ଓଡ଼ିଶା: ଆଜିର ଫଟୋ


ଲକଡାଉନ ୩.୦ର ଶେଷ ଦିନରେ ରାଜଧାନୀ ଭୁବନେଶ୍ୱରର କିଛି ଦୃଶ୍ୟ

 

ସାବିତ୍ରୀ ବ୍ରତ ଉପଲକ୍ଷେ କଟକ ଛତ୍ରବଜାର ଫଳ ମାର୍କେଟରେ ଏକ ନଡ଼ିଆ ଟ୍ରକ ଖଲାସ କରାଯାଉଛି

 

କଟକର ଯୋବ୍ରା ନିକଟରେ କିଛି ଶ୍ରମିକ ଟାଣ ଖରାରେ ବିଦ୍ୟୁତଖୁଣ୍ଟରେ ବସି ମରାମତି କରୁଛନ୍ତି

 

କଟକ ମାତୃଭବନ ନିକଟରେ ଥିବା ପରିବା ବଜାରରେ ପ୍ରବଳ ଭିଡ଼

 

ଭୁବନେଶ୍ୱର ଜୟଦେବବିହାର ରାସ୍ତାରେ ତାମିଲନାଡ଼ୁରୁ ଆସିଥିବା ପ୍ରବାସୀଙ୍କୁ ଜଣେ କମିଶନରେଟ ପୋଲିସ କର୍ମଚାରୀ ଶୋଷ ମେଣ୍ଟାଇବା ଲାଗି ପିଇବା ପାଣି ଦେଉଛନ୍ତି

 

କଟକ ତଳଦଣ୍ଡା କେନାଲରେ ବତକମାନେ ବିଚରଣ କରୁଛନ୍ତି

 

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜଣେ ବ୍ୟକ୍ତି ଜାଲ ତିଆରି କରୁଛନ୍ତି


All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ

ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରକ୍ଷା ହେଉ ନଥିବାରୁ ୟୁନିଟ-୧ ରାସ୍ତାପାର୍ଶ୍ଵରେ ଥିବା ଦୋକାନଗୁଡିକୁ ବିଏମସି ପକ୍ଷରୁ ଉଛେଦ କରାଯାଉଛି   ଯାନବାହନ ଚଳାଚଳ କଟକଣା କୋହଳ...

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୩.୦ରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ   କରୋନା ସଚେତନତା ପାଇଁ କଟକ ପୁରୀଘାଟ ନିକଟରେ ବୁଲୁଥିବା ଯାନ   ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ...

ଓଡ଼ିଶା: ଆଜିର ଫଟୋ

୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ କୋହଳ ଯୋଗୁ ରବିବାର ସକାଳେ ଭୁବନେଶ୍ୱରସ୍ଥିତ ଫରେଷ୍ଟ ପାର୍କ ଖୋଲିବା ପରେ ଲୋକମାନେ ପ୍ରାତଃଭ୍ରମଣ କରୁଛନ୍ତି। ପ୍ରବଳ ଖରାରୁ ରକ୍ଷା ପାଇବା...

ଓଡ଼ିଶା: ଆଜିର ଫଟୋ

ଦରଘାବଜାର ସ୍ଥିତ କ୍ୟୁଡମ୍‌-ଇ-ରସୁଲ ବନ୍ଦ ଥିବା ବେଳେ କରୋନା କଟକଣାକୁ ମାନି ପବିତ୍ର ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ମୁସଲମାନଧର୍ମୀ ବ୍ୟକ୍ତି ନମାଜ ପାଠ କରୁଛନ୍ତି। ସରକାରଙ୍କ...

ଓଡ଼ିଶା: ଆଜିର ଫଟୋ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ କଟକରେ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ରସୁଲଗଡ଼ ଆଶ୍ରମ ସ୍କୁଲରେ ପ୍ରବାସୀ ଓଡ଼ିଆଙ୍କୁ ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଉଛି। ଖାଦ୍ୟଦେବା...

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୪.୦: ସ୍ୱାଭାବିକ ହେଉଛି ରାଜଧାନୀ ଭୁବନେଶ୍ୱର   ପବିତ୍ର ରମଜାନ ମାସ ଲାଗି କଟକ କେଶରପୁରରେ ଆରମ୍ଭ ହେଲାଣି ଲଚ୍ଛା ବିକ୍ରି   ରାଜଧାନୀରେ...

ଓଡ଼ିଶା: ଆଜିର ଫଟୋ

ବାତ୍ୟା ‘ଅମ୍ପନ’ ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟର ଅନେକ ସ୍ଥାନରେ ଭୀଷଣ ବର୍ଷା ଓ ପବନ ଅନୁଭୂତ ହୋଇଛି   ବାତ୍ୟା ‘ଅମ୍ଫନ’ ପ୍ରଭାବରେ...

Leave a comment

Your email address will not be published. Required fields are marked *