ପେଟ୍ରୋଲ , ଡିଜେଲ ଉପରେ ବଢିଲା ଭ୍ୟାଟ୍‌

 

ଭୁବନେଶ୍ୱର,୧୭।୫ : ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍‌ ବଢାଇଛନ୍ତି। ପେଟ୍ରୋଲ ଉପରେ ଭ୍ୟାଟ୍‌ ୨୬%ରୁ ୩୨%କୁ ବଢିଛି। ଫଳରେ ପେଟ୍ରୋଲ ଲିଟର ପିଛା ଦର ୩.୧୧ ଟଙ୍କା ବଢି ରିଟେଲ ମୂଲ୍ୟ ୭୧.୬୯ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ଉପରେ ଏହା ଭ୍ୟାଟ୍‌ ୨୬%ରୁ ୨୮%କୁ ବଢିବା ଯୋଗୁ ଏହାର ମୂଲ୍ୟ ୧.୦୩ ଟଙ୍କା ବୃଦ୍ଧି ଘଟି ଲିଟର ପିଛା ମୂଲ୍ୟ ୬୭.୭୩ ଟଙ୍କା ଛୁଇଁଛି। ଏହି ବର୍ଦ୍ଧିତ ଦର ଶନିବାର ମଧ୍ୟ ରାତ୍ରିଠାରୁ ଲାଗୁ ହେବ। ନୂଆଦର ଲାଗୁ ହେବା ପରେରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୧୬.୬୦ ଟଙ୍କା ଏବଂ ୧୪.୩୪ ଟଙ୍କା ଭ୍ୟାଟ୍‌ ସଂଗ୍ରହ କରୁଛନ୍ତି।


All Right Reserved By Dharitri.Com

ଶୁକ୍ରବାର ସୁପ୍ରିମକୋର୍ଟରେ ମାଲ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୩୦-୭: ସମ୍ପତ୍ତି ବାଜ୍ୟାପ୍ତ କରିବା ଉପରେ ରହିତାଦେଶ ଜାରି କରିବା ଲକ୍ଷ୍ୟରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ଆସନ୍ତା...

ପବ୍ଲିକ ହେଲ୍‌ଥରେ ଅଧିକ ନିବେଶ ହେବ

ନୂଆଦିଲ୍ଲୀ,୧୮।୫: ପବ୍ଲିକ୍‌ ହେଲ୍‌ଥ ସିଷ୍ଟମରେ ସରକାର ଅଧିକ ପୁଞ୍ଜି ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଥିବା ସ୍ବାସ୍ଥ୍ୟସେବା ଯୋଗାଣ କରୁଥିବା ଅନୁଷ୍ଠାନଗୁଡିକରେ...

ଧାମରା ଏଲ୍‌ଏନ୍‌ଜି ପ୍ରକଳ୍ପରେ ଗେଲ୍‌, ଆଇଓସିଏଲ୍‌ ଅଂଶଧନ ଗ୍ରହଣ ସ୍ଥିତି ଅସ୍ପଷ୍ଟ

ନୂଆଦିଲ୍ଲୀ,୯-୭: ଓଡିଶାର ଧାମରାଠାରେ ଆଦାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଏଲ୍‌ଏନ୍‌ଜି ପ୍ରକଳ୍ପରେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସିଏଲ୍‌) ଏବଂ ଗ୍ୟାସ ଅଥରିଟି ଇଣ୍ଡିଆ ଲିମିଟେଡ(ଗେଲ୍‌)...

ପିଏମ୍‌-କେୟାର୍ସ ପାଣ୍ଠିକୁ ୧୫୧ କୋଟି ଦେବ ରେଲଓ୍ବେ

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗଠନ କରିଥିବା ପିଏମ୍‌-କେୟାର୍ସ ପାଣ୍ଠିକୁ ରେଲଓ୍ବେ ୧୫୧ କୋଟି ଟଙ୍କା ଦାନ କରିବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର...

ବିଦେଶୀ ନିବେଶକ ପ୍ରତ୍ୟାହାର କରିଛନ୍ତି ୩୮,୯୩୦ କୋଟି

ନୂଆଦିଲ୍ଲୀ, ୩-୯: ଘରୋଇ ବଜାରର ଆର୍ଥତ୍କ ସ୍ଥିତି ଭଲ ନଥିବାରୁ ଏହାର ପ୍ରଭାବ ବିଦେଶୀ ପୁଞ୍ଜି ନିବେଶକଙ୍କ ଉପରେ ପଡିଛି। ଏଥି ଲାଗି ନିବେଶକଙ୍କ ମନୋଭାବ...

ମାସେ ବଢ଼ିଲା ଜିଏସ୍‌ଟି କମ୍ପୋଜିଶନ ସ୍କିମ୍‌ ବାଛିବା ସମୟ

ନୂଆଦିଲ୍ଲୀ,୪-୭: ଆୟକର ବିଭାଗ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସେବା ପ୍ରଦାନକାରୀ କମ୍ପାନୀଙ୍କୁ ଜିଏସ୍‌ଟି କମ୍ପୋଜିଶନ ସ୍କିମ୍‌ ବାଛିବା ଲାଗି ଆହୁରି ଏକ...

ଆମେରିକାରୁ ଆମଦାନୀ ହେବ ବାର୍ଷିକ ୫୦ ଲକ୍ଷ ଟନ ଏଲ୍‌ଏନ୍‌ଜି

ହ୍ୟୁଷ୍ଟନ,୨୩-୯: ଆମେରିକାର ପ୍ରାକୃତିକ ଗ୍ୟାସ୍‌ ଯୋଗାଣକାରୀ କମ୍ପାନୀ ଟେଲ୍ୟୁରିୟନ ଇଙ୍କ୍‌ ଓ ଭାରତର ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି କମ୍ପାନୀ ଲିମିଟେଡ ମଧ୍ୟରେ ରବିବାର ଏକ ମେମୋରାଣ୍ଡମ ଅଫ୍‌...

ବ୍ୟାଙ୍କଗୁଡ଼ିକୁ ମିଳିବ ୫୫,୨୫୦ କୋଟି ପୁଞ୍ଜି

ନୂଆଦିଲ୍ଲୀ,୩୧-୮: କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରାମନ୍‌ ଶୁକ୍ରବାର ୧୦ ବ୍ୟାଙ୍କ ମିଶ୍ରଣ ହେବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଋଣ ଅଭିବୃଦ୍ଧି ତଥା ନିୟମକୀୟ...

Leave a comment

Your email address will not be published. Required fields are marked *