Posted inଖେଳ

ଜାତୀୟ ଶିବିରରେ ଜବାମଣୀ

କଟକ ଅଫିସ,୧୮ା୬- ଜୁଲାଇ ୧ରୁ ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏଏଫ୍‌ସି ମହିଳା ଏସିଆ କପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ନିମନ୍ତେ ଜାତୀୟ ଦଳର ପ୍ରସ୍ତୁତ ଶିବିର ଅନୁଷ୍ଠିତ ହେବ । ଜାତୀୟ ଶିବିରରେ ଜବାମଣୀ ଟୁଡ଼ୁଙ୍କୁ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ମିଳିଛି । ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ସମ୍ପାଦକ ସଞ୍ଜୟ ବେହେରା ଜବାମଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


All Right Reserved By

Posted inଖେଳ

ରାଜ୍ୟ ସନ୍ତରଣ ଚାମ୍ପିୟନଶିପ୍‌: ସମ୍ବଲପୁର ଗ୍ରୁପ୍‌ ଚାମ୍ପିୟନ

ଭୁବନେଶ୍ୱର, ୩ା୬ (ସ୍ପୋଟର୍‌ସ ବ୍ୟୁରୋ)-ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ରାଜ୍ୟ ସନ୍ତରଣ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚାଲିଥିବା ୬୦ତମ ରାଜ୍ୟ...

ଆଜମଙ୍କୁ କୋହଲିଙ୍କ ସହ ତୁଳନା କରାଯାଇପାରିବ

ଆଜମଙ୍କୁ କୋହଲିଙ୍କ ସହ ତୁଳନା କରାଯାଇପାରିବ ବର୍ମିଂହାମ, ୨୭।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ରୋମାଞ୍ଚକ ମ୍ୟାଚ୍‌ରେ ବୁଧବାର ପାକିସ୍ତାନ ୬ ଉଇକେଟ୍‌ରେ ଟାଇଟଲ୍‌ ଦାବିଦାର...

ହାଇଦ୍ରାବାଦ ବିପକ୍ଷରେ ଧୋନୀଙ୍କୁ ବିଶ୍ରାମ

ହାଇଦ୍ରାବାଦ, ୧୭।୪ (ପି.ଟି.)- ୨୦୧୦ ପରଠାରୁ ପ୍ରଥମଥର ପାଇଁ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଇନାହାନ୍ତି।...

ପ୍ରଥମେ ବୋଲିଂ କରିବ ଭାରତ

ଲିଡ୍ସ,୬।୭- ଚଳିତ ବିଶ୍ୱକପ୍‌ରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ଆମନ୍ତ୍ରଣ ପାଇଛି। ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ...

ସଚିନଙ୍କ ସମକକ୍ଷ ହୋଇପାରନ୍ତି ଶାକିବ

ଲଡର୍‌ସ, ୫।୭- ବାଂଲାଦେଶ ବିଶ୍ୱକପ୍‌ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିଲେ ମଧ୍ୟ ବରିଷ୍ଠ କ୍ରିକେଟର ଶାକିବ ଅଲ୍‌ ହାସନ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛନ୍ତି।...

ପାଟନା ପାଇରେଟ୍ସକୁ ହରାଇଲା ୟୁ ମୁମ୍ବା

ଅହମ୍ମଦାବାଦ,୧୭ା୮ (ପି.ଟି.)-ଚଳିତ ପ୍ରୋ-କବାଡ଼ି ଲିଗ୍‌ରେ ଶୁକ୍ରବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୟୁ ମୁମ୍ବା ୩୪-୩୦ରେ ୩ଥର ଚାମ୍ପିୟନ ପାଟନା ପାଇରେଟ୍ସକୁ ପରାସ୍ତ କରିଛି। ଏହି...

ମେଘନା ମହିଳା, ମିକ୍ସଡ ଡବଲ୍ସ ସେମିଫାଇନାଲରେ

ଭ୍ଲାଡିଭୋସ୍ତକ (ରୁଷିଆ), ୨୦ା୭ (ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ମେଘନା ଜାକାମପୁଡିଙ୍କ ପାଇଁ ଶୁକ୍ରବାର ଥିଲା ଏକ ଭଲ ଦିନ। ଏଠାରେ ଚାଲିଥିବା ୭୫,୦୦୦ ଆମେରିକୀୟ...

କୋହଲିଙ୍କ ‘ବିରାଟ’ ଫ୍ୟାନ୍‌

ଇସଲମାବାଦ୍‌, ୧୦।୬: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ଅଛନ୍ତି। ନିକଟରେ କୋହଲିଙ୍କ ଜଣେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *