ଟିଭିଏସ୍‌ ୟୁରୋଗ୍ରୀପ୍‌ର ଇ-ଅର୍ଡରିଂ ଫାସିଲିଟି

ନୂଆଦିଲ୍ଲୀ,୧୨।୫: ଟିଭିଏସ୍‌ ଶ୍ରୀଚକ୍ର ଲିମିଟେଡ୍‌ ଇ-ଅର୍ଡରିଂ ଫାସିଲିଟି ଶୁଭାରମ୍ଭ ହୋଇଛି। ରିଟେଲର ଆପ୍‌ ଟିଭିଏସ୍‌ ୟୁରୋଗ୍ରୀପ୍‌ ବନ୍ଧନ ଦ୍ୱାରା ଏହି ସୁବିଧା ଉପଲବ୍ଧ ହେବ। ଅର୍ଡର ପ୍ଲେସିଂ ଏବଂ ଟ୍ରାକିଂ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ବିକ୍ରିର ଡିଜିଟାଇଜେଶନ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବା ନେଇ କମ୍ପାନୀ ଆଶାବାଦୀ ରହିଛି। ରିଟେଲ ପାର୍ଟନରଙ୍କ ଲାଗି କଣ୍ଟାକ୍ଟଲେସ ଅର୍ଡରିଂରେ ଏହା ସହାୟକ ହୋଇପାରିବ।


All Right Reserved By Dharitri.Com

ଆଇଟି ସେକ୍ଟରରେ ଦରମା ତାରତମ୍ୟ;କର୍ମଚାରୀଙ୍କଠୁ ୪୫୫ ଗୁଣା ଅଧିକ ପାଆନ୍ତି ଓ୍ବିପ୍ରୋ ସିଇଓ

ନୂଆଦିଲ୍ଲୀ,୨୭-୭: ଦେଶର ସୂଚନା ପ୍ରଯୁକ୍ତି(ଆଇଟି) କ୍ଷେତ୍ରରେ ଶୀର୍ଷ କମ୍ପାନୀଗୁଡ଼ିକର ସିଇଓ ତଥା କର୍ମଚାରୀଙ୍କ ମଧ୍ୟରେ ବେତନ ତାରତମ୍ୟ କ୍ରମାଗତ ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି...

ଆଇବିସି ସଂଶୋଧନକୁ ସୁପ୍ରିମକୋର୍ଟଙ୍କ ସମର୍ଥନ;ଘର କ୍ରେତାଙ୍କୁ ମିଳିବ ଋଣଦାତାର ମାନ୍ୟତା

ନୂଆଦିଲ୍ଲୀ,୧୦-୮: ଘର କ୍ରେତାଙ୍କୁ ଆଶ୍ୱସ୍ତ କରି ସୁପ୍ରିମକୋର୍ଟ ଶୁକ୍ରବାର ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନକୁ କାଏମ ରଖିଛନ୍ତି। ଘର କ୍ରେତାଙ୍କୁ ଋଣପ୍ରଦାନକାରୀ ବ୍ୟାଙ୍କ ଭଳି...

୯ ମିନିଟ୍‌ର ଲାଇଟ୍ ଅଫ୍‌: ପାୱାର ଗ୍ରୀଡ୍ ବ୍ଲାକ୍‌ଆଉଟ୍ ହେବା ଆଶଙ୍କା !

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ବିରୋଧରେ ଏକଜୁଟ ହେବା ପାଇଁ ରବିବାର ରାତ୍ର ୯ଟାଠାରୁ ୯ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ଦୀପ,...

ସୋମବାର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ,୭-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ଆୟକର ବିଭାଗର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର(ଏନ୍‌ଇଏସି)ର ଶୁଭାରମ୍ଭ କରିବେ। ଏହା ଦ୍ୱାରା ଟିକସଦାତା ଏବଂ ଟିକସ ଅଧିକାରୀଙ୍କ...

ଜି-୨୦ ଅର୍ଥମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବେ ସୀତାରାମନ୍‌

ନୂଆଦିଲ୍ଲୀ,୬-୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜି-୨୦ ଦେଶର ଅର୍ଥମନ୍ତ୍ରୀ ତଥା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରଙ୍କ ସମ୍ମିଳନୀରେ ଯୋଗ ଦେବେ। ଜାପାନରେ ଆସନ୍ତା ୮ରୁ ଦ୍ୱିଦିବସୀୟ ସମ୍ମିଳନୀ...

ବିପିସିଏଲ୍‌ର ଘରୋଇକରଣ ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୩୦-୯: ଦେଶର ଦ୍ୱିତୀୟ ବୃହତ୍ତ ତୈଳ ବିପଣନ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌)ର ଘରୋଇକରଣ ନେଇ ସରକାର ଯୋଜନା ରଖିଛନ୍ତି। ଏହି ପ୍ରସ୍ତାବ ଉପରେ...

୧୭୦୯ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୯-୩: କରୋନା ପ୍ରଭାବରେ ଭାରତୀୟ ଶେୟାର ବଜାର କାରବାର ଲଗାତର ଭାବେ ହ୍ରାସ ପାଇ ଚାଲିଛି। ବୁଧବାର ସେନ୍‌ସେକ୍ସରେ ସୂଚକାଙ୍କ ୧୭୦୯ ପଏଣ୍ଟ ଖସିଥିବା ବେଳେ...

‘ଋଣ ଅସୁଲ ଲାଗି ବାଉନ୍ସର ପଠାଇପାରିବେନି ବ୍ୟାଙ୍କ’

ନୂଆଦିଲ୍ଲୀ,୨-୭: ଋଣ ଅସୁଲ ଲାଗି ବ୍ୟାଙ୍କଗୁଡ଼ିକ ବାଉନ୍ସର ଅଥବା ରିକଭରି ଏଜେଣ୍ଟ ନିଯୁକ୍ତ କରିପାରିବେ ନାହିଁ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଲୋକ...

Leave a comment

Your email address will not be published. Required fields are marked *