ଦିନ ମଜୁରିଆଙ୍କୁ ସହାୟତା ଲାଗି ଆଗକୁ ଆସିଲେ ଦବଙ୍ଗ ଗର୍ଲ: ନିଲାମ କରିବେ ନିଜ ପେଣ୍ଟିଂ

ବମ୍ବେ: ମହାମାରୀ କରୋନା ଏବେ ବୈଶ୍ୱିକ ବିପତ୍ତି ଭାବେ ଉଭା ହୋଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ହେଲେ ଏଥିରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା ଶ୍ରମିକମାନେ। ଲକ୍‌ଡାଉନ୍‌ ସମୟରେ କାମ ପାଉ ନ ଥିବା ହେତୁ ସେମାନେ ଘରବାହୁଡ଼ା ହେଉଛନ୍ତି, ଯାହା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଭଳିସ୍ଥିତିରେ ସେମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଅନେକ ସହୃଦୟ ବ୍ୟକ୍ତି, ନେତା ଏବଂ ଅଭିନେତା ଆଗକୁ ଆସୁଛନ୍ତି। ସେମିତି ଜଣେ ହେଲେ ଶତୃଘ୍ନ ଲଳନା ତଥା ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା।

ସୋନାକ୍ଷୀ ଦିନ ମଜୁରିଆମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବେ। ଏଥିପାଇଁ ସେ ନିଜର ପେଣ୍ଟି(ଚିତ୍ର)କୁ ନିଲାମ କରିବାକୁ ଯାଉଛନ୍ତି। ନିଜ ସୋସିଆଲ ହ୍ୟାଣ୍ଡେଲରେ ସେ ଏହା ଜଣାଇଛନ୍ତି। ଫ୍ୟାନ୍‌କାଇଣ୍ଡ ସଂସ୍ଥା ସହ ସେ ଜଡ଼ିତ ହୋଇଛନ୍ତି। ଏଥିରେ ସବୁଠାରୁ ଅଧିକ ଅର୍ଥ ପ୍ରଦାନକାରୀ ତାଙ୍କର କଳାକୃତିକୁ ପାଇପାରିବ।

ତେବେ ସୋନାକ୍ଷୀ ନିଜ ପୋଷ୍ଟରେ କହିଛନ୍ତି, ମୁଁ ନିଜର କାନ୍‌ଭାସ୍‌ ଓ ସ୍କେଚ୍‌କୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ମୁଁ ହୃଦୟ ସହକାରେ ତିଆରି କରିଛି। ଏବେ ନିଲାମରୁ ମିଳୁଥିବା ଟଙ୍କାରୁ ଦିନ ମଜୁରିଆମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଯିଏ ବି ନିଲାମ ଜିତିବେ, ସେ ମୋ ଚିତ୍ରକୁ ଭଲରେ ରଖିବେ ବୋଲି ସେ କହିଛନ୍ତି।

 


All Right Reserved By Dharitri.Com

ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ ମୁଭି ‘ସିଙ୍ଘମ’ରେ ନଜର ଆସିଥିବା ନାୟିକା କାଜଲ ଅଗ୍ରଓ୍ବାଲ ନିକଟରେ ଏକ ସାକ୍ଷାତ୍‌କାରରେ ନିଜ ବିବାହକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ଏବେ...

ଫିଲ୍ମ ଦେଖିବାକୁ ଆଦୌ ପସନ୍ଦ କରୁ ନ ଥିଲେ ବାପୁ, ଜୀବନରେ ଦେଖିଥିଲେ ମାତ୍ର ଏହି ୨ଟି ଫିଲ୍ମ

ସାରା ଦେଶ ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସ ପାଳନ କରୁଛି। ଏହି ଅବସରରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବାପୁଙ୍କ ସ୍ମୃତି...

ନିକ୍‌ଙ୍କ ବୟସ କମାଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ବୟସ କମ୍‌ ଲେଖି ଟ୍ରୋଲ୍‌ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିକ୍‌ ଟକିଲା ବ୍ରାଣ୍ଡ୍‌...

ଅମିତାଭ୍‌ଙ୍କ ପସନ୍ଦର ଅଭିନେତ୍ରୀ ଆଲିଆ

ଟିଭି ଶୋ’ ‘କୌନ୍‌ ବନେଗା କରୋଡପତି’(କେବିକେ)ରେ ବିଗ୍‌ ବି ଅମିତାଭ ବଚ୍ଚନ ସବୁବେଳେ ପ୍ରତିଯୋଗୀଙ୍କ ସହ ମଜାଦାର କଥା ଶେୟାର କରିଥାନ୍ତି। ନିକଟରେ କେବିକେ ସିଜିନ୍‌-୧୧ରେ...

ପିତାଙ୍କ ଜନ୍ମଦିନରେ ସ୍ପେଶାଲ ଫଟୋ ଶେୟାର କଲେ ରିଦ୍ଧିମା

ମୁମ୍ବାଇ: ବଲିଉଡ୍‌ ଦୁନିଆର ରୋମାଣ୍ଟିକ୍‌ ନାୟକ ରିଷି କପୁର ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଝିଅ ରିଦ୍ଧିମା କପୁର ସାହନି ପିତା ରିଷିଙ୍କର...

ମର୍ଡର ମିଶନ ଅନ୍ତରାଳେ

‘ହଁ.. ହଁ.. ମୁଁ ଅବିନାଶ, ମୋର ଆରମ୍ଭ ନାହିଁ କି ନାହିଁ ଶେଷ। ମୁଁ ଖୁସି ଥିଲେ ବିନ୍‌ଦାସ ବିଗିଡି ଗଲେ ଖଲାସ..।’ ଏପରି ଏକ...

ଗୁରୁଦିବସରେ ଗୁରୁଙ୍କୁ ଏମିତି ମନେ ପକାଇଲେ ସଲମାନ

ଆଜି ପବିତ୍ର ଗୁରୁଦିବସ। ଗୁରୁଙ୍କ ବିନା ଜୀବନ ଅନ୍ଧକାରମୟ। ତେଣୁ ଗୁରୁଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ। ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌...

ରୁମ୍‌ରେ ଯେଉଁ ମଡେଲଙ୍କ ଲଗାଉଥିଲେ ପୋଷ୍ଟର, ତାଙ୍କୁ କଲେ ବିବାହ: ୨୧ବର୍ଷ ପରେ ହେଲା ବିଚ୍ଛେଦ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ମଙ୍ଗଳବାର ନିଜର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ନଭେମ୍ବର ୨୬ରେ ମଧ୍ୟପ୍ରଦେଶର ଜବଲପୁର ସହରରେ ସେ ଜନ୍ମଗ୍ରହଣ କରିଥିଲେ।...

Leave a comment

Your email address will not be published. Required fields are marked *