Posted inଜାତୀୟ

ମୁଜାଫରପୁର ହସ୍ପିଟାଲ ପଛରେ ମିଳିଲା ମାନବ କଙ୍କାଳ

ପାଟନା,୨୨।୬: ବିହାର ମୁଜାଫରପୁରରେ ଥିବା ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ମସ୍ତିଷ୍କ ଜ୍ୱରରେ ଶହ ଶହ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏହି ହସ୍ପିଟାଲ ପଛପଟେ ମାନବ କଙ୍କାଳ ମିଳିବା ଆଲୋଚନାର ବିଷୟ ପାଲଟିଛି। ତେବେ ଅପରିଚିତ ବ୍ୟକ୍ତିଙ୍କ ମୃତ ଶରୀରକୁ ପୋଷ୍ଟମର୍ଟମ ପରେ ସଂସ୍କାର କରା ନ ଯାଇ ହସ୍ପିଟାଲ ପଛପଟେ ଫୋପାଡି ଦିଆଯାଇଥିବା ଅନୁମାନ କରାଯାଉଛି। ତେବେ ପ୍ରଶାସନ ଏକ ସ୍ବତନ୍ତ୍ର କମିଟି ଗଠନ କରି ମାମଲାର ଯାଞ୍ଚ କରିବାକୁ ସ୍ଥିର କରିଛି। ସୂଚନାଯୋଗ୍ୟ, ଅଢେଇ ବର୍ଷ ପୂର୍ବେ ଏହି ହସ୍ପିଟାଲ ପରିସରରେ ମାନବ କଙ୍କାଳ ମିଳିଥିଲା।


All Right Reserved By Dharitri.Com

ରାଜସ୍ଥାନରେ ବସ୍‌-ଜିପ୍‌ ମୁହାଁମୁହିଁ: ୧୩ ମୃତ

ଯୋଧପୁର,୨୭।୯: ରାଜସ୍ଥାନ ଯୋଧପୁରର ବାଲେସର ଗଁ। ନିକଟରେ ଶୁକ୍ରବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓ ଜିପ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ...

ସ୍ବପ୍ନ ପୂରଣ କଲେ ଶିକ୍ଷକ: ଅବସର ଗ୍ରହଣ ପରେ ହେଲିକପ୍ଟରରେ ଗାଁକୁ ଫେରିଲେ

ଅଲଓ୍ବର,୧।୯: ରାଜସ୍ଥାନ ଅଲଓ୍ବରର ରମେଶ ଚାନ୍ଦ ମିନା ନାମକ ଜଣେ ଶିକ୍ଷକ ତାଙ୍କ ସ୍ବପ୍ନ ପୂରଣ କରିବା ଲାଗି ହେଲିକପ୍ଟରରେ ଯାତ୍ରା କରିଛନ୍ତି। କଥା ହେଲା...

ଚନ୍ଦ୍ରାୟନ-୨: ଉତ୍‌କ୍ଷେପଣ ୪ ଦିନ ମଧ୍ୟରେ ନ ହେଲେ ୩ ମାସ ପରେ ହେବ

ଶ୍ରୀହରିକୋଟା,୧୫।୭: ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ଶେଷ ମୁହୂର୍ତ୍ତରେ ଅଟକି ଯାଇଛି। ଆଗାମୀ ୪ ଦିନ ମଧ୍ୟରେ ଏହାର ଉତ୍‌ କ୍ଷେପଣ କରା ନ ଗଲେ ଏହି କାର୍ଯ୍ୟକ୍ରମ...

‘ଫିଲ୍ମ ଶୁଟିଂ କରୁଥିଲେ ମୋଦି’

ଚଣ୍ଡିଗଡ଼, ୧୫।୨: ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ସିଆର୍‌ପିଏଫ୍‌ ଯବାନଙ୍କ ବଳିଦାନକୁ ଆମେ ସାଲ୍ୟୁଟ୍‌ କରୁଛୁ। ଆକ୍ରମଣର ବର୍ଷେ ପରେ ବି ଅନେକ ପ୍ରଶ୍ନ ଅନୁତ୍ତରିତ...

କ୍ଷମତା ଭାଗ ଲାଗି ଉଦ୍ଧବଙ୍କ ଚାପ

ମୁମ୍ବାଇ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲାବେଳେ ସରକାର ଗଠନ ନେଇ ମୂଲଚାଲ ଆରମ୍ଭ ହୋଇଯାଇଛି। ୫୦-୫୦ ସୂତ୍ରରେ କ୍ଷମତା ଭାଗ ଉପରେ ଶିବସେନା...

ଗୋଟିଏ ଦିନରେ ବଜ୍ରପାତରେ ଗଲା ୩୨ ଜଣଙ୍କ ଜୀବନ

ପାଟନା, ୨୪।୭: ବିହାରରେ ଗୋଟିଏ ଦିନରେ ବଜ୍ରପାତରେ ୩୨ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୩୨ଜଣ ଆହତ ହୋଇଛନ୍ତି। ବଜ୍ରପାତରେ ଜାମୁଇରେ ୮, ଔରଙ୍ଗାବାଦରେ ୭, ବାଙ୍କାରେ ୫,...

କର୍ନାଟକର ପୂର୍ବତନ ମନ୍ତ୍ରୀ ବୈଜନାଥଙ୍କ ପରଲୋକ

ବେଙ୍ଗାଲୁରୁ,୨।୧୧: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ସମାଜସେବୀ ବୈଜନାଥ ପାଟିଲଙ୍କର ଶନିବାର ୮୨ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ବିଭିନ୍ନ କାରଣରୁ କେତେକଙ୍କ କ୍ଷେତ୍ରରେ ରକ୍ତଚାପ ଦେଖାଯାଇଥାଏ। ଆୟୁର୍ବେଦରେ ରକ୍ତଚାପରୁ ଦୂରେଇ ରହିବା ପାଇଁ ଅନେକ ସହଜ ଘରୋଇ ଉପଚାର ସମ୍ପର୍କରେ...

Leave a comment

Your email address will not be published. Required fields are marked *