୧୫ ବର୍ଷର କ୍ୟାରିୟର ଭିତରେ ପ୍ରଥମ ଥର ମହାନାୟକଙ୍କ ସହ କାମ କରିବେ ଇମ୍ରାନ୍‌: ଆସିଲା ଫାଷ୍ଟ ଲୁକ୍‌

ମୁମ୍ବାଇ: କିସିଂ ବୟ ଇମ୍ରାନ ହାସ୍‌ମି ପ୍ରଥମ ଥର ଲାଗି ନିଜ କ୍ୟାରିୟରରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସହ କାମ କରିବାକୁ ଯାଉଛନ୍ତି। ଫିଲ୍ମ ‘ଚେହରେ’ରେ ସେ ଅମିତାଙ୍କ ସହ କାମ କରିବେ। କିସିଂ ବୟ କିଛି ବର୍ଷ ହେବ ହାତ ବାନ୍ଧି ବସିଥିବା ବେଳେ ଏବେ ପୁଣି ଥରେ ପରଦାକୁ ଫେରିବାକୁ ଯୋଜନା କରିଛନ୍ତି। ତେବେ ‘ଚେହରେ’ରେ ଅମିତାଭ ଏକ ରିଟାୟାର୍ଡ ଆଇନଜୀବି ଭୂମିକାରେ କାମ କରୁଥିବା ବେଳେ ଇମ୍ରାନ ଏକ ବ୍ୟବସାୟୀ ଭୂମିକାରେ ନଜର ଆସିବେ। ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଇମ୍ରାନଙ୍କ ଫାଷ୍ଟ ଲୁକ୍‌କୁ ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି। ଏହି ସସ୍‌ ଫେନ୍ସ ମିଷ୍ଟ୍ରି ଥ୍ରିଲର ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ନିର୍ମାତା ନିର୍ଦ୍ଦେଶକ ଆଶା ରଖିଛନ୍ତି। ଆସନ୍ତା ବର୍ଷ ଫେବୃୟାରୀରେ ଏହା ରିଲିଜ୍‌ ହେବାର ଯୋଜନା ରହିଛି।


All Right Reserved By Dharitri.Com

ଅମିତାଭ ବଚ୍ଚନଙ୍କୁ ନେଇ ଏମିତି ସ୍ବପ୍ନ ଦେଖିଥିଲେ ସ୍ମିତା ପାଟିଲ୍‌, ଯାହା ଗୋଟିଏ ଦିନ ପରେ ହୋଇଥିଲା ସତ

ବଲିଉଡ୍‌ ସବୁଠୁ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଆଜି ଶୁଭ ଜନ୍ମଦିନ। ନିଜ ଦମଦାର ଅଭିନୟ ପାଇଁଁ ହିନ୍ଦୀ ସିନେମା ଜଗତରେ ପରିଚିତ ଥିବା ସ୍ମିତାଙ୍କ...

ଜୟଲଳିଥାଙ୍କ ବାୟୋପିକ ପାଇଁ ବହୁ କଷ୍ଟ କରୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ୍‌ କୁଇନ କଙ୍ଗନା ରନାଓ୍ବତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ବାୟୋପିକ ‘ଥଲାଭି’ରେ ନଜର ଆସିବେ। ଜୟଲଳିଥାଙ୍କ ଭଳି...

ଆଲିଆ-ରଣବୀର କପୁରଙ୍କ ଫେକ୍‌ ବିବାହ କାର୍ଡ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୨୨।୧୦: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫେକ୍‌ ବିବାହ କାର୍ଡ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାର୍ଡରେ ବିବାହ ୨୦୨୦...

ପନିପରିବା ଓ ଫଳ ଖାଏ: ପାର୍କରେ ଘଣ୍ଟାଏ ଓ୍ବାକ୍‌ କରେ

ଅଭିନେତା ଭଗବାନ ବେହେରା ଯିଏକି ଓଲିଉଡ଼, ଥିଏଟର ଓ ଟେଲିଭିଜନ ଜଗତର ଜଣେ ଜଣାଶୁଣା ନାମ। ନିଜର ଦକ୍ଷ ଅଭିନୟ ଜରିଆରେ ସେ ଲକ୍ଷ ଲକ୍ଷ...

ହ୍ରିତିକ୍‌- ଜନ୍‌ଙ୍କ ପରେ ଏବେ ଫରହାନ୍‌ଙ୍କ ସହ କାମ କରିବେ ମୃଣାଳ

ମୁମ୍ବାଇ: ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଏବେ ହାତୀ ସୁନା କଳସ ଢାଳିବା ପରି ଅବସ୍ଥା। ଚଳିତ ବର୍ଷ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ବଡ଼...

ସଲମାନ ସାର୍‌ଙ୍କ ସହ କାମ କରିବେନି ଦିଶା!

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଏବେ ସବୁଠି ଲାଗିଛି ଚର୍ଚ୍ଚା। ଏଥିରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜର...

ବିରାଟଙ୍କ ଏହି ଗୁଣ ମୋତେ ଆଶ୍ଚର୍ଯ୍ୟ କରିଛି: ଅନୁଷ୍କା

ଆଇସିସି ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ଖୁବ୍‌ ଆଲୋଚନା ଚାଲିଛି। ସାଥୀ ଖେଳାଳି ରୋହିତ ଶର୍ମାଙ୍କ...

ଅମିତାଭଙ୍କ ଦୀପାବଳି ପାର୍ଟି : ସାମିଲ ହୋଇଥିଲେ ଏହିସବୁ ଅଭିନେତ୍ରୀ, ଅଭିନେତା

ମୁମ୍ବାଇରେ ବିଗ୍‌ ବି ଅମିତାଭ ବଚ୍ଚନ ଦୀପାବଳି ଅବସରରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର କିଛି ନାମୀଦାମୀ ଅଭିନେତ୍ରୀ, ଅଭିନେତାଙ୍କ ସହ ଜଣାଶୁଣା...

Leave a comment

Your email address will not be published. Required fields are marked *