ଓଡ଼ିଶା: ଆଜିର ଫଟୋ

ବାତ୍ୟା ‘ଅମ୍ପନ’ ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟର ଅନେକ ସ୍ଥାନରେ ଭୀଷଣ ବର୍ଷା ଓ ପବନ ଅନୁଭୂତ ହୋଇଛି

 

ବାତ୍ୟା ‘ଅମ୍ଫନ’ ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଅଞ୍ଚଳରେ ବହୁ ମୂଲ୍ୟବାନ ଗଛ ଉପୁଡିଯାଇଛି

 

 

ବାତ୍ୟା ‘ଅମ୍ଫନ୍’ ପ୍ରଭାବରେ ଭଦ୍ରକ ଜିଲା ଧାମରାରେ ପ୍ରବଳ ବେଗରେ ପବନ ବହିଛି

 

ବାତ୍ୟା ‘ଅମ୍ଫନ୍’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ରାଜଧାନୀର ଅନେକ ରାସ୍ତା ଜଳାର୍ଣ୍ଣବ

ପ୍ରବଳ ବର୍ଷା ସତ୍ୱେ ରାସ୍ତା ପାର୍ଶ୍ବରେ ବିତୁଛି ଜୀବନ

 

କଟକ ତୁଳସୀପୁର ହରିଣ ପାର୍କରେ ଥିବା ହରିଣମାନେ ବାତ୍ୟା ଯୋଗୁଁ ଆତଙ୍କିତ

ବର୍ଷା ଛାଡିବା ପରେ ବେପାର ଲାଗି କଟକ ନୟାସଡ଼କରେ  ଜଣେ ଫଳ ବ୍ୟବସାୟୀ

ପୁରୀ ଶ୍ରୀମନ୍ଦିରର ସାନ୍ଧ୍ୟକାଳୀନ ଦୃଶ୍ୟ

 


All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ

ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରକ୍ଷା ହେଉ ନଥିବାରୁ ୟୁନିଟ-୧ ରାସ୍ତାପାର୍ଶ୍ଵରେ ଥିବା ଦୋକାନଗୁଡିକୁ ବିଏମସି ପକ୍ଷରୁ ଉଛେଦ କରାଯାଉଛି   ଯାନବାହନ ଚଳାଚଳ କଟକଣା କୋହଳ...

ଓଡ଼ିଶା: ଆଜିର ଫଟୋ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ କଟକରେ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ରସୁଲଗଡ଼ ଆଶ୍ରମ ସ୍କୁଲରେ ପ୍ରବାସୀ ଓଡ଼ିଆଙ୍କୁ ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଉଛି। ଖାଦ୍ୟଦେବା...

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୪.୦: ସ୍ୱାଭାବିକ ହେଉଛି ରାଜଧାନୀ ଭୁବନେଶ୍ୱର   ପବିତ୍ର ରମଜାନ ମାସ ଲାଗି କଟକ କେଶରପୁରରେ ଆରମ୍ଭ ହେଲାଣି ଲଚ୍ଛା ବିକ୍ରି   ରାଜଧାନୀରେ...

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୩.୦ର ଶେଷ ଦିନରେ ରାଜଧାନୀ ଭୁବନେଶ୍ୱରର କିଛି ଦୃଶ୍ୟ   ସାବିତ୍ରୀ ବ୍ରତ ଉପଲକ୍ଷେ କଟକ ଛତ୍ରବଜାର ଫଳ ମାର୍କେଟରେ ଏକ ନଡ଼ିଆ ଟ୍ରକ...

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୩.୦ରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ   କରୋନା ସଚେତନତା ପାଇଁ କଟକ ପୁରୀଘାଟ ନିକଟରେ ବୁଲୁଥିବା ଯାନ   ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ...

ଓଡ଼ିଶା: ଆଜିର ଫଟୋ

ଦରଘାବଜାର ସ୍ଥିତ କ୍ୟୁଡମ୍‌-ଇ-ରସୁଲ ବନ୍ଦ ଥିବା ବେଳେ କରୋନା କଟକଣାକୁ ମାନି ପବିତ୍ର ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ମୁସଲମାନଧର୍ମୀ ବ୍ୟକ୍ତି ନମାଜ ପାଠ କରୁଛନ୍ତି। ସରକାରଙ୍କ...

ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ଅମାବାସ୍ୟାରେ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁ ପୁରୀଘାଟ ଦେବୀଗଡ଼ା କାଠଯୋଡି ନଦୀତଟ ପାର୍ଶ୍ୱରେ ଥିବା ବରଗଛ ମୂଳରେ ସାବିତ୍ରୀ ବ୍ରତପୂଜା କରୁଥିବା ବିହାରୀ...

ଓଡ଼ିଶା: ଆଜିର ଫଟୋ

୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ କୋହଳ ଯୋଗୁ ରବିବାର ସକାଳେ ଭୁବନେଶ୍ୱରସ୍ଥିତ ଫରେଷ୍ଟ ପାର୍କ ଖୋଲିବା ପରେ ଲୋକମାନେ ପ୍ରାତଃଭ୍ରମଣ କରୁଛନ୍ତି। ପ୍ରବଳ ଖରାରୁ ରକ୍ଷା ପାଇବା...

Leave a comment

Your email address will not be published. Required fields are marked *