Posted inଜାତୀୟ

ଓ୍ବାର୍ଲଡ କପ୍‌ ପ୍ରେମ: ସୁନାରେ ବ୍ୟାଟ, ବଲ ତିଆରି କଲେ ଯୁବକ

ଅହମ୍ମଦାବାଦ,୧୬।୬: ଗୁଜରାଟ ଅହମ୍ମଦାବଦର ମନିଷ ସୋନୀ ନାମକ ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିକେଟ ଓ୍ବାର୍ଲଡ କପ୍‌ ଚାଲିଥିବା ସମୟରେ ସେ ସୁନାରେ କ୍ରିକେଟ ବ୍ୟାଟ, ବଲ୍‌, ଷ୍ଟମ୍ପ, ବେଲ୍‌ ଆଦି ତିଆରି କରିଛନ୍ତି। କ୍ରିକେଟର ହେବାକୁ ପିଲାବେଳୁ ଇଚ୍ଛା ରଖିଥିବା ମନିଷ ଶେଷରେ ଜଣେ କ୍ରିକେଟ ପ୍ରଶଂସକ ହୋଇ ଯାଇଛନ୍ତି। ଆଉ ତାଙ୍କର ଏହି ଭଲପାଇବା ଏବେ ଦେଖିବାକୁ ମିଳିଛି ସୁନାରେ ତିଆରି ହୋଇଥିବା କ୍ରିକେଟର ଏହି ଉପକରଣ ଗୁଡିକରେ। ପ୍ରାୟ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ଏସବୁ ତିଆରି କରିଛନ୍ତି। ଏଥିପାଇଁ ୫୦ ଗ୍ରାମ ସୁନା ଲାଗିଛି। ସୁନାରେ ତିଆରି ହୋଇଥିବା ଓ୍ବାର୍ଲଡ କପ୍‌ ହେଉଛି ୩ ଇଞ୍ଚ, ୨ ଇଞ୍ଚର ବଲ୍‌ ଓ ଏକ ଇଞ୍ଚର ଷ୍ଟମ୍ପ। ଏସବୁକୁ ଦେଖିବାକୁ ଏବେ ମନିଷଙ୍କ ଘରେ ଲୋକଙ୍କ ଭିଡ ଲାଗିଛି। ଆଉ ଏହାକୁ ନେଇ ମନିଷ ବେଶ୍‌ ଖୁସି ଥିବା ଜଣାପଡିଛି।


All Right Reserved By Dharitri.Com

ମୋତେ ବଳିବୋଦା କରନାହିଁ: ବାଚସ୍ପତି

ବେଙ୍ଗାଲୁରୁ,୨୩ା୭(ପି.ଟି.): କର୍ନାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଉପରେ କ୍ରମାଗତ ତୃତୀୟ ଦିନ ପାଇଁ ଆଲୋଚନା ଜାରି ରହିଥିବାବେଳେ ଭୋଟ ପ୍ରକ୍ରିୟାକୁ ବିଳମ୍ବିତ...

ଗାଈ ପେଟରୁ ବାହାରିଲା ୫୩ କିଲୋ ପ୍ଲାଷ୍ଟିକ୍‌

ଚେନ୍ନାଇ,୨୧।୧୦:ତାମିଲନାଡୁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଗାଈ ପେଟରୁ ୫୩ କିଲୋ ପ୍ଲାଷ୍ଟିକ୍‌ ବାହାର କରିଛନ୍ତି ପଶୁ ଚିକିତ୍ସିକ। ତା’ ପେଟରୁ ସର୍ଜରୀ ଦ୍ୱାରା...

ଅଜିତଙ୍କୁ ମନାଇବାକୁ ପହଞ୍ଚିଲେ ଭୂଜବଳ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରର ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ଭାଜପା ସହ ମିଶି ସରକାର ଗଢିବା ପରେ ବି ଏପର୍ଯ୍ୟନ୍ତ ତାଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛି...

ରାଷ୍ଟ୍ରପତି ଶାସନ ଲାଗୁ ହେବା ସତ୍ତ୍ୱେ: ସରକାର ଗଠନ ଉଦ୍ୟମ ଜାରି

ମୁମ୍ବାଇ,୧୩ା୧୧(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ମଙ୍ଗଳବାର ରାଷ୍ଟ୍ରପତି ଶାସନ ଜାରି କରାଯିବା ପରେ ସବୁ ରାଜନୈତିକ ଦଳ ବିସ୍ମିତ ହେବା ସତ୍ତ୍ୱେ ସରକାର ଗଠନ ପ୍ରକ୍ରିୟାରୁ ଓହରିନାହାନ୍ତି। ରାଜ୍ୟପାଳ...

‘କାର୍‌ଗିଲ ବିଜୟ ଭାରତର ଶକ୍ତିର ପ୍ରତୀକ’

ନୂଆଦିଲ୍ଲୀ,୨୮ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟ ଭାରତର ଶକ୍ତି, ପ୍ରତିବଦ୍ଧତା ଓ ସାମର୍ଥ୍ୟର ପ୍ରତୀକ ଥିଲା। ଏହାର ସଶସ୍ତ୍ର ବାହିନୀର ତ୍ୟାଗ ଏହାକୁ ଦୁର୍ଜେୟ କରି ରଖିଛି...

ମସୁରୀରେ ମର୍ମନ୍ତୁଦ ଦୁର୍ଘଟଣା: ଖାଲରେ କାର ପଡ଼ି ଗଲା ୪ଜୀବନ

ଡେରାଡୁନ,୮।୬: ମସୁରୀରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, କିଛି ଯାତ୍ରୀ...

ଆଧାର ଲାଗି ବିଳମ୍ବ ହେଲା ଅନ୍ତିମ ସଂସ୍କାର

ବେଙ୍ଗାଲୁରୁ,୧୨।୨: ଗତ ସପ୍ତାହରେ ବେଙ୍ଗାଲୁରୁ ବିଜୟନଗରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଉପୁଜିଥିଲା। କାରଣ ମୃତକଙ୍କ ଆଧାର...

ଜୁମ୍‌ ଆପ୍‌ ଉପରେ କଟକଣା: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୩।୫: ଜୁମ୍‌ ଆପ୍‌ ଉପରେ କଟକଣା ଜାରି କରିବା ଲାଗି ହୋଇଥିବା ଏକ ଆବେଦନ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।...

Leave a comment

Your email address will not be published. Required fields are marked *