Posted inଜାତୀୟ

ମନମୋହନ ସିଂଙ୍କ କାର୍ଯ୍ୟକାଳ ସରିଲା: ରାଜ୍ୟ ସଭା ଅଧ୍ୟକ୍ଷ କହିଲେ, ଆମେ ଆପଣଙ୍କୁ ମିସ୍‌ କରିବୁ

ନୂଆଦିଲ୍ଲୀ, ୨୧।୬: ୟୁପିଏ ସରକାରରେ ଦୁଇଦୁଇଥର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କର ରାଜ୍ୟ ସଭା କାର୍ଯ୍ୟକାଳ ସମାପ୍ତ ହୋଇଛି। ଶୁକ୍ରବାର ରାଜ୍ୟ ସଭା ଆରମ୍ଭ ହେବା ପରେ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ମନମୋହନଙ୍କ ପ୍ରଶଂସା କରି ସଂସଦରେ ଯୋଗଦାନ ପାଇଁ ଧନ୍ୟବାଦ ଦେଇଥିଲେ। ଏହାସହ ଆପଣଙ୍କ ଭଳି ନେତାଙ୍କୁ ଆମେ ଗୃହରେ ମିସ୍‌ କରିବୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମନମୋହନଙ୍କ କାର୍ଯ୍ୟକାଳ ଜୁନ୍‌ ୧୪ରେ ଶେଷ ହୋଇଛି। ୨୦୧୩ ମସିହା ଜୁନ ୧୫ ତାରିଖରେ ସେ ଆସାମରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଆସାମରୁ ସେ ଲଗାତର ପାଞ୍ଚଥର ରାଜ୍ୟ ସଭାକୁ ମନୋନୀତ ହୋଇଥିଲେ। ଆଗକୁ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ ମନମୋହନଙ୍କୁ ଦଳର ସଂଖ୍ୟାଗରିଷ୍ଠତା ଥିବା ରାଜ୍ୟରୁ ପ୍ରାର୍ଥୀ କରାଯିବ ବୋଲି କଂଗ୍ରେସ କହିଛି।


All Right Reserved By

କମଲନାଥଙ୍କୁ ଦଳବଦଳ ଭୟ

ଭୋପାଳ,୨୯ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ କେବଳ କେନ୍ଦ୍ରୀୟ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିନାହିଁ, ବରଂ ଏହାର ପ୍ରଭାବ ରାଜ୍ୟ ସ୍ତରରେ ମଧ୍ୟ...

କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛି: କୁମାରସ୍ବାମୀ

ବେଙ୍ଗାଲୁରୁ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ କହିଛନ୍ତି ସେ ତାଙ୍କ ମେଣ୍ଟ ସରକାରରେ ୧୪ ମାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛନ୍ତି।...

୪୩ ବର୍ଷ ପରେ ମେ ମାସରେ ବାତ୍ୟା: ୫ ରାଜ୍ୟର ୯୦ ଜିଲା ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ,୨।୫: ମାଡ଼ିଆସୁଛି ବାତ୍ୟା ଫନୀ। ଦୀର୍ଘ ୪୩ ବର୍ଷ ପରେ ପୁଣି ମେ ମାସରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏଭଳି ଏକ ବାତ୍ୟା। ଏହାଦ୍ୱାରା...

ଭାଜପା ବିଧାୟକଙ୍କ ବିବାଦୀୟ ବୟାନ: ୫୦ ମହିଳାଙ୍କୁ ରଖିଲେ ଜନ୍ମନେବେ ୧୦୫୦ ଶିଶୁ

ବଲିଆ,୧୫।୭: ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବଲିଆର ଭାଜପା ବିଧାୟକ ସୁରେନ୍ଦ୍ର ସିଂହ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ଏଥର ସେ...

ବିରୋଧୀ ଏକତାକୁ ଝଟକା

ନୂଆଦିଲ୍ଲୀ,୨୪-୫- :ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିଥିଲା। ନିର୍ବାଚନ ପୂର୍ବରୁ ବିଭିନ୍ନ ମଞ୍ଚରେ କଂଗ୍ରେସ ସମେତ...

ପୂର୍ବତନ ଫୁଟବଲରଙ୍କ ମରଶରୀରକୁ ନେବାକୁ ୨ ପତ୍ନୀଙ୍କ ମଧ୍ୟରେ ଲାଗିଲା ଝଗଡ଼ା

ନୂଆଦିଲ୍ଲୀ,୨।୫: ଭାରତର ପୂର୍ବତନ ଫୁଟବଲର ପି. କନ୍ନନଙ୍କ ମୃତ୍ୟୁ ପରେ ମୃତ ଶରୀରକୁ ନେବାକୁ ତାଙ୍କ ପୂର୍ବତନ ପତ୍ନୀ ଓ ଏବେକାର ପତ୍ନୀଙ୍କ ମଧ୍ୟରେ ବିବାଦ...

କେରଳରେ ବନ୍ୟା,: ୧୪ ମୃତ, ଅଗଷ୍ଟ ୧୧ ପର୍ଯ୍ୟନ୍ତ ବିମାନସେବା ବନ୍ଦ

ଥିରୁଭାନନ୍ତପୁରମ୍‌, ୯।୮: କେରଳରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏର୍ନାକୁଲମ, ତ୍ରିଶୁର, ପଠାନମଥିଟ୍ଟା, ମଲ୍ଲପୁରମ ଆଦି ଜିଲାରେ ବନ୍ୟା ପରିସ୍ଥିତି ଭୟଙ୍କର...

ଏନ୍‌ଡିଏକୁ ବହୁମତ

ନୂଆଦିଲ୍ଲୀ,୨୦।୫(ଆଇଏଏନ୍‌ଏସ୍‌): ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଏହି କ୍ଷମତାସୀନ ମେଣ୍ଟକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *