Posted inଜାତୀୟ

‘ବନ୍ଦେ ମାତରମ’କୁ ଇସ୍‌ଲାମ ବିରୋଧି କହିଲେ ସମାଜବାଦୀ ପାର୍ଟି ଏମ୍‌ପି

ନୂଆଦିଲ୍ଲୀ,୧୮।୬: ଲୋକ ସଭାରେ ମଙ୍ଗଳବାର ସମାଜବାଦୀ ପାର୍ଟି(ସପା) ଏମ୍‌ପି ଶପଥ ନେବା ପରେ ‘ବନ୍ଦେ ମାତରମ’କୁ ଇସଲାମ ବିରୋଧି କହିଥିଲେ। ଏହାପରେ ସଂସଦରେ ଉପସ୍ଥିତ ଥିବା ଭାଜପା ଏମ୍‌ପିମାନେ ‘ବନ୍ଦେ ମାତରମ’ ସ୍ଲୋଗନ୍‌ ଦେବା ଆରମ୍ଭ କରିଦେଇଥିଲେ। ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି ଏମ୍‌ପି ଶଫିକୁଲ ରହମାନ ବର୍କ ଶପଥ ନେବା ପରେ କହିଥିଲେ, ଯେପର୍ଯ୍ୟନ୍ତ ବନ୍ଦେ ମାତରମ ରହିଛି ତାହା ଇସଲାମ ବିରୋଧି। ତେଣୁ ଆମେ ଏହାକୁ ଅନୁସରଣ କରିପାରିବୁ ନାହିଁ। ଏହାପରେ ଆରମ୍ଭ ହୋଇଥିଲା ହୋହାଲ୍ଲା। ଭାଜପା ଏମ୍‌ପିମାନେ ସଂସଦରେ ଜୋର ଜୋରରେ ବନ୍ଦେ ମାତରମ ବୋଲି କହିଥିଲେ।


All Right Reserved By

୫ ମୁଖ୍ୟମନ୍ତ୍ରୀଙ୍କ ସହ ରୁଷ ପହଞ୍ଚିଲେ ଯୋଗୀ

ନୂଆଦିଲ୍ଲୀ,୧୧।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଶନିବାର ସନ୍ଧ୍ୟାରେ ସେ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କ...

ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ ଯୁବ କଂଗ୍ରେସକୁ ପ୍ରିୟଙ୍କାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୨।୬: ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୁବକର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା ତୃଣମୂଳସ୍ତରରେ ସଂଗଠନ ମଜବୁତ ହୋଇପାରିବ...

ବର୍ଷକୁ ୨ ହଜାର ଜୀବନ ନେଉଛି ବର୍ଷା

ନୂଆଦିଲ୍ଲୀ,୧ା୮ :୨୦୧୬ରୁ ବର୍ଷାଜନିତ ବିପର୍ଯ୍ୟୟ ବର୍ଷକୁ ୨ ହଜାର ଭାରତୀୟଙ୍କ ଜୀବନ ନେଉଛି। ମୃତକମାନଙ୍କ ମଧ୍ୟରୁ ୫୧% ହେଉଛନ୍ତି ବିହାର, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ...

ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ

ପାଟନା,୧୯।୫: ବିହାରର ଆର୍‌ଜେଡି ନେତା ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ରବିବାର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ ସେ ଭୋଟ...

ବଳାତ୍କାର ପୀଡ଼ିତା ନାବାଳିକାଙ୍କ ସହାୟତା କରନ୍ତୁ କେନ୍ଦ୍ର ସରକାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାର ବଳାତ୍କାର ପୀଡ଼ିତା ନାବାଳିକାଙ୍କ ସହାୟତା କରନ୍ତୁ ବୋଲି ସୁପ୍ରିମ୍‌କୋର୍ଟ ଗୁରୁବାର କହିଛନ୍ତି। ବାଳ ଯୌନ ଶୋଷଣ ମାମଲାର ବିଚାର କରି ସର୍ବୋଚ୍ଚ...

ଭିଡ଼ହିଂସାରୁ ବର୍ତ୍ତିବା ଲାଗି : ନାମ ବଦଳାଇବେ ମୁସଲ୍‌ମାନ ଅଧିକାରୀ

ଭୋପାଳ,୮ା୭: ଦେଶରେ ଭିଡ଼ହିଂସା ବଢିବାରେ ଲାଗିଛି। ଏଭଳି ହିଂସାକାଣ୍ଡରୁ ନିଜକୁ ରକ୍ଷାକରିବା ଲାଗି ମଧ୍ୟପ୍ରଦେଶର ଜଣେ ମୁସଲମାନ ସମ୍ପ୍ରଦାୟର ସରକାରୀ ଅଧିକାରୀ ନିଜ ନାମ ବଦଳାଇ...

ଘରୋଇ ସହାୟିକା-ସହାୟକଙ୍କ ପାଇଁ କେନ୍ଦ୍ର ସରକାର ଆଣିବେ ନୂଆ ଆଇନ: ମିଳିବ ଭବିଷ୍ୟ ନିଧି ସୁବିଧା

ନୂଆଦିଲ୍ଲୀ,୨୫।୬: ଘରୋଇ ସହାୟିକା-ସହାୟକଙ୍କ ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନୂଆ ଆଇନ ଆଣିବେ। ଏହାଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ଏନେଇ ଶ୍ରମ...

ମହାରାଷ୍ଟ୍ର କଂଗ୍ରେସକୁ ଝଟ୍‌କା: ବିଧାୟକ ପଦରୁ ଇସ୍ତଫା ଦେଲେ ରାଧାକୃଷ୍ଣ ପାଟିଲ

ମୁମ୍ବାଇ,୬।୪: ଲୋକ ସଭା ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସକୁ ପୁଣି ଥରେ ଲାଗିଛି ଏକ ବଡ ଝଟକା। ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *