ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ପୂର୍ବତନ ସେନା ଅଧିକାରୀ

ଓ୍ବାଶିଂଟନ,୨୪।୬: ଆସନ୍ତା ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି। ଏବେ ଏହି ଦୌଡ଼ରେ ଜଣେ ପୂର୍ବତନ ସେନା ଅଧିକାରୀ ସାମିଲ ହୋଇଥିବା କୁହାଯାଉଛି। ଡେମୋକ୍ରାଟିକ୍‌ ଦଳର ଭୋଟ ବଢାଇବାକୁ ପୂର୍ବ ଆମେରିକା ପ୍ରତିନିଧି ତଥା ସେନା ଅଧିକାରୀ ଜୋ ସେଷ୍ଟକ ରବିବାର ତାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଘୋଷଣା କରିଛନ୍ତି।


All Right Reserved By

ସୌଦିରେ ୨ ଭାରତୀୟଙ୍କ ମୁଣ୍ଡକାଟ

ରିୟାଦ୍‌,୧୭।୪: ସୌଦିରେ ୨ ଭାରତୀୟଙ୍କ ମୁଣ୍ଡ କାଟ କରାଯାଇଛି। ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା। ବିଚାରରେ ସେମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଏଭଳି...

ଭାରତୀୟଙ୍କ ପାଇଁ ଏଚ୍‌-୧ ବି ଭିଜାକୁ ୧୫ ପ୍ରତିଶତ ସୀମିତ କରିବ ଆମେରିକା: ୧୦ ଲକ୍ଷ କୋଟିର ଆଇଟି ଶିଳ୍ପ ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ/ ଓ୍ବାଶିଂଟନ, ୨୦।୬: ଆମେରିକା ଏହାର ଭିଜା ନୀତିରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଛି। ଏହା ଅର୍ନ୍ତଗତ ଭାରତୀୟଙ୍କୁ ପାଇଁ ଏଚ୍‌-୧ ବି ଭିଜାକୁ ୧୦ରୁ...

ଉଡାଣ ସମୟରେ ହ୍ୟାଙ୍ଗରରେ ପିଟିହେଲା ବିମାନ: ୧୦ ମୃତ

ହଷ୍ଟନ,୧।୭: ଆମେରିକାର ଟେକ୍ସାସରେ ରବିବାର ଉଡାଣ ଭରିବା ସମୟରେ ଏକ ଘରୋଇ ବିମାନ ହ୍ୟାଙ୍ଗରରେ ପିଟିହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

ଭାରତୀୟ ବଂଶୋଦ୍ଭବଙ୍କୁ ମିସ୍‌ ଇଂଲଣ୍ଡ ମୁକୁଟ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ୨୩ବର୍ଷୀୟା ଡାକ୍ତର ଭାଷା ମୁଖାର୍ଜୀ ମିସ୍‌ ଇଂଲଣ୍ଡ ମୁକୁଟ ବିଜୟିନୀ ହୋଇଛନ୍ତି। ଇଂଲଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୧୨ଜଣ ମଡେଲଙ୍କୁ ପଛରେ ପକାଇ...

ସିରିଆରେ ଶକ୍ତିଶାଳୀ ବିସ୍ଫୋରଣ: ୧୮ ମୃତ

ଦାମାସକସ୍‌,୨୫।୪: ଉତ୍ତର ପଶ୍ଚିମ ସିିରିଆରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ଲୋକ ଥିବା କୁହାଯାଉଛି।...

ଦେହରକ୍ଷୀଙ୍କୁ ବିବାହ କଲେ ଥାଇଲାଣ୍ଡ ରାଜା

ବ୍ୟାଙ୍ଗକକ୍‌,୨।୫: ରାଜ୍ୟାଭିଷେକର ଗୋଟିଏ ଦିନ ପୂର୍ବରୁ ଥାଇଲାଣ୍ଡ ରାଜା ମାହା ବାଜିରାଲଙ୍ଗକର୍ନ ବୁଧବାର ତାଙ୍କ ଉପମୁଖ୍ୟ ଦେହରକ୍ଷୀଙ୍କୁ ବିବାହ କରିଛନ୍ତି। ଏହାପରେ ତାଙ୍କୁ ସେ କୁଇନ୍‌...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲମାବାଦ, ୨୩।୫: ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ ନିଜ...

ନିଆଁ ସହ ଖେଳୁଛି ଇରାନ୍‌: ଟ୍ରମ୍ପ୍‌ଙ୍କ ଚେତାବନୀ

ଓ୍ବାଶିଂଟନ,୨।୭: ଇରାନ୍‌ ପରମାଣୁ ଚୁକ୍ତିର ଉଲ୍ଲଂଘନ କରି ନିଆଁ ସହିତ ଖେଳୁଛି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଇରାନ୍‌ ସୀମାରେ ୟୁରାନିୟମ ପ୍ରବେଶ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *