Posted inଜାତୀୟ

ରାହୁଲଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟୁଇଟ୍‌ କରି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ମୋଦି ରାହୁଲଙ୍କ ସୁସ୍ଥ ନିରାମୟ ତଥା ଦୀର୍ଘ ଜୀବନ କାମନା କରିଛନ୍ତି। ବୁଧବାର ରାହୁଲଙ୍କ ଜନ୍ମଦିନ ଅବସରରେ ଯୁବ କଂଗ୍ରେସ ପକ୍ଷରୁ ଦେଶସାରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାହୁଲ ଜନ୍ମଦିନ ଅବସରରେ ଦିନସାରା ଦଳୀୟ କାର୍ଯ୍ୟାଳୟରେ ରହି ବରିଷ୍ଠ ନେତା ଏବଂ କର୍ମୀଙ୍କ ସହିତ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି।


All Right Reserved By

ରଜନୀକାନ୍ତଙ୍କ ଡାହାଣ ତର୍ଜନୀରେ କାଳିଚିହ୍ନ

ଚେନ୍ନାଇ,୨୦ା୪ : ଅଭିନେତାରୁ ରାଜନେତା ସାଜିଥିବା ରଜନୀକାନ୍ତ ଗୁରୁବାର ଚେନ୍ନାଇର ଷ୍ଟେଲା ମାରିସ୍‌ କଲେଜକୁ ଭୋଟ ଦେବାକୁ ଯାଇଥିଲେ। ନିୟମ ଅନୁସାରେ ଭୋଟ ଦେବା ପୂର୍ବରୁ...

ପଶ୍ଚିମବଙ୍ଗ ନାମ ହେବନି ବାଂଲା: ଦାବିକୁ ମୋଦି ସରକାର କଲେ ଅଗ୍ରାହ୍ୟ

ନୂଆଦିଲ୍ଲୀ,୩।୭: ପଶ୍ଚିମବଙ୍ଗ ନାମକୁ ବାଂଲା କରିବା ପାଇଁ କରାଯାଇଥିବା ଦାବିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅଗ୍ରାହ୍ୟ କରିଛନ୍ତି। ବୁଧବାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ...

ନିଶ କାଟିଦେବାରୁ ବାରିକଙ୍କ ନାଁରେ ମାମଲା ରୁଜୁ କଲେ ଯୁବକ

ନାଗପୁର, ୨୨।୭: ମହାରାଷ୍ଟ୍ରର ନାଗପୁରରେ ଏକ ଅଜବ ଘଟଣା ଘଟିଛି। ବିନା ଅନୁମତିରେ ନିଶ କାଟିଦେବାରୁ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ଜଣେ...

ଅଧ୍ୟକ୍ଷ ପଦ ପାଇଁ ମନା କଲେ ଦିଗ୍‌ବିଜୟ

ଭୋପାଳ,୩୧।୮: କଂଗ୍ରେସରେ ଏବେ ଅଧ୍ୟକ୍ଷ ପଦକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ମଧ୍ୟପ୍ରଦେଶ କଂଗ୍ରେସରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଏବେ ମଧ୍ୟପ୍ରଦେଶ...

ରାହୁଲଙ୍କୁ ମିଳିଲା ଜାମିନ

ପାଟନା,୬।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଶନିବାର ଏକ ମାନହାନି ମାମଲାରେ ଜାମିନ ମିଳିଛି। ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ରାହୁଲଙ୍କ ନାଁରେ...

ରାହୁଲଙ୍କ ଟୁଇଟର ଫଲୋଅର୍ସଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିଲା: ଆମେଠି ଲୋକଙ୍କ ସହ ମନାଇବେ ଉତ୍ସବ

ନୂଆଦିଲ୍ଲୀ, ୧୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟର ଫଲୋଅର୍ସ ସଂଖ୍ୟା ୧ କୋଟି ଟପିଛିି। ଲୋକ ସଭା ନିର୍ବାଚନରେ ପରାସ୍ତ ହେବା ପରେ...

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼: ଭୂପେନ୍ଦ୍ରଙ୍କ ତୁଳନାରେ ନଡ୍ଡା ଆଗରେ

ନୂଆଦିଲ୍ଲୀ,୨।୬: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଇ ଦଳରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ ଭାର...

କ୍ୟାମେରାକୁ ସାବଧାନ

ବର୍ତ୍ତମାନ ଚୋରି, ଡକାୟତି ଭଳି ଅପରାଧ ବଢୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା, ଦୋକାନ, ବଜାର, ଛୋଟ ବଡ଼ କାର୍ଯ୍ୟାନୁଷ୍ଠାନ ଠାରୁ ଆରମ୍ଭ କରି ଘର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *