Posted inଭଦ୍ରକ

ବୈତରଣୀ ନଦୀ ପଠାରେ ଆତଙ୍କ: ଗାଈକୁ ଟାଣି ନେଇ ମାରିଦେଲା କୁମ୍ଭୀର

ଆରଡି,୨୧ା୫,(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅମୃତମଣୋହୀ ଗ୍ରାମ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୈତରଣୀ ନଦୀ ପଠାରେ ଚରୁଥିବା ଏକ ଗାଈକୁ କୁମ୍ଭୀର ଟାଣି ପାଣି ଭିତରକୁ ଟାଣି ନେଇ ମାରିଦେଇଛି। ଖବରପାଇ ସ୍ଥାନୀୟଲୋକେ ନଦୀରୁ ଗାଈଟିକୁ ମୃତ ଅବସ୍ଥାରେ କରିଛନ୍ତି। ମୃତ ଗାଈଟି ଅମୃତମଣୋହୀ ଗ୍ରାମର ନାରଣ ପଡିହାରୀଙ୍କ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ଆରଡି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ନଦୀରେ ନ ଗାଧୋଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ବଜ୍ରପାତରେ ଚାଷୀ ମୃତ

ତିହିଡ଼ି,୨୧।୮(ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ କମାରିଆ ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ...

ମହନୀୟତା ଦେଖାଇଲେ ନଳିନୀ: ଏଟିଏମ୍‌ କାଉଣ୍ଟରରୁ ମିଳିଥିବା ଟଙ୍କା ବ୍ୟାଙ୍କରେ ଫେରାଇଲେ

ଭଦ୍ରକ ଅଫିସ, ୨୬ା୨- ମହନୀୟତା ଦେଖାଇଲେ ନଳିନୀକାନ୍ତ ପଣ୍ଡା। ଯଦିଓ ସେ ଜଣେ ମୋବାଇଲ ଦୋକାନୀ କିନ୍ତୁ ତାଙ୍କ ମାନବିକତାକୁ ନେଇ ଭଦ୍ରକ ସହରରେ ଚର୍ଚ୍ଚା...

ରେଳଧାରଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା ସନ୍ଦେହ

ତିହିଡି,୧୦।୯(ଡି.ଏନ୍‌.ଏ): ଭଦ୍ରକ ଜିଲା ଧାମରା ରେଳପଥର ଅଚକ ନିକଟରୁ ମଙ୍ଗଳବାର ସକାଳେ ଜନୈକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଦୁଃଶାସନ ମଲିକ(୬୫)। ତାଙ୍କ...

ୱାର୍ଡସଭ୍ୟାଙ୍କୁ ଦୁର୍ବ୍ୟବହାର, ମାଡ଼ ଅଭିଯୋଗ

ବାସୁଦେବପୁର, ୨୭।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତର ଜଣେ ୱାର୍ଡସଭ୍ୟାଙ୍କୁ ଶୁକ୍ରବାର ଜଣେ ଯୁବକ ଦୁର୍ବ୍ୟବହାର କରିବା ସହ ମାଡ଼...

ଅଗ୍ନିକାଣ୍ଡ: ୩ ବଖରା ଭସ୍ମୀଭୂତ

ବନ୍ତ,୧୧ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ଦେବଗଡ଼ି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁରେନ୍ଦ୍ର ଜେନା, ଗୌରାଙ୍ଗ ଜେନା ଓ...

ଅସହାୟଙ୍କୁ ରନ୍ଧାଖାଦ୍ୟ ପ୍ରଦାନ

ଭଣ୍ଡାରିପୋଖରୀ ,୫।୪ (ଡ଼ି.ଏନ.ଏ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳରେ ଵସବାସ କରୁଥିବା ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରଣଜିତ...

ଭଦ୍ରକ ଜିଲା ଚିଠି: ସ୍ମାର୍ଟସିଟି ଭେଳିକି

ସହର ହେବ ସ୍ମାର୍ଟସିଟି। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏହି ସୂଚନା ଦିଆଯିବା ପରେ ସହରବାସୀ ଏହାକୁ ସ୍ବାଗତ କରିଥିଲେ। ୪ ମାସ ତଳେ ପ୍ରାଥମିକ...

କରୋନା ଯୋଦ୍ଧା ପାଲଟିଛନ୍ତି ଗଣମାଧ୍ୟମ ପ୍ରତିନିଧି, ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ ,୧୬।୫: ମହାମାରୀ କରୋନା ଆତଙ୍କରେ ବିଶ୍ୱ ଆତଙ୍କିତ। ଏହାର ମୁକାବିଲା ଲାଗି ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ ମାଧ୍ୟମରେ ସରକାର ସମସ୍ତଙ୍କ...

Leave a comment

Your email address will not be published. Required fields are marked *