କାର୍‌ରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଶଙ୍କରାଖୋଲ,୨୦ା୫(ଡି.ଏନ୍‌.ଏ.)- ଚକାପାଦ ଥାନା ଘୁଡକାପଦର ପୋଲଠାରେ ମଙ୍ଗଳବାର ଚକାପାଦ ପୋଲିସ ଏକ ଓଲା କାର୍‌ (ନଂ.ଓଡି-୦୨ଏ ଆର-୦୨୮୮)ରୁ ୧୫ କେଜି ଗଞ୍ଜେଇ ଜବତ କରି ଚାଳକଙ୍କୁ ଗିରଫ କରିଛି। ସେ ହେଲେ ଟିକାବାଲି ଥାନା ଡିମୁଣ୍ଡା ଗ୍ରାମର ଟଙ୍କଧର ଦିଗାଳ। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ନେଇ ଟିକାବାଲି, ଚକାପାଦ ଦେଇ କାରଟି ଭୁବନେଶର ଅଭିମୁଖେ ଯାଇଥିଲା। ଘୁଡୁକାପଦରଠାରେ ବିପରୀତ ଦିଗରୁ ଆସୁଥିବା ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା କାରଟିକୁ ଅଟକାଇ ଯାଞ୍ଚବେଳ ଗଞ୍ଜେଇ ମିଳିଥିଲା। ଏନେଇ ଚକାପାଦ ଥାନାରେ ନଂ.୨୩/୨୦ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ତପନ ତରୁଣ ବେହେରା ସୂଚନା ଦେଇଛନ୍ତି ।


All Right Reserved By Dharitri.Com

ଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଝରିଗାଁ, ୨।୬(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚଚା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ...

ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ହଟଗୋଳ

କୋଳିମାଟି,୧୦।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ବୁଧବାର ଅପରାହ୍ନରେ ହଟଗୋଳ ହୋଇଛି। ପ୍ରଥମ ଦିନ ଚାଉଳ ବଣ୍ଟନ...

ଘର ନିର୍ମାଣ ଲାଗି ଜମି ଆବଶ୍ୟକ, ଜିଲାପାଳଙ୍କୁ ଭେଟିଲେ ଶେରଗଡ଼ ହରିଜନ ପରିବାର

ଛତ୍ରପୁର,୧୫।୭(ଡି.ଏନ୍‌.ଏ.)- ଶେରଗଡ଼ ତହସିଲ ଅଧୀନ ଶେରଗଡ଼ ଗାଁର ହରିଜନ ଲୋକେ ଘର ନିର୍ମାଣ ଲାଗି ଜମି ଯୋଗାଇବାକୁ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ପୂର୍ବରୁ...

ଭତା ପାଏଲେ ଦିବ୍ୟାଙ୍ଗ ସୁବାସ, ମା’ ବଁଚିତ୍‌

  ଲାଞ୍ଜିଗଡ଼, ୧୭।୧୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଁଚେତ୍‌ ଅଧୀନ ଜଙ୍ଗେରଗୁଡ଼ା ଗଁାର ସ୍ବର୍ଗତ କାଲା ମାଝି ଆର ମନାଙ୍ଗ ମାଝି(୬୫)କଁର...

ବାଛୁରୀପଡ଼ାରେ ବାଣ କାରଖାନା ଠାବ: ୫ଲକ୍ଷ ଟଙ୍କାର ବିସ୍ଫୋରକ ସାମଗ୍ରୀ ଜବତ, ୨ ଗିରଫ

ରୂପ୍‌ସା,୧୭।୧୦(ଡି.ଏନ.ଏ.)-ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ରୂପ୍‌ସା ନିକଟସ୍ଥ ବୈଶିଙ୍ଗା ଥାନା ବାଛୁରୀପଡ଼ା ଗାଁରେ ବେଆଇନ ବାଣ କାରଖାନା ଠାବ ହୋଇଛି। ସ୍ବତନ୍ତ୍ର ପୋଲିସ ଟିମ୍‌...

ଦିଲ୍ଲୀରେ ବିକ୍ରି ଯୁବତୀ ଉଦ୍ଧାର

ରାଉରକେଲା ଅଫିସ,୧୨ା ୩-ବିବାହ ପ୍ରଲୋଭନ ଦେଖାଇ ଦିଲ୍ଲୀରେ ବିକ୍ରି କରାଯାଇଥିବା ଜଣେ ଯୁବତୀ (୨୫) ମଙ୍ଗଳବାର ଉଦ୍ଧାର ପରେ ଗାଁକୁ ଫେରିଛନ୍ତି। ସେ ଚାନ୍ଦିପୋଷ ଥାନା...

ଏପ୍ରିଲ ୧୫ ଯାଏ ମା’ ବିରଜାଙ୍କ ସାଧାରଣ ଦର୍ଶନ ବନ୍ଦ

ଯାଜପୁର ଅଫିସ୍‌,୧୮।୩: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ବୁଧବାରଠାରୁ ଏପ୍ରିଲ ୧୫ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ମାତ୍ର ମା’ଙ୍କ ନୀତିକାନ୍ତିରେ...

ସୁନ୍ଦରଗଡ଼ରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି

ସୁନ୍ଦରଗଡ଼, ୯।୫(ଡି.ଏନ୍‌.ଏ.): ରାଜ୍ୟରେ ଶନିବାର ସକାଳେ ୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ...

Leave a comment

Your email address will not be published. Required fields are marked *