Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବେ ନାହିଁ ମମତା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସବୁ ଦଳର ମୁଖ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ଏଥିପାଇଁ ସେ ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏକ ଚିଠିଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ, ୧୯ ତାରିଖରେ ମୋଦି ଯେଉଁ ସର୍ବଦଳୀୟ ବୈଠକ ଡାକିଛନ୍ତି ସେଥିରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଓ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମେତ ଆଉ କିଛି ମହତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବାର ଯୋଜନା ରହିଛି। ଏହାସହ ୨୦ ଜୁନ୍‌ରେ ମୋଦି ରାଜ୍ୟ ସଭା ଓ ଲୋକ ସଭା ଏମ୍‌ପିଙ୍କର ଏକ ବୈଠକ ମଧ୍ୟ ଡାକିଛନ୍ତି।


All Right Reserved By

ମାଲେଗାଁଓ ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ସାଧ୍ୱୀ ପ୍ରଜ୍ଞା

ପାଟନା. ୭।୬: ୨୦୦୮ ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ଭାଜପା ସାଂସଦ ଏମ୍‌ପି ପ୍ରଜ୍ଞା ସିଂହ ଠାକୁର ଶୁକ୍ରବାର ମୁମ୍ବାଇ କୋର୍ଟରେ ହାଜର ହୋଇଛନ୍ତି। ସାଧ୍ୱୀ...

କର୍ନାଟକରେ ଅପରେଶନ୍‌ ଲୋଟସ୍‌ ଶେଷ: ଏବେ ଲକ୍ଷ୍ୟ ମଧ୍ୟପ୍ରଦେଶ ଉପରେ !

ଭୋପାଳ,୨୪।୭: କର୍ନାଟକରେ ଭାଜପାର ଅପରେଶନ୍‌ ଲୋଟସ୍‌ ଶେଷ ହୋଇଛି। ଏଠାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ଏହାପରେ ଏବେ ଭାଜପା ମଧ୍ୟପ୍ରଦେଶ କଂଗ୍ରେସ ମେଣ୍ଟ...

ଅପରେଶନ୍‌ ଅଲ୍‌ଆଉଟ୍‌: ହିଟ୍‌ ଲିଷ୍ଟ୍‌ରେ ୧୦ ଆତଙ୍କବାଦୀ

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଇବା ପାଇଁ ନୂଆ ସରକାର ଆରମ୍ଭ କରିଛନ୍ତି ଯୋଜନା। ଏହି ମର୍ମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ...

ବିଦେଶ ଯିବା ପାଇଁ ଜେଟ୍‌ ଏୟାରଓ୍ବେଜର ସଂସ୍ଥାପକଙ୍କୁ ନେବାକୁ ପଡ଼ିବ ୧୮ କୋଟି ଟଙ୍କାର ଟିକେଟ

ନୂଆଦିଲ୍ଲୀ,୯।୭: ବଢିଛି ଜେଟ୍‌ ଏୟାରଓ୍ବେଜର ସଂସ୍ଥାପକ ନରେଶ ଗୋୟଲଙ୍କ ଅଡୁଆ। ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ତାଙ୍କୁ ବିଦେଶ ଯିବାକୁ ଅନୁମତି ଦେବାଲାଗି ମନା କରି ଦେଇଛନ୍ତି।...

ମହିଳା ପୋଲିସଙ୍କୁ ମାଡ଼ ଘଟଣା: ଗିରଫ ହେଲେ ଟିଆର୍‌ଏସ୍‌ ବିଧାୟକଙ୍କ ଭାଇ

ହାଇଦ୍ରାବାଦ,୧।୭: ତେଲେଙ୍ଗାନା ପୋଲିସ ଓ ବନ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌)ର ଜଣେ ନେତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।...

ପ୍ରବଳ ବର୍ଷାରେ ବୁଡ଼ିଲା ରେଳ ଲାଇନ୍‌: ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ର ଯାତ୍ରୀ ଜଳବନ୍ଦୀ

ମୁମ୍ବାଇ,୨୭।୭: ମହାରାଷ୍ଟ୍ରରେ ପୁଣି ଦେଖାଦେଇଛି ବନ୍ୟା ବିତ୍ପାତ। ପ୍ରବଳ ବର୍ଷା ଯୋଗୁ ବନ୍ୟା ଜଳ ରେଳ ଲାଇନ୍‌ ଉପରେ ପ୍ରବାହିତ ହେଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି...

ଦୁର୍ଘଟଣାରୁ ପୋଲିସ-ଅଟୋ ଡ୍ରାଇଭର ମୁହାଁମୁହିଁ

ନୂଆଦିଲ୍ଲୀ,୧୮ା୬: ଦିଲ୍ଲୀର ମୁଖାର୍ଜୀ ନଗରରେ ଜଣେ ଅଟୋ ଡ୍ରାଇଭର୍‌ ଓ ପୋଲିସ ମଧ୍ୟରେ ବଚସାରୁ ଲଙ୍କାକାଣ୍ଡ ସୃଷ୍ଟି ହୋଇଛି। ପୋଲିସ ଗାଡ଼ି ଓ ଅଟୋ ମଧ୍ୟରେ...

ଦଳିତ ଯୁବକଙ୍କୁ ଚୋର ଭାବି ଜାଳିଦେଲେ

ଲକ୍ଷ୍ନୌ,୨୪ା୭(ପି.ଟି.): ଉତ୍ତରପ୍ରଦେଶର ବାରାବାଙ୍କି ଜିଲାରେ ଜଣେ ଦଳିତ ଯୁବକ ବୁଲା କୁକୁରଙ୍କ ପ୍ରାଦୁର୍ଭାବରୁ ବଞ୍ଚତ୍ବା ପାଇଁ ଏକ ଘରେ ପଶିଯାଇଥିବାବେଳେ ତାଙ୍କୁ ଚୋର ମନେକରି ଜାଳି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *