ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି,ସକାଳେ ଏଥିରୁ ପିଅନ୍ତୁ ଚାମୁଚେ…

ପିଆଜ ରସ ପିଇଲେ ବହୁ ରୋଗରୁ ମିଳିଥାଏ ମୁକ୍ତି। ଆୟୁର୍ବେଦରେ ପିଆଜକୁ ମହୌଷଧୀ ଭାବେ ଉଲ୍ଲେଖ କରାଯାଇଛି। ପିଆଜ ରସ କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ। ପିଆଜ ରସରେ ମିଥାଇଲ ସଲଫାଇଡ ଏବଂ ଏମିନୋ ଏସିଡ୍‌ ରହିଥାଏ । ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ । ପ୍ରତିଦିନ ସକାଳୁ ଖାଲି ପେଟରେ ଚାମୁଚେ ପିଆଜ ରସ ପିଇଲେ କିଡ୍‌ନୀ ଷ୍ଟୋନ ସମସ୍ୟା ଦୂର ହୋଇଥାଏ । ପିଆଜ ଶରୀରରେ ଇନ୍‌ସୁଲିନସ୍ତରକୁ ସ୍ବାଭାବିକ କରିଥାଏ। ନିୟମିତ ଏହାକୁ ପିିଇଲେ ଡାଇବେଟିସ୍‌ ଦୂର ହୁଏ । ଗଳା ସମସ୍ୟା, ଥଣ୍ଡା ଏବଂ କଫ ଦୂର କରିବା ପାଇଁ ପିଆଜ ରସରେ ଗୁଡ଼ ଏବଂ ମହୁ ମିଶାଇ ପିଇଲେ ଉପକାର ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।


All Right Reserved By

ବର୍ଷାଦିନେ ମହିଳାଙ୍କ ଟେନଶନ୍‌, କ’ଣ ପିନ୍ଧିବେ

ବର୍ଷାଦିନେ ମହିଳାଙ୍କ ଟେନଶନ୍‌ ବଢ଼ିଯାଏ ଯେ କ’ଣ ପିନ୍ଧିବେ ଓ ପିନ୍ଧିବେନି। ଯାହା ସେମାନଙ୍କୁ ଷ୍ଟାଇଲିଶ୍‌ କରିବା ସହିତ ଫ୍ୟାଶନ୍‌ ସହିତ ଯୋଡ଼ି ରଖେ। ଏଥିପାଇଁ...

ମର୍ଣ୍ଣିଓ୍ବାକ୍‌ ପରେ ପାଦତଳ ଦରଜ ଠିକ୍‌ କରେ ସୋରିଷ

ଦୀର୍ଘ ସମୟ ଧରି ଠିଆ ହେଲେ ଅବା ବସି ରହିଲେ ପାଦତଳ ଦରଜ ହୋଇଥାଏ। ବେଳେବେଳେ ପାଦ ଫୁଲି ଯାଇଥାଏ। ଫଳରେ ଚାଲିବା ବୁଲିବାରେ କଷ୍ଟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଚିକିତ୍ସା ଦ୍ୱାରା ଏହି ସମସ୍ୟାଠାରୁ...

ଗ୍ୟାସ୍‌ଟ୍ରିକ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ଥଣ୍ଡା କ୍ଷୀର ପିଇଲେ ବହୁ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ। ସେହିପରି ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି...

ଦଲିଆ ଖାଆନ୍ତୁ, ହୃତ୍‌ପିଣ୍ଡକୁ ସୁସ୍ଥ ରଖନ୍ତୁୁ

ଦିିନର ଆରମ୍ଭ ଯଦି ଗୋଟିଏ ଗିନା ଦଲିଆରୁ ଆରମ୍ଭ ହୁଏ, ତେବେ ହୃତ୍‌ପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ବ୍ରିଟେନ୍‌ ସ୍ଥିତ ନ୍ୟୁ କ୍ୟାସଲ୍‌ ୟୁନିଭର୍ସିଟିରେ ହୋଇଥିବା...

ପିଲାକୁ ବୁଦ୍ଧିମାନ କରିବା ପାଇଁ କେତୋଟି କଥାପ୍ରତି ଧ୍ୟାନ ଦିଅନ୍ତୁ

ପିଲାର ଭବିଷ୍ୟତକୁ ନେଇ ସବୁ ମା’ବାପା ଚିନ୍ତା କରିଥାନ୍ତି। ନିଜ ପିଲାକୁ ଠିକ୍‌ ଦିଗରେ ନେବା ଏବଂ ବୁଦ୍ଧିମାନ କରିବା ପାଇଁ କୌଣସି ପ୍ରୟାସକୁ ସେମାନେ...

ଭୁଲରେ ବି ବର୍ଷାଦିନେ ଖାଆନ୍ତୁନି ବାଇଗଣ

ବର୍ଷାଦିନେ ଖାଦ୍ୟପେୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ଏହି ଦିନଗୁଡିକରେ ସବୁଠାରୁ ଅଧିକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ।...

ପେଟ ରୋଗରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ ନଖ ଉଷୁମ ପାଣିରେ ମିଶାଇ ଖାଆନ୍ତୁ ଏହାକୁ…

ଶରୀରକୁ ସୁସ୍ଥ ରଖିବା ପାଇଁ ପାକସ୍ଥଳୀରେ ଥିବା ଏସିଡ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ବେଳେବେଳେ କୌଣସି କାରଣରୁ ଏହା ସ୍ବାଭାବିକ ଭାବେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *