କୃତ୍ରିମ ରେଟିନା

ବେଶ୍‌ କିଛିବର୍ଷ ପରିଶ୍ରମ କରିବା ପରେ ଇଂଲଣ୍ଡର ବିଶେଷଜ୍ଞମାନେ କୃତ୍ରିମ ରେଟିନା ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ବିଶେଷଭାବରେ ଏହି ନୂଆ ରେଟିନା ଦୃଷ୍ଟିହୀନମାନଙ୍କ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହେବ ବୋଲି ଜଣାପଡିଛି। ଏହି ଗବେଷଣା ସମୟରେ ବିଶେଷଜ୍ଞମାନେ ଏକ ସୁସ୍ଥ ରେଟିନାର ଆଲୋକ ସମ୍ବେଦୀ କୋଷିକା (ଲାଇଟ୍‌ ସେନ୍‌ସିଟିଭ ସେଲ୍‌)କୁ ପରୀକ୍ଷାମୂଳକ ଭାବରେ ଗୋଟିଏ ଦୃଷ୍ଟିହୀନ ମୂଷା ଚକ୍ଷୁରେ ପ୍ରତିରୋପଣ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ଏହାଦ୍ୱାରା ଉକ୍ତ କୋଷିକା ସେହି ମୂଷାର ଚକ୍ଷୁ ଏବଂ ମସ୍ତିଷ୍କ ମଧ୍ୟରେ ସମନ୍ବୟ ରଖିପାରିଥିଲା। ଏପରି ସଫଳତା ପାଇବା ପରେ ଏହି ପଦ୍ଧତି ମନୁଷ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ସଫଳ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି। ଏପରି କୃତ୍ରିମ ରେଟିନା ତିଆରି କରିବା ପୂର୍ବରୁ ସେମାନେ ଷ୍ଟେମସେଲ୍‌କୁ ୪ ମାସ ପର୍ଯ୍ୟନ୍ତ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ଭିତରେ ରଖିଥିଲେ। ଉକ୍ତ ରେଟିନା ଆଲୋକକୁ ଚକ୍ଷୁରୁ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିବ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


All Right Reserved By Dharitri.Com

ସ୍ବାସ୍ଥ୍ୟପକ୍ଷେ ବହୁ ଉପକାରୀ କଞ୍ଚାକଦଳୀ

କଞ୍ଚାକଦଳୀର ବହୁ ଉପକାରୀ ଗୁଣ ରହିଛି। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହାବ୍ୟତୀତ ଏଥିରେ ଭିଟାମିନ...

ଘରେ ଅସରପା ହେଉଛନ୍ତି କି… ଆପଣାନ୍ତୁ ଏହି ଘରୋଇ ଉପଚାର

ଘର ଅପରିଷ୍କାର ରହିଲେ ଅସରପା ହେବାର ସମ୍ଭାବନା ଥାଏ। ବର୍ଷା ଏବଂ ଶୀତଦିନେ ଏମାନଙ୍କର ସଂଖ୍ୟା ବଢ଼ିଯାଏ। ଅସରପା ଖାଦ୍ୟ ପଦାର୍ଥରେ ବସିବାଠାରୁ ଆରମ୍ଭ କରି...

ଏସବୁ ରୋଗ ଲାଗି ବରଦାନ ସଦୃଶ ତେଜପତ୍ର

ମସଲା ରୂପରେ ବ୍ୟବହାର କରାଯାଉଥିବା ତେଜପତ୍ର ଯେ, କେବଳ ଖାଦ୍ୟକୁ ସ୍ବାଦିଷ୍ଟ କରାଇଥାଏ ତାହା ନୁହେଁ ବରଂ ଏହା ଅନେକ  ରୋଗରୁ ରକ୍ଷା କରିଥାଏ। ଏଥିରେ...

ଉଷୁମପାଣି ଓ ଉଜ୍ଜ୍ୱଳ ତ୍ୱଚା

ଦୈନିକ ଦୁଇରୁ ତିନି ଗ୍ଲାସ୍‌ ଉଷୁମପାଣି ପିଇଲେ ତ୍ୱଚାର ଜଳୀୟାଂଶ ଠିକ୍‌ ରହିଥାଏ। ଫଳରେ ତ୍ୱଚା ରୁକ୍ଷ ଲାଗି ନ ଲାଗି ଚିକ୍କଣ ଏବଂ ଉଜ୍ଜ୍ୱଳ...

ଏପରି ସଜାନ୍ତୁ ଡ୍ରଇଂ ରୁମ୍‌

ଡ୍ରଇଂରୁମ୍‌ର ସାଜସଜ୍ଜା ଆପଣଙ୍କ ସମ୍ପୂର୍ଣ୍ଣ ଘର ସହିତ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଡ୍ରଇଂରୁମ୍‌ କିପରି ସଜାଇବେ ଜାଣିରଖନ୍ତୁ ଟିପ୍ସ.....

ନିଆଁରେ ଶରୀରର କୌଣସି ଅଂଶ ପୋଡିଗଲେ, ଆପଣାନ୍ତୁ ….

ନିଆଁରେ ଶରୀରର କୌଣସି ଅଂଶ ପୋଡ଼ିଗଲେ, ସେହି ସ୍ଥାନ ପ୍ରବଳ ମାତ୍ରାରେ ପୋଡିଥାଏ। ତୁରନ୍ତ ସେହି ସ୍ଥାନରେ  ପାଣି କିମ୍ବା କିମ୍ବା ବରଫ ଲଗାଇଥାଉ। ହେଲେ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ସୋୟାବିନ୍‌

ସୋୟାବିନରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଆଇରନ୍‌ ଏବଂ ଫରଫରସ ପ୍ରଚୁର ପରିମାଣରେ ଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ମଜଭୁତ କରେ ଏବଂ...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି;...

Leave a comment

Your email address will not be published. Required fields are marked *