ବିଦେଶ ଗସ୍ତରେ ଥାଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ବିଶ୍‌କେକ୍‌/ଗାନ୍ଧୀନଗର,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ଯୋଗ ଦେବା ଲାଗି କିର୍‌ଗିଜସ୍ଥାନ ରାଜଧାନୀ ବିଶ୍‌କେକ୍‌ ଯାତ୍ରା କରିଛନ୍ତି। ହେଲେ ଏପଟେ ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟ ନିକଟବର୍ତ୍ତି ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ଥିବାରୁ ଏହାକୁ ନେଇ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି। ବିଶ୍‌କେକ୍‌ ପହଞ୍ଚିବା ପରେ ତୁରନ୍ତ ସେ ବାତ୍ୟା ମୁକାବିଲା ସମ୍ପର୍କରେ ରୂପାନୀଙ୍କ ସହ କଥା ହୋଇଛନ୍ତି। ଏନେଇ କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ରୂପାନୀଙ୍କୁ କହିଥିବା ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ।


All Right Reserved By

ଆମେରିକୀୟ ଫାଇନାନ୍ସରଙ୍କ ଆତ୍ମହତ୍ୟା

ନ୍ୟୁୟର୍କ,୧୧ା୮(ଏଏଫ୍‌ପି): ଏକ ଲଜ୍ଜାଜନକ ଘଟଣାରେ ଜେଲରେ ରହିଥିବା ଆମେରିକୀୟ ଫାଇନାନ୍ସର ଜେଫ୍‌ରି ଏପ୍‌ଷ୍ଟାଇନ୍‌ ଆତ୍ମହତ୍ୟା କରିଛନ୍ତି। ସେ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଯୌନଶୋଷଣ ଲାଗି...

ମାର୍କ ଟୁଲିଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ

ଲଣ୍ଡନ,୩୦ା୬(ପି.ଟି.):ବିଶିଷ୍ଟ ବ୍ରିଟେନ ଖବରଦାତା ସାର୍‌ ମାର୍କ ଟୁଲିଙ୍କୁ ବ୍ରିଟିଶ-ଭାରତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ‘ଜୀବନବ୍ୟାପୀ ସଫଳତା ପୁରସ୍କାର’ ମିଳିଛି। ଟୁଲି ବିବିସିର ପୂର୍ବତନ ବ୍ୟୁରୋ...

ମହିଳାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଜୀବନ ଦେଲା ପୋଷା କୁକୁର

ଓ୍ବାଶିଂଟନ,୩୧।୫: ଆମେରିକାର ଭର୍ଜିନିୟାରୁ ଏମିତି ଏକ ଖବର ଆସିଛି ଯେଉଁଠି ଜୀବନ, ମୃତ୍ୟୁ, ଜିଦ୍‌ ଆଉ ଇଚ୍ଛାର ଏକ ମିଶ୍ରଣ ଦେଖିବାକୁ ମିଳିଛି। ଜଣେ ମହିଳା...

ଉଦ୍ଧାର ହୋଇଥିବା ୪ ପର୍ବତାରୋହୀଙ୍କ ମୃତ ଦେହ ଚିହ୍ନଟ ପାଇଁ ସହାୟତା ଲୋଡିଲା ନେପାଳ

କାଠମାଣ୍ଡୁ,୯।୬: ଏଭରେଷ୍ଟ ଗିରି ଶୃଙ୍ଗ ଆରୋହଣ ବାଟରୁ ଉଦ୍ଧାର ହୋଇଥିବା ୪ ପର୍ବତାରୋହୀଙ୍କ ମୃତ ଦେହ ଚିହ୍ନଟ ପାଇଁ ନେପାଳ ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡିଛି। ମୃତ...

ମହାରାଣୀଙ୍କ ପାଖରେ ଚାକିରି କଲେ ମାସକୁ ଦରମା ୨୬ ଲକ୍ଷ

ଲଣ୍ଡନ,୨୨।୫: ମାସକୁ ଦରମା ୨୬ ଲକ୍ଷ। ଶୁଣିଲେ ଯେକେହି ଚକିତ ହୋଇଯିବେ। ତେବେ ଏହା ସତ୍ୟ, ବ୍ରିଟେନ୍‌ ମହରାଣୀ ଏଲିଜାବେଥ୍‌ଙ୍କ ରୟାଲ ହାଉସ୍‌ରେ ଏଭଳି ଏକ...

ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଆହ୍ବାନ

କଲମ୍ବୋ,୧୦ା୬(ପି.ଟି.): ଦ୍ୱିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ଚରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଲମ୍ବୋରେ ପହଞ୍ଚତ୍ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଓ ଅନ୍ୟ ଶୀର୍ଷ ନେତାମାନଙ୍କ...

ହଂକଂରେ ବିକ୍ଷୋଭ ବେଳେ ପୁଣି ହିଂସା

ହଂକଂ,୧୬ା୯(ଏଏଫ୍‌ପି): ଦୀର୍ଘଦିନ ଧରି ହଂକଂରେ ଚାଲିଥିବା ସରକାର ବିରୋଧୀ ବିକ୍ଷୋଭ ରବିବାର ପୁଣିଥରେ ହିଂସାତ୍ମକ ରୂପ ନେଇଛି। ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭକାରୀଙ୍କୁ ତଡ଼ିବା ପାଇଁ ହଂକଂର...

ଆତ୍ମହତ୍ୟା ପାଇଁ ଗିଳିଥିଲେ ଟୁଥ୍‌ବ୍ରସ୍‌: ୨୦ ବର୍ଷ ପରେ ଅପରେଶନ୍‌ରେ ବାହାରିଲା

ବେଜିଂ,୧୩।୮: ଚାଇନାରେ ଜଣେ ବ୍ୟକ୍ତିଙ୍କ ପେଟରୁ ଏକ ଟୁଥ୍‌ବ୍ରସ୍‌ ବାହାର କରାଯାଇଛି। ପେଟରେ ଲଗାତାର ଯନ୍ତ୍ରଣା ହେବାରୁ ଡାକ୍ତର ଅପରେଶନ କରି ଏହାକୁ ବାର କରିଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *