କଟକରେ ପାକ୍‌ ମୌସୁମୀ ବର୍ଷା

କଟକରେ ପାକ୍‌ ମୌସୁମୀ ବର୍ଷା


All Right Reserved By Dharitri.Com

ଭୁବନେଶ୍ୱରର ବର୍ଷାକାଳୀନ ଦୃଶ୍ୟ

ସାରା ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ବର୍ଷା ଲାଗିରହିଛି। ଏ ହେଉଛି ରାଜଧାନୀ ଭୁବନେଶ୍ୱରର ବର୍ଷାକାଳୀନ ଦୃଶ୍ୟ।

ନୟାପଲ୍ଲୀ ପୂଜାମଣ୍ଡପରେ ଆଲୋକସଜ୍ଜିତ ତୋରଣ

ନୟାପଲ୍ଲୀ ପୂଜାମଣ୍ଡପରେ ଆଲୋକସଜ୍ଜିତ ତୋରଣ  

ଜମି ରହିଥିବା ବର୍ଷା ପାଣି

କଟକ ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ରାସ୍ତାରେ ଜମି ରହିଥିବା ବର୍ଷା ପାଣି।

ଜନ୍ମାଷ୍ଟମୀ ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ

ରସୁଲଗଡ଼ ବାଲିଆପାଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ।

ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନଠାରେ ଶହୀଦ ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନଠାରେ ଶହୀଦ ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଗଣେଶ ବିସର୍ଜନ

ଗଣେଶ ବିସର୍ଜନ।

ମେଟଲ୍‌ ମିଟ୍‌ରେ ଭାଗନେବାକୁ ଆସିଥିବା ପ୍ରତିଯୋଗୀ ସେଲ୍‌ଫି ଉଠାଉଛନ୍ତି

ମେଟଲ୍‌ ମିଟ୍‌ରେ ଭାଗନେବାକୁ ଆସିଥିବା ପ୍ରତିଯୋଗୀ ସେଲ୍‌ଫି ଉଠାଉଛନ୍ତି।

ଲଙ୍ଗୁଳି ମଠ କୋଠାକୁ ଭଙ୍ଗାଯାଉଛି

ପୁରୀ ଲଙ୍ଗୁଳି ମଠ କୋଠାକୁ ଜେସିବି ଦ୍ୱାରା ଭଙ୍ଗାଯାଉଛି।

Leave a comment

Your email address will not be published. Required fields are marked *