Posted inଜାତୀୟ

ଯାଦୁ କୌଶଳ ଦେଖାଇବା ସମୟରେ ଗଙ୍ଗା ନଦୀରେ ବୁଡ଼ିଗଲେ ଯାଦୁକର

କୋଲକତା,୧୭।୬: ଜଣେ ଯାଦୁକରଙ୍କୁ ଯାଦୁ କୌଶଳ ଦେଖାଇବା ମହଙ୍ଗା ପଡ଼ିଛି। ସେ ଗଙ୍ଗା ନଦୀରେ ବୁଡ଼ି ଯାଇଛନ୍ତି। ଉଦ୍ଧାରକାରୀ ଦଳ ତାଙ୍କର ସନ୍ଧାନ ଜାରି ରଖିଛନ୍ତି। ୪୧ ବର୍ଷ ବୟସ୍କ ଯାଦୁକର ଚଞ୍ଚଳ ଲାହିରୀ ନିଜର ହାତଗୋଡ଼ ବାନ୍ଧି ଏକ ବାକ୍ସରେ କ୍ରେନ୍‌ ଦ୍ୱାରା ଗଙ୍ଗା ନଦୀରେ ବୁଡ଼ିଥିଲେ। ସେ ହାତଗୋଡ଼ ଖୋଲି ବାହାରି ଆସିବେ ବୋଲି କହିଥିଲେ। ତେବେ ତାହା ସମ୍ଭବ ହୋଇପାରି ନ ଥିଲା। ପୂର୍ବରୁ ସେ ଏଭଳି ୨ ଥର କରି ଦେଖାଇଥିବା କୁହାଯାଉଛି।


All Right Reserved By

ମହାରାଷ୍ଟ୍ରରେ ୨୦୪ ଗାଁ ବନ୍ୟା ପ୍ରଭାବିତ: ଫଡ଼ନଭୀସ୍‌

ମୁମ୍ବାଇ,୭।୮: ମହାରାଷ୍ଟ୍ରର ୨୦୪ ଗାଁ ବନ୍ୟା ପ୍ରଭାବିତ। ଏସବୁ ଗାଁରେ ଅଧିକ କ୍ଷୟକ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ୍‌ ବୁଧବାର ସୂଚନା ଦେଇଛନ୍ତି। ଏସବୁ ଗାଁରେ...

ରାଜ୍ୟ ଯୋଜନାରେ ସାମିଲ ହୋଇପାରିବ ଆଧାର

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର କ୍ୟାବିନେଟ ବୁଧବାର ଆଧାର ଏବଂ ଅନ୍ୟ ଆଇନ ସଂଶୋଧନ ବିଲ୍‌, ୨୦୧୯କୁ ଅନୁମୋଦନ କରିଛି। ଏହି ଆଇନରେ ଏକ ବ୍ୟବସ୍ଥା ଯୋଡାଯାଇଛି। ତଦନୁଯାୟୀ...

କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ ଏବଂ ଲଦାଖରେ ରହିବ ୨ ଜିଲା

ଶ୍ରୀନଗର, ୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଐତିହାସିକ ଘୋଷଣା ପରେ ଏଣିକି କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ଟି ଜିଲା ରହିବ। ସେହିପରି ଲଦାଖରେ ୨...

ଜନ୍ମାଷ୍ଟମୀ ପାଇଁ ହରିୟାଣାରେ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୧।୮: ହରିୟାଣାରେ ଜନ୍ମାଷ୍ଟମୀ ଉପଲକ୍ଷେ ଅଗଷ୍ଟ ୨୩କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସରକାର ଏହି ନିଷ୍ପତ୍ତି ନେଇଥିବା...

୧୮ବର୍ଷ ପରେ ପିତାଙ୍କ ଋଣ ଶୁଝିଲେ ପୁଅ

ଜୟପୁର, ୧୦।୬: ରାଜସ୍ଥାନର ହନୁମାନଗଡ ଜିଲାରେ ଜଣେ ଯୁବକ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମୃତ ପିତାଙ୍କ ୧୮ ବର୍ଷ ପୁରୁଣା ୫୫ ଲକ୍ଷ...

ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଆଲର୍ଟ ଜାରି

ଶ୍ରୀନଗର, ୧୭।୫: ଜମ୍ମୁ-କଶ୍ମୀରରର ଶ୍ରୀନଗର ଏବଂ ଅବନ୍ତିପୋରା ଏୟାରବେସ୍‌ରେ ଆତଙ୍କବାଦୀଙ୍କ ଯୋଜନା ରହିଛି। ସୁରକ୍ଷା ଏଜେନ୍ସୀ ପକ୍ଷରୁ ଏନେଇ ଆଲର୍ଟ ଜାରି କରାଯାଇଛି। ଏୟାରପୋର୍ଟରେ ସୁରକ୍ଷା...

ମୋଦି ବ୍ୟବହାର କରୁଛନ୍ତି ଆଇଫୋନ୍‌-୬ ସ୍ମାର୍ଟଫୋନ୍‌; ଶାହଙ୍କ ପାଖରେ ଆଇଫୋନ୍‌ ଏକ୍ସ୍‌ଏସ୍‌

ନୂଆଦିଲ୍ଲୀ, ୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ଦୃଷ୍ଟିରୁ ଆଇଫୋନ୍‌-୬ ସିରିଜ୍‌ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ଆପଲ୍‌ ପକ୍ଷରୁ ଏହି ସିରିଜ୍‌ରେ ଆଇଫୋନ୍‌-୬, ଆଇଫୋନ୍‌-୬ ପ୍ଲସ୍‌,...

ସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ମନୋଜ ମୁକୁନ୍ଦ ନାରାଭାନେ

ନୂଆଦିଲ୍ଲୀ,୧।୯ : ସେନାର ଉପମୁଖ୍ୟ ଦାୟିତ୍ୱ ନେଇଛନ୍ତି ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ। ସେ ଲେପ୍ଟନାଣ୍ଟ ଜେନେରାଲ ଦେବରାଜ ଅମ୍ବୁଙ୍କ ସ୍ଥାନ ନେଇଛନ୍ତି। ଅମ୍ବୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *