ଲକ୍‌ଡାଉନ୍‌ରେ ଘରେ ବସି ବୋର୍‌ ହେଲେଣି ସୋନମ

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସବୁବେଳେ ସକ୍ରିୟ। ପ୍ରତିଦିନ ସେ କିଛି ନା କିଛି ଫଟୋ ଶେୟାର କରିଥାନ୍ତି। ଏବେ କିନ୍ତୁ ସେ କିଛି ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଏଥିସହ ଫଟୋରେ ସେ ଲେଖିଥିବା କ୍ୟାପ୍‌ସନ୍‌କୁ ମଧ୍ୟ ଲୋକେ ବହୁତ ପସନ୍ଦ କରୁଛନ୍ତି। ପ୍ରକୃତ କଥାଟା ହେଲା ସୋନମ ଏବେ ଘରେ ରହି ବୋର୍‌ ହୋଇଯାଇଛନ୍ତି। ତେଣୁ ସେ ନିଜର ଭିନ୍ନ ଭିନ୍ନ ୩ଟି ଫଟୋ ସେୟାର କରିବା ସହ କ୍ୟାପ୍‌ସନ ଲେଖିଛନ୍ତି, ‘ହେ ଭଗବାନ ମୁଁ କ’ଣ କରିବି’। ଏହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ପ୍ରକାଶ କରୁଛନ୍ତି।


All Right Reserved By Dharitri.Com

କଷ୍ଟ୍ୟୁମ ଦାମ୍‌ ୧.୫କୋଟି

କରୀନା କପୁର ଥରେ ନିଜ କଷ୍ଟ୍ୟୁମ ପାଇଁ ଚର୍ଚ୍ଚାର ପରିସରକୁ ଆସିଥିଲେ। ମଧୁର ଭଣ୍ଡାରକରଙ୍କ ‘ହିରୋଇନ୍‌’ ଫିଲ୍ମରେ ସେ ଏକ କଷ୍ଟ୍ୟୁମ ପିନ୍ଧିଥିଲେ, ଯାହାର ଦାମ୍‌...

ଅମିତାଭ ଛାଡ଼ିଥିଲେ ଏହି ଫିଲ୍ମ, ଅମୀର କହିବା ପରେ ପୁଣି ଫେରିଥିଲେ

ମୁମ୍ବାଇ: ଫିଲ୍ମ ‘ଝୁଣ୍ଡ୍‌’ରେ ଅମିତାଭ ବଚ୍ଚନ ଜଣେ ଅବସରପ୍ରାପ୍ତ ସ୍ପୋର୍ଟସ ପ୍ରଫେସର ଭୂମିକାରେ ଅଭିନୟ କରୁଥିଲେ। ଯିଏକି, ବସ୍ତିପିଲାଙ୍କୁ ଫୁଟବଲ୍‌ ଖେଳ ଶିଖାଉଥିଲେ। ଏକ ସୂତ୍ରରୁ...

ଓ୍ବେଟ୍‌ ଲିଫ୍ଟିଙ୍ଗ କରିବାକୁ ଭଲଲାଗେ

ସୁରମୟୀ ମହାପାତ୍ର। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ନାୟିକା। ରିଅଲିଟି ଶୋ ‘ମୁଁ ବି ହିରୋଇନ୍‌ ହେବି’ ସିଜନ୍‌-୨ର ବିଜେତା ସୁରମୟୀ ପ୍ରଥମେ ‘ଭଲପାଏ...

ଫିଲ୍ମ ପାଇଁ ଅଫର ପ୍ରେରଣାଦାୟୀ: ତବୁ

ମୁମ୍ବାଇ: ଫିଲ୍ମ ପାଇଁ ଅଫର ମିଳିବା ପ୍ରେରଣାଦାୟକ ବୋଲି ବଲିଉଡ୍‌ ଅଭିନେତ୍ରୀ ତବୁ ପ୍ରକାଶ କରିଛନ୍ତି। ସେ ଅଧିକ ଆଶା କରୁ ନ ଥିଲେ ମଧ୍ୟ...

ବିୟୁଟି, ବ୍ରେନ୍‌ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ କାବ୍ୟା କିରଣ

ମୁମ୍ବାଇ: ବଲିଉଡ୍‌ ସହ କିଛି ଆଞ୍ଚଳିକ ଭାଷାର ଫିଲ୍ମରେ କାମ କରିଥିବା ଅଭିନେତ୍ରୀ କାବ୍ୟା କିରଣ ଏବେ ବେଶ୍‌ ପରିଚିତ। ତାଙ୍କୁ ଏବେ ବିୟୁଟି, ବ୍ରେନ୍‌...

ଫଟୋ ଶେୟାର କରି ପିତାଙ୍କୁ ମନେ ପକାଇଲେ ଅମିର

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’କୁ ନେଇ ଅମିର ଆଜିକାଲି ବହୁ ବ୍ୟସ୍ତ ରହୁଛନ୍ତି। ଏବେ ଏଥିରୁ କିଛି ସମୟ ବାହାର କରି ସୋସିଆଲ...

ଲମ୍ବା ରେସ୍‌ର ଘୋଡ଼ା

ମନୋଜ କୁମାର ବରାଳ ଓରଫ ଗୁଲସନ୍‌। ସ୍କୁଲରେ ପଢ଼ିବା ବେଳେ ଏକକ ଅଭିନୟ ତାଙ୍କ ମନରେ ଅଭିନୟର ଆଶା ଜାଗ୍ରତ କରିଥିଲା। କଲେଜରେ ପଢ଼ିବା ସମୟରେ...

କୁଣ୍ଡେ ପାଣିରେ ଗଣେଶ ମୂର୍ତ୍ତି ବିସର୍ଜନକଲେ ରବିନା ଟଣ୍ଡନ

୧୦ ଦିନ ଧରି ଗଣପତିଙ୍କ ଆରାଧନା କରିବା ପରେ ଶେଷରେ ତାଙ୍କୁ ଧୁମଧାମରେ ବିଦାୟ ଦେଇଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ। ଏଥର ସେ ନିଜ ଘରେ...

Leave a comment

Your email address will not be published. Required fields are marked *