Posted inଜାତୀୟ

ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ବିବାହ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଲେ ମୁସଲମାନ୍‌ ପରିବାର

ଲକ୍ଷ୍ନୌ,୨୫।୪: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଉତ୍ତରପ୍ରଦେଶର ଏକ ମୁସଲମାନ୍‌ ପରିବାର ସଦସ୍ୟ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଶାହାଜାହାନ୍‌ପୁର ଚିଲୁଓ୍ବା ଗାଁରେ ବାସ କରୁଥିବା ଏହି ପରିବାର ସେମାନଙ୍କ ଝିଅ ରୁକ୍‌ଶାର୍‌ର ବିବାହ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଛନ୍ତି। ଗାଁରେ ଉଭୟ ହିନ୍ଦୁ ଏବଂ ମୁସଲମାନ୍‌ ଏକତ୍ର ବାସ କରୁଥାନ୍ତି। ଏହାଦ୍ୱାରା ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇ ପାରିବ ବୋଲି ରୁକ୍‌ଶାର୍‌ଙ୍କ ମା’ ବେବି କହିଛନ୍ତି। ଗାଁର ସମସ୍ତ ଲୋକେ ଏହି କାର୍ଡକୁ ଆଦରର ସହିତ ଗ୍ରହଣ କରିଥିବା ରୁକ୍‌ଶାର୍‌ଙ୍କ ଭାଇ ମହମ୍ମଦ୍‌ ଉମର କହିଛନ୍ତି।


All Right Reserved By Dharitri.Com

ପାଓ୍ବାରଙ୍କୁ ଭେଟିଲେ କଂଗ୍ରେସ ନେତା

ମୁମ୍ବାଇ,୯ା୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତାମାନେ ଶୁକ୍ରବାର ରାତିରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ମିଳିଥିବା...

ସବୁ ଭାରତୀୟଙ୍କର କଶ୍ମୀର ଉପରେ ଅଧିକାର ରହିଛି: କମାଲ ଆର ଖାନ

ଶ୍ରୀନଗର,୫।୮: ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗିରହିଛି। ଗୋଟିଏ ପଟେ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀ ରଖାଯାଇଥିବା...

୨୦୧୯ରେ ୩୬୫ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ହୋଇଛି: ସୋଲିସିଟର ଜେନେରାଲ

ନୂଆଦିଲ୍ଲୀ,୨୧।୧୧: ଜମ୍ମୁ-କଶ୍ମୀର ଲକ୍‌ଡ଼ାଉନ୍‌ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଜାରି ରହିଛି। ଏସମ୍ପର୍କରେ ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଯେ, ୨୦୧୯ରେ ଜମ୍ମୁ-କଶ୍ମୀରରେ ୩୬୫ ଆତଙ୍କବାଦୀଙ୍କ...

ଲକ୍‌ଡାଉନ୍‌କୁ ଭୟ ନାହିଁ, ଦେଶରେ ମହଜୁଦ୍‌ ରହିଛି ଖାଦ୍ୟ-ଔଷଧ-ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ: ଅମିତ ଶାହା

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ...

ଦିଲ୍ଲୀ, ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ମାତ୍ରା ଅନୁଧ୍ୟାନ କଲା ପିଏମ୍‌ଓ: ଟାସ୍କଫୋର୍ସ ବୈଠକରେ ସମୀକ୍ଷା କଲେ ପି. କେ. ମିଶ୍ର

ନୂଆଦିଲୀ, ୨୬।୧୦(ପିଆଇବି): ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ମାତ୍ରା ଅନୁଧ୍ୟାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ...

ଦିଲ୍ଲୀରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ନୂଆଦିଲ୍ଲୀ,୨୪ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀର ଜାଫ୍‌ରାବାଦ ନିକଟରେ ରବିବାର ନାଗରିକତ୍ୱ ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ମୌଜପୁରରେ ପରସ୍ପରକୁ ଢେଲାମାଡ଼...

‘ହୁନର ହାଟ’ରେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୨: ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ତାଙ୍କ ପତ୍ନୀ ଉଷାମ୍ମା ଦେବୀଙ୍କ ସହ ଗୁରୁବାର ଇଣ୍ଡିଆ ଗେଟରେ ଆୟୋଜିତ ହୋଇଥିବା ହସ୍ତଶିଳ୍ପ ମେଳା ‘ହୁନର...

ବିହାର ଅଂଶୁଘାତରେ ତିନି ଦିନରେ ଗଲାଣି ୨୪୬ ଜୀବନ: ସଂସ୍କାର ପାଇଁ କାଠ ଅଭାବ

ପାଟଣା, ୧୮।୬: ବିହାରରେ ପ୍ରଚଣ୍ଡ ରୌନ୍ଦ୍ରତାପ ଯୋଗୁ ଜନଜୀବନ ଦୁର୍ବିସହ ହୋଇପଡିଛି। ସେଠାରେ ଅଂଶ୍‌ୁଘାତରେ ଗତ ୩ ଦିନ ମଧ୍ୟରେ ୨୪୬ଜଣଙ୍କ ଜୀବନ ଗଲାଣି। ପରିସ୍ଥିତି...

Leave a comment

Your email address will not be published. Required fields are marked *