ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

କେନ୍ଦୁଝର,୨୧ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ଘଟଣାକୁ ନେଇ ଦିନକୁ ଦିନ ଜିଲାରେ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି। ଏହି ଘଟଣା ଓଡିଶା ମାନବାଧିକାର କମିଶନ ଏବଂ ଜାତୀୟ ମାନବାଧିକାର କମିଶନ ପାଖକୁ ଗଲାଣି। ଏନେଇ ଗୁରୁବାର କୁଡୁମୀ ସେନା ଓଡିଶା ତରଫରୁ ଦୋଷୀ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ନଚେତ୍‌ କୁଡୁମୀ ସେନା ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି କେନ୍ଦୁଝର କୁଡୁମୀ ସେନାର କାଯର୍‌ୟକାରୀ ସଭାପତି ଗୋପାଳ ମହାନ୍ତ, ପଞ୍ଚପୀଢ କରଞ୍ଜିଆ କୁଡୁମୀ ସେନାର ସମ୍ପାଦକ ଯୁଧିଷ୍ଠିର ମହାନ୍ତ, ତ୍ରିଲୋଚନ ମହାନ୍ତ ପ୍ରମୁଖଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।


All Right Reserved By Dharitri.Com

ରାଉରକେଲା ହାଇଟେକ ମେଡିକାଲ କଲେଜ ହେବ କରୋନା ହସ୍ପିଟାଲ

କଟକ ଅଫିସ, ୧।୪: କୋଭିଡ-୧୯ ଭୂତାଣୁ ଏବେ ଷ୍ଟେଜ-୨ରେ ଥିବାବେଳେ କାଳେ ଗୋଷ୍ଠୀ ସଂକ୍ରମଣ ହେବ ଆଶଙ୍କା କରି ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ପରେ...

ଚାଷ ଆଗରେ ଚାକିରି ତୁଚ୍ଛ

ଅନୁଗୋଳ ସହର,୨୦ା୨ – ଉଚ୍ଚ ପଦବୀର ଅଧିକାରୀ ଥିଲେ। ମୋଟା ଅଙ୍କର ବେତନ ବି ପାଉଥିଲେ। ଅତୀତରେ ଅନୁଗୋଳ କଲେଜର ଛାତ୍ର ସଂସଦ ସଭାପତି ଥିବାରୁ...

ମିଳିଲାନି ଗାଡ଼ି ଆସିଲାନି ଆମ୍ବୁଲାନ୍ସ: ସାପ କାମୁଡାରେ ଜୀବନ ଗଲା

ପାଟଣା, ୨୮।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକର ଉପାନ୍ତ ଅଞ୍ଚଳ ଡାଳପକା ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ ଅଭାବନୀୟ ଘଟଣା କ୍ରମରେ ସାପ କମୁଡାରେ ଜଣେ...

ବରଗଡ଼ରେ ଫସିଛନ୍ତି ଛତିଶଗଡର ୩୦ ଶ୍ରମିକ

ବରଗଡ଼ ଅଫିସ୍,୪।୪- ଘାତକ କରୋନା(କୋଭିଡ୍-୧୯) ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ କଟକଣା ଲାଗୁ ହୋଇଛି। ଏଭଳି ପରିସ୍ଥିତିରେ ବରଗଡ଼କୁ କର୍ମ ଅନ୍ବେଷଣରେ...

ରାଇବଣିଆରେ ହାତୀ ଉପଦ୍ରବ, ଭାଙ୍ଗିଲେ ବହୁ ଘର

ବାଲେଶ୍ୱର ଅଫିସ, ୯।୧୧-ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ପ୍ରବେଶ କରି ବହୁ ଧନଜୀବନ ନଷ୍ଟ ହୋଇଛି। ସ୍ଥାନୀୟ ବାସିନ୍ଦା ଏକପ୍ରକାର ଭୟ...

କରୋନା ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ

ବାମରା, ୩୦।୩ (ଡି.ଏନ.ଏ.)-ବର୍ତ୍ତମାନ କରୋନା ପାଇଁ ସାରା ଦେଶ ସମ୍ପୂର୍ଣ୍ଣ ଲକ ଡାଉନ ପରିସ୍ଥିତିରେ ଗତି କରୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଜିଲା...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ : ୪ ମାଓବାଦୀ ନିହତ

ମାଲକାନଗିରି,୬ା୭(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଧମତରି ଜିଲା ଗମେଚକା ଥାନା ଅଞ୍ଚଳରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୪...

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୩ା୯-ପୂର୍ବଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ସଦର ଥାନା ପୋଲିସ ୪ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ମଙ୍ଗଳା...

Leave a comment

Your email address will not be published. Required fields are marked *