ବିକଳ୍ପ ମାସ୍କ ଡିଜାଇନ କଲେ ଏସ୍‌ଆର୍‌ଏମ୍‌ ଫାକଲ୍ଟି

ହାଇଦ୍ରାବାଦ,୧୧।୫: ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଡକ୍ଟର ପଞ୍ଚଗୁଣୁଲା ଜୟପ୍ରକାଶ ଏକ ବିକଳ୍ପ ମାସ୍କ ଡିଜାଇନ କରିଛନ୍ତି। ଏହା ଏନ୍‌-୯୫ ମାସ୍କର ବିକଳ୍ପ ଭାବେ କାର୍ଯ୍ୟ କରିପାରିବ। ନୂଆ ମାସ୍କର ଦାମ ମାତ୍ର ୨୦ ଟଙ୍କା ରଖାଯାଇଛି। ଉକ୍ତ ମାସ୍କକୁ ଡିଜାଇନ କରିଥିବା ଡକ୍ଟର ଜୟପ୍ରକାଶ ବର୍ତ୍ତମାନ ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଛନ୍ତି। ଏହାକୁ ସାଧାରଣତଃ ଫେସ୍‌ ସିଲଡ୍‌ କୁହାଯାଉଥିବା ବେଳେ ୩ଡି ପ୍ରିଣ୍ଟିଂ ଟେକ୍ନୋଲୋଜି ସହ ଏହାକୁ ପ୍ରସ୍ତୁତ କରାଯାଉଛି। ଉକ୍ତ ମାସ୍କରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା ଡକ୍ଟର ଜୟପ୍ରକାଶ ମତ ପ୍ରକାଶ କରିଛନ୍ତି। ସରକାର ଯଦି ଏହି ମାସ୍କର ମାର୍କେଟିଂ ଲାଗି ମଞ୍ଜୁରୀ ପ୍ରଦାନ କରନ୍ତି ତେବେ ଏହା ସାଧାରଣ ଲୋକଙ୍କ ଲାଗି ଉପଲବ୍ଧ ହେବ। ଡ. ଜୟପ୍ରକାଶଙ୍କ ଏଭଳି କାର୍ଯ୍ୟଲାଗି ବିଶ୍ୱବିଦ୍ୟାଳୟ ପରିଚାଳନା ଟିମ୍‌ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


All Right Reserved By Dharitri.Com

ଓ୍ବାରେନ ବଫେଟ୍‌ଙ୍କ କ୍ଷତି ୫୦ ବିଲିୟନ ଡଲାର

ଭୁବନେଶ୍ୱର,୩। ୫: କରୋନା ମହାମାରି ଯୋଗୁ ଓ୍ବାରେନ ବଫେଟଙ୍କ ବର୍କସାୟାର ହାଥାଓ୍ବେ ଇଙ୍କ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀକୁ ତ୍ରୈମାସିକ ୫୦ ବିଲିୟନ ଡଲାରର...

ଜଲାନ କମିଟି ସୁପାରିସ୍‌ ବୋର୍ଡରେ ଗୃହୀତ;ସରକାରଙ୍କୁ ୧.୭୬ ଲକ୍ଷ କୋଟି ଦେବ ଆର୍‌ବିଆଇ

ମୁମ୍ବାଇ,୨୭-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କେନ୍ଦ୍ର ସରକାରଙ୍କୁ ବଳକା ପାଣ୍ଠିରୁ ଲାଭାଂଶ ବାବଦରେ ୧.୭୬ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ସୋମବାର ଆର୍‌ବିଆଇର କେନ୍ଦ୍ରୀୟ...

ଭାରତର ଚାପ ଆଗରେ ମୁଣ୍ଡ ନୁଆଇଲା ଆଣ୍ଟିଗୁଆ;ପ୍ରତ୍ୟର୍ପିତ ହେବେ ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ,୨୬-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଆଣ୍ଟିଗୁଆରୁ ପ୍ରତ୍ୟର୍ପିତ ହେବେ। ଆଣ୍ଟିଗୁଆ-ବାରବୁଡା ପ୍ରଧାନମନ୍ତ୍ରୀ...

କଶ୍ମୀରରେ ୧୦ ହଜାର କୋଟିର କାରବାର କ୍ଷତି

ନୂଆଦିଲ୍ଲୀ,୨୯-୧୦: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ନିରାପତ୍ତା ପାଇଁ ଲାଗୁ ହୋଇଥିବା ବିଭିନ୍ନ କଟକଣାର ପ୍ରଭାବ ସେଠାକାର...

ସବୁ କିଛି ଏକାକୀ ସମାଧାନ କରିପାରିବନି ପିଏମ୍‌ଓ: ରାଜନ

ନୂଆଦିଲ୍ଲୀ,୨୨।୫: ଭାରତୀୟ ଅର୍ଥ ବ୍ୟବସ୍ଥାର ଗତି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ନିମ୍ନଗାମୀ ହୋଇ ଚାଲିଥିଲା। ବିଶ୍ୱ ମାନ୍ଦାବସ୍ଥା, ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ...

ଜିଏସ୍‌ଟି ବାର୍ଷିକ ରିଟର୍ନ ଫାଇଲ ସୀମା ବଢ଼ିଲା

ନୂଆଦିଲ୍ଲୀ,୭।୫: ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି)ର ବାର୍ଷିକ ରିଟର୍ନ ଫାଇଲ କରିବା ଶେଷ ସୀମାକୁ ସରକାର ବଢ଼ାଇ ଦେଇଛନ୍ତି।...

ଉତ୍କଳ କନିକା ଗ୍ୟାଲେରିଆର ଶୁଭାରମ୍ଭ

ଭୁବନେଶ୍ୱର,୨୦-୧୨: ଉତ୍କଳ ବିଲଡର୍ସ ପକ୍ଷରୁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ଥାନୀୟ କଳ୍ପନା ଛକରେ ଏହି ମଲ୍‌ ୨.୫ ଲକ୍ଷ...

୨୦୧୮ରେ ବିଶ୍ୱର ବୃହତ ଅର୍ଥନୀତି;୫ରୁ ୭କୁ ଖସିଲା ଭାରତ

ନୂଆଦିଲ୍ଲୀ,୩-୮: ଅର୍ଥନୀତି କ୍ଷେତ୍ରରେ ମୋଦି ସରକାରଙ୍କୁ ଜୋର୍‌ ଝଟକା ଲାଗିଛି। ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ସହ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି...

Leave a comment

Your email address will not be published. Required fields are marked *