କରୋନାକୁ ଜିତିଲେ ୯୪ ବର୍ଷିୀୟ ମହିଳା

ନୂଆଦିଲ୍ଲୀ, ୧୪ା୫: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲାରେ ଜଣେ ୯୪ ବର୍ଷୀୟ ବୃଦ୍ଧା କରୋନାକୁ ପରାସ୍ତ କରିଛନ୍ତି। ସାଙ୍ଗ୍‌ଲିର ମିରାଜ୍‌ ସରକାରୀ ହସ୍ପିଟାଲରେ ସେ ଭୂତାଣୁ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଦୁଇ ସପ୍ତାହ ହେବ ସେ ଆଇସୋଲେଶନ ଓ୍ବାର୍ଡରେ ରହିଆସୁଥିଲେ। ବୟସାଧିକ ସତ୍ତ୍ୱେ ନିଜର ଦମ୍ଭ ଓ ଦୃଢ଼ ମନୋବଳ ଯୋଗୁ ସେ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଉକ୍ତ ମହିଳାଙ୍କ ଆତ୍ମବିଶ୍ୱାସ ଓ ଚିକିତ୍ସା ବିଜ୍ଞାନ ପ୍ରତି ଆସ୍ଥା ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି। ନେଗେଟିଭ୍‌ ବାହାରିବା ପରେ ସେ ଏବେ ଘରକୁ ଫେରିଥିବା ଜଣାପଡ଼ିଛି।


All Right Reserved By Dharitri.Com

ହନିଟ୍ରାପ୍‌ ଗୁମର ଖୋଲିଲେ କିଙ୍ଗ୍‌ପିନ୍‌ ଶ୍ୱେତା: ୨୪ ଛାତ୍ରୀଙ୍କୁ କରାଯାଇଥିଲା ଭିଆଇପିଙ୍କ ଶଯ୍ୟାସଙ୍ଗିନୀ

ଇନ୍ଦୋର,୨୮।୯: ମଧ୍ୟପ୍ରଦେଶ ହନିଟ୍ରାପ୍‌ର ଗୁମର ଖୋଲିବା ସହ ବହୁ ରହସ୍ୟପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଛି। ୧୨ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ୮ ପୂର୍ବତନ ମନ୍ତ୍ରୀ...

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବା ପାଇଁ…

ମେଥି ଓ ଦହି ଶରୀର ପାଇଁ ଉପକାରୀ । ପ୍ରତିଦିନ ମେଥି ଗୁଣ୍ଡ ଖାଇଲେ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୁଏ। ମେଥି ସହିତ...

ଦେବୀ ସରସ୍ବତୀଙ୍କୁ ଅପମାନ କରି ପ୍ରିନ୍ସପାଲ୍‌ ଗିରଫ

ଭୋପାଳ, ୨।୬: ମଧ୍ୟ ପ୍ରଦେଶର ଭୋପାଳରେ ଦେବୀ ସରସ୍ବତୀଙ୍କୁ ଅପମାନ କରିବା ଅଭିଯୋଗରେ ଏକ ସରକାରୀ କଲେଜର ପ୍ରିନ୍ସପାଲ୍‌ଙ୍କୁ ଗିରଫ କରିଛି ପୋଲିସ। ପ୍ରିନ୍ସପାଲ୍‌ ଏସଏସ...

ଏଏପି ବିଧାୟକଙ୍କ ସମର୍ଥକଙ୍କୁ ଗୁଳିମାଡ: ଜଣେ ମୃତ, ଜଣେ ଆହତ

ନୂଆଦିଲ୍ଲୀ,୧୨।୨: ୨୦୧୫ର ସଫଳତା ଦୋହରାଇ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ ପାର୍ଟି(ଏଏପି)ପୁଣିଥରେ ଦିଲ୍ଲୀ ବିଧାନସଭା ଦଖଲ କରିଛି। ୭୦ ଆସନ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନରେ...

ସରକାରୀ ସ୍କୁଲ-କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ସରକାରୀ ସ୍କୁଲ ଓ କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷରକୁ ଉଦ୍ଧବ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନ୍‌ସିପିର ରାଷ୍ଟ୍ରୀୟ...

ବ୍ରିଟେନ୍‌ ମହାରାଣୀ ପିନ୍ଧି ସାରିଛନ୍ତି ୫ହଜାର ପ୍ରକାରର ଟୋପି

ବ୍ରିଟେନ୍‌ରେ ଲୋକେ ହ୍ୟାଟ୍‌ ବା ଟୋପି ପିନ୍ଧିବାକୁ ବେଶି ପସନ୍ଦ କରିଥାଆନ୍ତି। ବିବାହ ହେଉ ଅବା ଅନ୍ୟ କୌଣସି ଉତ୍ସବ ଅଧିକାଂଶ ଲୋକେ ଟୋପି ପିନ୍ଧିବାକୁ...

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ୯ ମାସ ମଧ୍ୟରେ ରାୟ ଦିଅ; ସ୍ବତନ୍ତ୍ର ବିଚାରପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୦ା୭(ପି.ଟି.) : ବହୁଚର୍ଚ୍ଚିତ ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଆଗାମୀ ୯ ମାସ ମଧ୍ୟରେ ରାୟ ପ୍ରଦାନ କରିବାକୁ...

ମଣ୍ଡିରେ ଲାଗିଲା ନିଆଁ: ପୋଡ଼ି ପାଉଁଶ ହେଲା ୧୭୦ ଟନ୍‌ ଗହମ

ଅମ୍ବାଲା,୧୪।୭: ହରିୟାଣାର ଅମ୍ବାଲାସ୍ଥିତ ଖାଦ୍ୟଶସ୍ୟ ମଣ୍ଡିରେ ରବିବାର ଭୋର୍‌ ୪ଟା ୩୦ରେ ନିଆଁ ଲାଗି ପ୍ରାୟ ୧୭୦ ଟନ୍‌ ଗହମ ଜଳି ପାଉଁଶ ହୋଇ ଯାଇଛି।...

Leave a comment

Your email address will not be published. Required fields are marked *