Posted inଜାତୀୟ

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ମୋବାଇଲ୍‌ ଦେଖୁଥିଲେ ରାହୁଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୦।୬: ଲୋକ ସଭାର ମିଳିତ ବୈଠକର ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି। ଭିଡ଼ିଓରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଗ ଧାଡ଼ିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ କିଛି ଦୂରରେ ବସି ମୋବାଇଲ୍‌ ଦେଖୁଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣର ପ୍ରଥମ ୨୪ ମିନିଟ୍‌ ରାହୁଲ ମୋବାଇଲ୍‌ରେ ବ୍ୟସ୍ତ ରହିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହାପରେ ରାହୁଲ ୨୦ ମିନିଟ୍‌ ମା’ ସୋନିଆ ଗାନ୍ଧୀଙ୍କ ସହିତ କଥାବାର୍ତ୍ତାରେ ବ୍ୟସ୍ତ ରହିଥିଲେ। ଏବେ ଏହି ଭିଡ଼ିଓ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


All Right Reserved By Dharitri.Com

ବୟସ୍କଙ୍କ ସେବା ନ କଲେ ବୋହୂ-ଜ୍ୱାଇଁ, ସାବତ ଝିଅ-ପୁଅଙ୍କୁ ବି ମିଳିବ ଦଣ୍ଡ: ମୋଦି ସରକାରଙ୍କ ନୂଆ ନିୟମ !

ନୂଆଦିଲ୍ଲୀ,୫।୧୨: ପୂର୍ବରୁ ମାତା-ପିତାଙ୍କ ସେବା କରୁ ନ ଥିବା ଝିଅ ପୁଅଙ୍କ ଉପରେ ଦଣ୍ଡାଦେଶର ବ୍ୟବସ୍ଥା ଥିଲା। ତେବେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର...

‘ପିଓକେ’ରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୪ା୮(ପି.ଟି.): ଭାରୀତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ପାଖାପାଖି ୩୦ କିମି ଭିତରେ ପ୍ରବେଶ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଛି। ସେନାର ଏହି...

ଚା’ ଦୋକାନ ପାଲଟିଛି ଲେଖକଙ୍କ ଆଲୋଚନା ସ୍ଥଳି

ଥିରୁଭାନନ୍ତପୁରମ୍‌: ସାଧାରଣତଃ କୌଣସି ବହିକୁ ନେଇ ଚର୍ଚ୍ଚା ହେଉ ଅବା ଲେଖକଙ୍କ ସମ୍ମିଳନୀ ଏହିସବୁ ବହି ଦୋକାନରେ କି କୌଣସି ଅନୁଷ୍ଠାନ ବା ଅଡିଟୋରିୟମରେ ହୋଇଥାଏ।...

ଜମ୍ମୁ-କଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ ସଫଳତା

ଶ୍ରୀନଗର,୨୬।୧: ଅଓ୍ବନ୍ତିପୋରାରେ ଶନିବାର ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଏଥିରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆତଙ୍କବାଦୀ...

ଯାନ୍ତ୍ରିକ ତ୍ରୁଟି: ରନ୍‌ଓ୍ବେରୁ ଫେରିଲା ନୀତୀନ ଗଡ଼କରୀଙ୍କ ବିମାନ

ନାଗପୁର, ୧୩।୮: ମହାରାଷ୍ଟ୍ରର ନାଗପୁରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ରନ୍‌ଓ୍ବେ ଫେରାଇ ନିଆଯାଇଛି। ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ...

୪ ରାଜ୍ୟରେ ଜଳ ତାଣ୍ଡବ

ଥିରୁଭାନନ୍ଥପୁରମ୍‌/ବେଙ୍ଗାଲୁରୁ/ ମୁମ୍ବାଇ/ଡେରାଡୁନ,୧୦ା୮(ପି.ଟି.): ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର, କର୍ନାଟକ, ଗୁଜରାଟ ଓ କେରଳ ସମେତ ୭ଟି ରାଜ୍ୟରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। କେରଳରେ...

ଜାମିଆ ଛାତ୍ରଙ୍କୁ ‘ଯୁବ ବମ୍‌’ କହିଲେ ଉଦ୍ଧବ

ମୁମ୍ବାଇ,୧୭।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହେଇଛି। ଏବେ...

୮୦ ଘଣ୍ଟା ହେବ ବୋର୍‌ଓ୍ବେଲରେ ଫସିଥିବା ଶିଶୁର ଜନ୍ମଦିନରେ ବି ଉଦ୍ଧାର କାର୍ଯ୍ୟ ଜାରି

ଚଣ୍ଡିଗଡ଼,୧୦।୬: ପଞ୍ଜାବର ସୁନମଠାରେ ପାଖାପାଖି ୧୫୦ ଫୁଟ ଗଭିର ବୋରଓ୍ବେଲରେ ଫସି ରହିଥିବା ୨ ବର୍ଷର ଶିଶୁର ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ଜଣାପଡିଛି।...

Leave a comment

Your email address will not be published. Required fields are marked *