ଭାରତ-ଇଂଲଣ୍ଡ ମଧ୍ୟରେ ହେବ ଫାଇନାଲ୍‌: ଗୁଗୁଲ ସିଇଓ ସୁନ୍ଦର ପିଚାଇ

ଓ୍ବାଶିଂଟନ,୧୩।୬: ଏବେ କ୍ରିକେଟ୍‌ ବିଶ୍ୱ କପ୍‌ ନେଇ ବେଶ୍‌ ଲୋକଙ୍କ ମଧ୍ୟରେ ଉତ୍ସାହ ଜାରି ରହିଛି। ତେବେ ଫାଇନାଲରେ ମୁକାବିଲା କେଉଁ ଦୁଇ ଦେଶ ମଧ୍ୟରେ ହେବ ତାହା ଜଣାପଡ଼ି ନ ଥିବାବେଳେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ମନ୍ତବ୍ୟ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସୁନ୍ଦର କହିଛନ୍ତି ଫାଇନାଲ୍‌ରେ ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଭଲ ଟିମ୍‌। ମାତ୍ର ଫାଇନାଲ୍‌ରେ ଭାରତ-ଇଂଲଣ୍ଡ ଖେଳିବା ସମ୍ଭାବନା ଅଧିକ ଥିବା ସୁନ୍ଦର କହିଛନ୍ତି। ସୁନ୍ଦରଙ୍କ ମନ୍ତବ୍ୟ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଭିନ୍ନ ଭିନ୍ନ କମେଣ୍ଟ ଆସିବାରେ ଲାଗିଛି।


All Right Reserved By

ଇମ୍ରାନଙ୍କ ଧମକ: କହିଲେ, ଭାରତ ସହ ଯୁଦ୍ଧ ଚାହୁଁନୁ, ସୁଯୋଗ ମିଳିଲେ ଦେବୁ ଦୃଢ ଜବାବ

ଇସଲମାବାଦ୍‌,୯।୮: ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ। ଭାରତଠାରୁ ବ୍ୟାପାରିକ ଏବଂ କୁଟନୈତିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ଭାରତ ସହ ଆମେ...

କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ଅଧା କପ୍‌ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

ବାସୋପଯୋଗୀ ଗ୍ରହର ସନ୍ଧାନ କରିବ ବୃହତ୍ତମ ଟେଲିସ୍କୋପ୍‌

ବେଜିଂ: ବିଶ୍ୱର ସର୍ବବୃହତ୍‌ ରେଡିଓ ଟେଲିସ୍କୋପ୍‌ ମହାକାଶରେ ପୃଥିବୀ ଭଳି ଗ୍ରହର ସନ୍ଧାନ କରିବା ସହ ଏଲିଅନ୍‌ଙ୍କ ସଙ୍କେତକୁ ଖୋଜିପାଇବ। ଏହି ସେନ୍‌ସିଟିଭ୍‌ ଟେଲିସ୍କୋପ୍‌ ମହାକାଶରେ...

ନିଆଁ ସହ ଖେଳୁଛି ଇରାନ୍‌: ଟ୍ରମ୍ପ୍‌ଙ୍କ ଚେତାବନୀ

ଓ୍ବାଶିଂଟନ,୨।୭: ଇରାନ୍‌ ପରମାଣୁ ଚୁକ୍ତିର ଉଲ୍ଲଂଘନ କରି ନିଆଁ ସହିତ ଖେଳୁଛି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଇରାନ୍‌ ସୀମାରେ ୟୁରାନିୟମ ପ୍ରବେଶ...

ମହାରାଣୀଙ୍କ ପାଖରେ ଚାକିରି କଲେ ମାସକୁ ଦରମା ୨୬ ଲକ୍ଷ

ଲଣ୍ଡନ,୨୨।୫: ମାସକୁ ଦରମା ୨୬ ଲକ୍ଷ। ଶୁଣିଲେ ଯେକେହି ଚକିତ ହୋଇଯିବେ। ତେବେ ଏହା ସତ୍ୟ, ବ୍ରିଟେନ୍‌ ମହରାଣୀ ଏଲିଜାବେଥ୍‌ଙ୍କ ରୟାଲ ହାଉସ୍‌ରେ ଏଭଳି ଏକ...

ପ୍ରଦୂଷଣ ଦୂର କରିବ ଜୈବ ପରଦା

ଲଣ୍ଡନ: ଲଣ୍ଡନର ଇକୋ-ଲୋଜିକ ଷ୍ଟୁଡିଓ ନାମକ ଏକ ଫାର୍ମ ଜୈବ ପରଦା ବିକାଶ କରିଛନ୍ତି, ଯାହା ଦିନକୁ ଏକ କେଜି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରିବ। ଏହି...

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ...

ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କର: ଚାଇନା

ଜାତିସଂଘ,୧୭ା୮(ପି.ଟି.) : ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଉପାୟରେ କଶ୍ମୀର ପ୍ରସଙ୍ଗର ସମାଧାନ କରନ୍ତୁ ବୋଲି ୟୁଏନ୍‌ଏସ୍‌ସି ରୁଦ୍ଧଦ୍ୱାର ବୈଠକ ପରେ ଚାଇନା ପରାମର୍ଶ ଦେଇଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *