ଲଣ୍ଡନରେ ତୈମୁରଙ୍କୁ ୧୨ଘଣ୍ଟା ପାଇଁ ଛାଡି ମୁମ୍ବାଇ କାହିଁକି ଆସିଲେ କରୀନା

ମୁମ୍ବାଇ: ବଲିଉଡ୍‌ ବେବୋ ଏବେ ନିଜ ପରିବାରଙ୍କ ସହ ୟୁରୋପରେ ହଲିଡେ କଟାଉଛନ୍ତି। କରୀନା କପୁର, ସୈଫ ଅଲ୍ଲୀ ଖାଁ, ତୈମୁରଙ୍କ ସମେତ କରିସ୍ମା ଓ ତାଙ୍କର ୨ପିଲାଙ୍କ ସହ ଛୁଟି କଟାଉଥିବା ଫଟୋରେ ଦେଖିବାକୁ ମିଳିଛି। ହେଲେ ଏହାରି ଭିତରେ ଗୁରୁବାର ମୁମ୍ବାଇ ଏୟାରପୋର୍ଟରେ କରୀନାଙ୍କୁ ସ୍ପଟ କରାଯାଇଛି। ସ୍ପଟ ସମୟରେ କରୀନାଙ୍କ ସହ ପରିବାରର ଅନ୍ୟ କୌଣସି ସଦସ୍ୟ ନ ଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, କରୀନା ନିଜର ରିଆଲିଟି ଶୋ’ ‘ଡାନ୍ସ ଇଣ୍ଡିଆ ଡାନ୍ସ’ର ଶୁଟିଂ ପାଇଁ ମୁମ୍ବାଇକୁ ଆସିଛନ୍ତି। ମାତ୍ର ୧୨ ଘଣ୍ଟା ପାଇଁ କରୀନା ମୁମ୍ବାଇକୁ ଫେରିଥିବା ବେଳେ ଏତେ କମ୍‌ ସମୟରେ ସେ ତୈମୁରଙ୍କୁ ସାଙ୍ଗରେ ଆଣି ନ ଥିବା ଚର୍ଚ୍ଚା ହେଉଛି। ପ୍ରଫେସ୍‌ନାଲ କମିଟ୍‌ମେଣ୍ଟ ପୁରା କରିବାରେ କରୀନା ପରଫେକ୍ଟ ରହିଥିବା ବେଳେ ନିଜ ଭେକେସନ୍‌ ଟାଇମ୍‌ରୁ ସମୟ କାଢ଼ି ସେ ୟୁରୋପରୁ ମୁମ୍ବାଇକୁ ଆସିଥିଲେ। ତେବେ ଗୁରୁବାର ଶୁଟିଂ ସାରି ରାତିରେ ପୁଣି ନିଜ ପରିବାର ପାଖକୁ କରୀନା ଲଣ୍ଡନ ଫେରିଯିବେ। ଏହି ଶୋ’ ଜରିଆରେ କରୀନା ପ୍ରଥମ ଥର ପାଇଁ ଟେଲିଭିଜନ୍‌ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଏଥିରେ ସେ ଜଜ୍‌ ଭାବେ ନଜର ଆସିବେ।


All Right Reserved By

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ,ଗୀତଗାଇବେ ରେଖା

ମୁମ୍ବାଇ: ଟେଲିଭିଜନ ପରଦାରେ ରୂପେଲି ପରଦାର ନାୟକ ନାୟିକାଙ୍କୁ ଦେଖିଲେ ଦର୍ଶକେ ଅଧିକ ଖୁସି ହୁଅନ୍ତି। ତେବେ ଏଥର ଛୋଟ ପରଦାର ରିୟଲିଟି ଶୋ’ ‘ରାଇଜିଂ...

ଅଭିନେତ୍ରୀ ଅମୃତାଙ୍କ ସହ ଥିଲା ରବି ଶାସ୍ତ୍ରୀଙ୍କ ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀଙ୍କ ସହ କ୍ରିକେଟ୍‌ ଖେଳାଳୀଙ୍କ ସମ୍ପର୍କ କିଛି ନୂଆ କଥା ନୁହେଁ। ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳୀ ଅଭିନେତ୍ରୀଙ୍କୁ ପ୍ରେମ କରି...

ମାଆଙ୍କ ଅବିକଳ ହେଉଛନ୍ତି ବଲିଉଡ୍‌ର ଏହିସବୁ ଅଭିନେତ୍ରୀ

କୁହାଯାଏ, ଝିଅଟିଏ ଅଧିକାଂଶ ଗୁଣ ମାଆଙ୍କର ଆଣିଥାଏ। ଯଦି ଲୁକ୍‌ କଥା କହିବା ତେବେ ମାଆଙ୍କ ସହ ଝିଅମାନଙ୍କ ଲୁକ୍‌ ବିଲ୍‌କୁଲ ମେଳ ଖାଇଥାଏ। ଏହାର...

ସେଟ୍‌ରେ କାନ୍ଦିଲେ ଦୀପିକା ମଝିରେ ବନ୍ଦ କରିବାକୁ ପଡ଼ିଲା ଶୁଟିଂ

ମୁମ୍ବାଇ,୩୦।୫: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜର ଅପ୍‌ କମିଂ ଫିଲ୍ମ ଛପାକରେ ବ୍ୟସ୍ତ ଅଛନ୍ତି। ସିମ୍ବା ଷ୍ଟାର ରଣବୀର ସିଂହଙ୍କ ସହ ବିବାହ...

‘୮୩’ରେ ଦୀପିକା ପାଦୁକୋନ

ମୁମ୍ବାଇ : ଚଳଚ୍ଚିତ୍ର ‘୮୩’ରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନିଆଯାଇଛି। କ୍ରୀଡ଼ାଭିତ୍ତିକ ଏହି ଚଳଚ୍ଚିତ୍ରରେ ସେ ସ୍ବାମୀ ରଣବୀର ସିଂଙ୍କ ସହ ଅଭିନୟ କରିବେ।...

ହ୍ରିତିକ ଭର୍ସେସ ଟାଇଗର: ରିଲିଜ୍‌ ହେଲା ଫିଲ୍ମ ‘ଓ୍ବାର’ର ଟିଜର

ମୁମ୍ବାଇ: ଲମ୍ବା ସମୟରୁ ସିଲଭର ସ୍କ୍ରିନରେ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କୁ ଏକାଠି ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଥିବା ବେଳେ...

ଆରାଧ୍ୟା ଏବଂ ଐଶ୍ୱର୍ଯ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଶନିବାର ଅଭି-ଐଶ୍‌ଙ୍କ ବିବାହବାର୍ଷିକୀ ଥିଲା। ତେଣୁ ଏହିଦିନ ଦୁହେଁ ଦୁହିଁଙ୍କୁ ସ୍ପେଶାଲ...

ରିଟର୍ଣ୍ଣ ଅଫ୍‌ ରାଇମୋହନ

ଚଳଚ୍ଚିତ୍ର ତଥା ଯାତ୍ରା ଜଗତରେ ଏକ ଅତି ପରିଚିତ ନଁା ରାଇମୋହନ। ସେ ଯେତେବେଳେ ଯାହା କରନ୍ତି ତାହା ହୁଏ ନିଆରା। ତାଙ୍କ ଅଭିନୟ ହେଉ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *