ନେଦରଲାଣ୍ଡ ଯୋଗ ଦିବସ ପାଳନରେ ଉପସ୍ଥିତ ରହିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଆମଷ୍ଟରଦମ,୧୬।୬: ଆଗକୁ ଆସୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଜୁନ୍‌ ୨୧ରେ ପାଳନ କରାଯିବ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ସାରା ବିଶ୍ୱ ଏବେ ପ୍ରସ୍ତୁତି ପଥେ। ରବିବାର ନେଦରଲାଣ୍ଡରେ ଯୋଗ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର। ଭାରତୀୟ ଦୂତାବାସ ପକ୍ଷରୁ ନେଦରଲାଣ୍ଡର ଦମ୍‌ ସ୍କୋୟାରରେ ଆୟୋଜିତ ହୋଇଥିଲା ଏହି ଯୋଗ ଦିବସ କାର୍ଯ୍ୟକ୍ରମ।


All Right Reserved By Dharitri.Com

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୭କୋଟି ଲୋକ ପ୍ରଭାବିତ

ଓ୍ବାଶିଂଟନ,୧୯।୫: ମଧ୍ୟ ଆମେରିକାରେ ଗୋଟିଏ ପରେ ଗୋଟିଏ ପ୍ରାୟ ୫୦ଟି ଘୂର୍ଣ୍ଣିଝଡ଼ ଆସିବାରୁ ଏଠାକାର ସ୍ଥିତି ଖରାପ ହୋଇଯାଇଛି। ଗତ ଶନିବାର ଏଠାରେ ହୋଇଥିବା ଘୂର୍ଣ୍ଣିଝଡ଼ରେ...

ଫିଲିପାଇନ୍ସରେ ବାତ୍ୟା: ୨୦ ମୃତ

ମାନିଲା, ୨୭-୧୨:କେନ୍ଦ୍ରୀୟ ଫିଲିପାଇନ୍ସରେ ଭୟଙ୍କର ଝଡ଼ବାତ୍ୟା ‘ଫନ୍‌ଫୋନ’ ତାଣ୍ଡବ ରଚିଛି। ଏଥିରେ ୨୦ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଝଡ଼ବାତ୍ୟା...

ପାକିସ୍ତାନକୁ ଆମେରିକାର ତାଗିଦ: ହାଫିଜ, ଆଝାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନ୍ୟୁୟର୍କ,୨୮।୯(ପି.ଟି.): ଭାରତ ସହ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବାକୁ ହେଲେ ହାଫିଜ ସୟିଦ, ମାସୁଦ ଆଝାରଙ୍କ ଭଳି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା...

ଆବେଙ୍କୁ ଭେଟିଲେ ମୋଦି

ଓସାକା,୨୮।୬ (ପି.ଟି.):ଜି-୨୦ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାପାନ ପ୍ରତିପକ୍ଷ ଶିିଞ୍ଜୋ ଆବେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବିଶ୍ୱ ଅର୍ଥନୀତି,...

ଆଫଗାନୀସ୍ତାନ ବାୟୁସେନାର ଏୟାର ଷ୍ଟ୍ରାଇକ୍‌: ୨୩ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୨୧।୯: ଆଫଗାନୀସ୍ତାନ ବାୟୁସେନା ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୨୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କାନ୍ଧାହାର, ଘଜନୀ, ବାଦଘିସ୍‌...

ପୋଲିଓ କବଳରୁ ଏବେବି ମୁକ୍ତ ହୋଇନାହିଁ ପାକିସ୍ତାନ

ଇସ୍‌ଲାମାବାଦ,୨୦।୧୨: ବିଗତ ବର୍ଷ ତୁଳନାରେ ଯଦିଓ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ହୋଇଛି କିନ୍ତୁ ୨୦୧୯ରେ ପାକିସ୍ତାନରେ ପ୍ରାୟ ୧୧୧ ନୂଆ ପୋଲିଓ ଆକ୍ରାନ୍ତଙ୍କୁ...

ଡାକ୍ତରଖାନା ବାହାରେ ମହିଳା ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ: ୯ ମୃତ, ୩୦ ଆହତ

ଇସଲମାବାଦ, ୨୧।୭: ପାକିସ୍ତାନରେ ଡାକ୍ତରଖାନା ବାହାରେ ରବିବାର ଜଣେ ମହିଳା ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଆହତ ହୋଇଛନ୍ତି। ତେହରିକ-ଇ-ତାଲିବାନ-ପାକିସ୍ତାନ ଏହି...

ତିବ୍ବତରେ ସମରାଭ୍ୟାସ କରୁଛି ଚାଇନା

ବେଜିଂ,୬।୧: ଚାଇନା ସେନା ଭାରତ ସୀମାକୁ ଲାଗି ରହିଥିବା ଉଚ୍ଚସ୍ଥାନ ତିବ୍ବତରେ ବଡ ଧରଣର ସମରାଭ୍ୟାସ କରୁଥିବା ସୂଚନା ମିଳିଛି। ସେଠାରେ ଚାଇନା ସେନା ପକ୍ଷରୁ...

Leave a comment

Your email address will not be published. Required fields are marked *