙ୍କର ସାଧାରଣ ଜନତାଙ୍କ ଭଳି ବଞ୍ଚିବାର ଅଧିକାର ରହିଛି। ଏହି କଥାରୁ ଅନୁମାନ କରାଯାଉଛି କି ରାମ ରହିମଙ୍କୁ ଜେଲ ବାହାରକୁ ଆଣିବାକୁ ହରିୟାଣା ସରକାର ଇଚ୍ଛା ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ବିଜେଡି ପାଇଁ ପ୍ରଚାର କଲେ ସନାତନ

ଚମ୍ପୁଆ, ୨୦ା୪ (ଡି.ଏନ.ଏ.): ବିଜେଡିକୁ ବିଜୟ କରିବାକୁ ଶନିବାର ଚମ୍ପୁଆ ଶିରପୁରଠାରେ ବିଧାୟକ ସନାତନ ମହାକୁଡ ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି। ମୁଁ ବିଜେଡି ନୁହଁ...

ଜାତୀୟ ରାଜପଥରେ ଗ୍ୟାରେଜ: ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଘଟୁଛି ଦୁର୍ଘଟଣା

ଝୁମ୍ପୁରା ୨୯।୮ (ଡି.ଏନ.ଏ.)-୨୦ନଂ ଜାତୀୟ ରାଜପଥର ଝୁମ୍ପୁରା ଥାନା ପଛ ପାଖରେ ଜାତୀୟ ରାଜପଥର ଅଧିକୃତ ଜାଗା ଉପରେ ହିଁ ଗଢି ଉଠିଥିବା ଗ୍ୟାରେଜ ଯୋଗୁଁ...

ମନକଥା ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌...

ଆମ ଭାଷା ଓ ଶବ୍ଦ

ଅରୁଣ ଦାସ ପୂର୍ବାପେକ୍ଷା ସମୟ ସହ ତାଳଦେଇ ଓଡ଼ିଆ ଭାଷାରେ ଲେଖାଲେଖି ବଢ଼ିଛି। କାରଣ ଖବରକାଗଜ ଓ ପତ୍ରିକା ସଂଖ୍ୟା ବଢ଼ିବା ସହିତ ଅନେକେ ଫେସ୍‌ବୁକ୍‌...

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ...

୧୫ ଦିନର ଶିଶୁକୁ ବଞ୍ଚାଇବା ପାଇଁ ୩୫୦ମିନିଟରେ ୪୦୦ କିଲୋମିଟର ଦୌଡିଲା ଆମ୍ବୁଲାନ୍ସ

ଥିରୁଭାନନ୍ତପୁରମ୍‌, ୧୮।୪: ୧୫ଦିନ ଶିଶୁର ଜୀବନ ବଞ୍ଚାଇବା ପାଇଁ କେରଳ ସରକାର ଓ ସାଧାରଣ ଲୋକେ ମିଶି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଜନ୍ମରୁ...

କମୁଛି ସବୁ ନଦୀ ଜଳସ୍ତର, ଆଜି ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟାର ଭୟ ଟଳିଯାଇଛି। ମହାନଦୀ ସମେତ ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦ...

୨୮ରୁ ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବ, ପ୍ରସ୍ତୁତି ଶେଷ

ରାଜନଗର, ୨୭।୧୦ (ଡି.ଏନ୍‌.ଏ.)-ରାଜନଗର ବ୍ଲକ ଅଧୀନ ମହିଷାସୁର ପଞ୍ଚାୟତ ପଡ଼ିଆଠାରେ ୨୮ ତାରିଖଠାରୁ ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ...

Leave a comment

Your email address will not be published. Required fields are marked *