ଦେଢ ବର୍ଷ ବୟସରେ ଯୋଗ କଲେ ତୈମୁରଙ୍କ ଭଉଣୀ

ମୁମ୍ବାଇ: ଷ୍ଟାର୍‌ କିଡ୍‌ଙ୍କର କ୍ରେଜ୍‌ ଟିକେ ଅଲଗା। ବିଶେଷ କରି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏମାନଙ୍କ ଫଟୋ ଦେଖିବାକୁ ପ୍ରାୟ ସମସ୍ତଙ୍କର ଆଗ୍ରହ ଥାଏ। ଅନ୍ତର୍ଜାତୀୟ ଯୋଗ ଦିବସରେ ଏମିତି ଜଣେ ଷ୍ଟାର୍‌ କିଡ୍‌ଙ୍କ ଫଟୋ ଏବେ ଭାଇରାଲ ହୋଇଛି। ସେ ହେଉଛନ୍ତି ଚର୍ଚ୍ଚିତ ଷ୍ଟାର୍‌ କିଡ୍‌ ତୈମୁର ଅଲ୍ଲି ଖାଁଙ୍କ ଭଉଣୀ ଇନାୟା ନୈମି ଖେମୁ। ସୋହା ଅଲି ଖାଁ ଓ କୁନାଲ ଖେମୁଙ୍କ ଏହି ଲାଡ୍‌ଲି ଅନ୍ତର୍ଜାତୀୟ ଯୋଗ ଦିବସରେ ତାଙ୍କ ଦାଦିଙ୍କ ସହ ଯୋଗ କରୁଥିବାର ଏକ ଫଟୋ ଭାଇରାଲ ହୋଇଛି। ଏଥିରେ ଇନାୟା ଖୁବ୍‌ କ୍ୟୁଟ ବି ଲାଗୁଛନ୍ତି। ଆଉ ତାଙ୍କର ଏହି ଫିଟ୍‌ନେସ୍‌କୁ ଦେଖି ବହୁ କମେଣ୍ଟ ମଧ୍ୟ ଆସିଛି।


All Right Reserved By Dharitri.Com

ଆରାଧ୍ୟା ଏବଂ ଐଶ୍ୱର୍ଯ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଶନିବାର ଅଭି-ଐଶ୍‌ଙ୍କ ବିବାହବାର୍ଷିକୀ ଥିଲା। ତେଣୁ ଏହିଦିନ ଦୁହେଁ ଦୁହିଁଙ୍କୁ ସ୍ପେଶାଲ...

ଲାକ୍ମୀ ଫ୍ୟାଶନ ଉଇକ୍‌ରେ ମଲାଇକାଙ୍କ କ୍ରେଜ୍‌

ବମ୍ବେ: ଚଳିତ ବର୍ଷର ଲାକ୍ମୀ ଫ୍ୟାଶନ ଉଇକ୍‌ରେ ବଲିଉଡ୍‌ ଡିଭାଙ୍କ ଜଲଓ୍ବା ଦେଖିବାକୁ ମିଳୁଛି। ଏହାର ତୃତୀୟ ଦିନ ଗୁରୁବାରରେ ମଲାଇକା ଅରୋରା ର଼୍ୟାମ୍ପ ଓ୍ବାକ୍‌...

୭୦୦ ପରିବାରଙ୍କ ଦାୟିତ୍ୱ ନେଲେ ଅଜୟ ଦେବଗନ

କରୋନା ମୁକାବିଲାରେ ବଲିଉଡର ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ଅଭିନେତା ଅଜୟ ଦେବଗନ। ପୂର୍ବରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିର...

ମୁହଁ ଲୁଚାଇ ସାରାଙ୍କ ହାତ ଧରି ବୁଲୁଛନ୍ତି କାର୍ତ୍ତିକ, ଫଟୋ ଭାଇରାଲ

ମୁମ୍ବାଇ: ସୈଫ ଲଳନା ସାରା ଅଲ୍ଲି ଖାନ୍‌ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକ ଆର୍ୟନଙ୍କୁ ନେଇ ନିଜର ମନକଥା କହିବା ଦିନଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି।...

ଖାଦ୍ୟରେ କରିନାଙ୍କ ପସନ୍ଦ ‘ଖେଚୁଡ଼ି’, ତଥାପି ବି ସେ ଫିଟ୍‌

ମୁମ୍ବାଇ: ବଲିଉଡ୍‌ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇଲେଣି କରିନା କପୁର ଖାନ୍‌। ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବା ପରେ ବ୍ୟକ୍ତିଗତ ଜୀବନକୁ...

କେବିସି ୧୧: ବିଗ୍‌ ବିଙ୍କୁ ସ୍ବାମୀଙ୍କ ନାଁରେ ଅଭିଯୋଗର ଲିଷ୍ଟ ଧରାଇଲେ ପ୍ରତିଯୋଗୀ

କୌନ୍‌ ବନେଗା କରୋଡ଼ପତି(କେବିସି)ରେ ବେଳେବେଳେ ଏମିତି କିଛି ପ୍ରତିଯୋଗୀ ଆସିଥାନ୍ତି, ଯେଉଁମାନେ ଖେଳ ସାଙ୍ଗକୁ ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରିଥାନ୍ତି। ଏଥର ସେମିତି ଜଣେ ପ୍ରତିଯୋଗୀ...

ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ନାୟିକା ନାୟକଙ୍କ ପ୍ରେମ କାହାଣୀ ସବୁବେଳେ ଥାଏ ଚର୍ଚ୍ଚାରେ। ପୁଣି ବ୍ରେକ୍‌ଅପ୍‌ ବି କିଛି କମ୍‌ ଚର୍ଚ୍ଚିତ ବିଷୟ ବସ୍ତୁ ନୁହେଁ ବଲିଉଡ୍‌୍‌...

ରୀନାଙ୍କୁ ଏଥର ନେଗେଟିଭ୍‌

ନା ସେ ଗଁ। ରେ ଡ୍ରାମା କରିଥିଲେ। ନା ତାଙ୍କର ଅଭିନୟର କୌଣସି ଅଭିଜ୍ଞତା ଥିଲା। ସେ କେବଳ ଭଲ ପାଉଥିଲେ ଯାତ୍ରାକୁ। ଯାତ୍ରା ପ୍ରତି...

Leave a comment

Your email address will not be published. Required fields are marked *