ଓଡ଼ିଶା: ଆଜିର ଫଟୋ

ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରକ୍ଷା ହେଉ ନଥିବାରୁ ୟୁନିଟ-୧ ରାସ୍ତାପାର୍ଶ୍ଵରେ ଥିବା ଦୋକାନଗୁଡିକୁ ବିଏମସି ପକ୍ଷରୁ ଉଛେଦ କରାଯାଉଛି

 

ଯାନବାହନ ଚଳାଚଳ କଟକଣା କୋହଳ ହେବାପରେ ଭୁବନେଶ୍ୱରରେ ଅଟୋ ଯାତାୟାତ ହେଉଛି

 

କଟକ ଶିଶୁଭବନ ସମ୍ମୁଖ ରାସ୍ତାରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ରାସ୍ତା ପାର୍ଶ୍ଵ ଦୋକାନୀଙ୍କୁ ତାଗିଦ କରୁଛନ୍ତି ପୋଲିସ କର୍ମଚାରୀ

 

ଜଣେ ବ୍ୟକ୍ତି ହାତରେ ଏକ ବଡ ଛତାନେଇ ଭୁବନେଶ୍ୱରର ମାର୍କେଟ ବିଲଡିଂ ପାର୍ଶ୍ୱ ରାସ୍ତାରେ ଯାଉଛନ୍ତି

 

ବାତ୍ୟା ‘ଅମ୍ଫନ୍’ ପ୍ରଭାବରେ ପୁରୀରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି

 

କଟକ କାଠଯୋଡ଼ି ନଦୀ ପାର୍ଶ୍ୱ ରିଙ୍ଗ ବନ୍ଧ ରାସ୍ତାରେ ଦୃଶ୍ୟମାନ ମେଘାଚ୍ଛନ୍ନ ଆକାଶ

 


All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୪.୦: ସ୍ୱାଭାବିକ ହେଉଛି ରାଜଧାନୀ ଭୁବନେଶ୍ୱର   ପବିତ୍ର ରମଜାନ ମାସ ଲାଗି କଟକ କେଶରପୁରରେ ଆରମ୍ଭ ହେଲାଣି ଲଚ୍ଛା ବିକ୍ରି   ରାଜଧାନୀରେ...

ଓଡ଼ିଶା: ଆଜିର ଫଟୋ

ଦରଘାବଜାର ସ୍ଥିତ କ୍ୟୁଡମ୍‌-ଇ-ରସୁଲ ବନ୍ଦ ଥିବା ବେଳେ କରୋନା କଟକଣାକୁ ମାନି ପବିତ୍ର ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ମୁସଲମାନଧର୍ମୀ ବ୍ୟକ୍ତି ନମାଜ ପାଠ କରୁଛନ୍ତି। ସରକାରଙ୍କ...

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୩.୦ରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ   କରୋନା ସଚେତନତା ପାଇଁ କଟକ ପୁରୀଘାଟ ନିକଟରେ ବୁଲୁଥିବା ଯାନ   ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ...

ଓଡ଼ିଶା: ଆଜିର ଫଟୋ

୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ କୋହଳ ଯୋଗୁ ରବିବାର ସକାଳେ ଭୁବନେଶ୍ୱରସ୍ଥିତ ଫରେଷ୍ଟ ପାର୍କ ଖୋଲିବା ପରେ ଲୋକମାନେ ପ୍ରାତଃଭ୍ରମଣ କରୁଛନ୍ତି। ପ୍ରବଳ ଖରାରୁ ରକ୍ଷା ପାଇବା...

ଓଡ଼ିଶା: ଆଜିର ଫଟୋ

ବାତ୍ୟା ‘ଅମ୍ପନ’ ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟର ଅନେକ ସ୍ଥାନରେ ଭୀଷଣ ବର୍ଷା ଓ ପବନ ଅନୁଭୂତ ହୋଇଛି   ବାତ୍ୟା ‘ଅମ୍ଫନ’ ପ୍ରଭାବରେ...

ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ଅମାବାସ୍ୟାରେ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁ ପୁରୀଘାଟ ଦେବୀଗଡ଼ା କାଠଯୋଡି ନଦୀତଟ ପାର୍ଶ୍ୱରେ ଥିବା ବରଗଛ ମୂଳରେ ସାବିତ୍ରୀ ବ୍ରତପୂଜା କରୁଥିବା ବିହାରୀ...

ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ବ୍ରତ ପାଇଁ ଫଳ ଓ ସାଢି ଦୋକାନରେ ଗହଳି ଲାଗି ରହିଛି ସାବିତ୍ରୀ ବ୍ରତ ପାଇଁ ଦୋଳମୁଣ୍ଡାଇ ଛକଠାରେ ମହିଳାମାନେ ଶଙ୍ଖ ଓ ପୂଜା...

Leave a comment

Your email address will not be published. Required fields are marked *