Posted inଜାତୀୟ

ପଶ୍ଚିମବଙ୍ଗ ହିଂସାକୁ ନେଇ ରାଜ୍ୟପାଳ ଡାକିଲେ ସର୍ବଦଳୀୟ ବୈଠକ

କୋଲକାତା,୧୩।୬: ଲୋକ ସଭା ନିର୍ବାଚନ ସମୟରୁ ପଶ୍ଚିମବଙ୍ଗରେ ଲାଗି ରହିଥିବା ରାଜନୈତୀକ ହିଂସା ଥିମିବାର ନାଁ ନେଉନି। ଏହା ବେଳକୁ ବେଳ ଉଗ୍ର ହେଉଥିବାରୁ ରାଜ୍ୟପାଳ କେଶରି ନାଥ ତ୍ରିପାଠୀ ପ୍ରମୁଖ ରାଜନୈତୀକ ଦଳଙ୍କର ଏକ ବୈଠକ ଡକାଇଛନ୍ତି। ପତ୍ର ମାଧ୍ୟମରେ ଏହା ସବୁ ଦଳକୁ ଜଣାଇ ଦିଆଯାଇଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ରାଜଭବନ ପରିସରରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ପଶ୍ଚିମବଙ୍ଗରେ ଜାରି ରହିଥିବା ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି।


All Right Reserved By

କଶ୍ମୀରୀ ପଣ୍ଡିତଙ୍କ ମାତୃଭୂମିକୁ ଫେରିବାର ବାଟ ଫିଟିଲା

ନୂଆଦିଲ୍ଲୀ ,୬ା୮(ପି.ଟି.): ୧୯୯୦ରୁ ଉପତ୍ୟକାରୁ ସ୍ଥାନାନ୍ତର ହୋଇଥିବା କଶ୍ମୀରୀ ପଣ୍ଡିତମାନେ ୩୭୦ ଧାରା ଉଚ୍ଛେଦକୁ ପ୍ରଶଂସା କରିଛନ୍ତି। ଏବେ ସମ୍ମାନର ସହ ମାତୃଭୂମିକୁ ଫେରିବାର ବାଟ...

ପ୍ରିୟଙ୍କା ହୁଅନ୍ତୁ କଂଗ୍ରେସ ଅଧ୍ୟକ୍ଷ: ଶତ୍ରୁ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଅଧ୍ୟକ୍ଷ...

ଭୋପାଳ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦେଶର ରାଷ୍ଟ୍ରପତିଙ୍କ ନାମ ଅଜଣା

ଭୋପାଳ,୮।୭: ମଧ୍ୟପ୍ରଦେଶ ଭୋପାଳରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପଦ୍ଧତିରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ଜାରି ରହିଛି। ଏନେଇ ଭୋପାଳ...

ଘରେ ୨୨ଟି ସିସିଟିଭି ଲଗାଇଲେ ସ୍ବାମୀ: ଏକଥା ଜାଣିବାରୁ ସ୍ତ୍ରୀ କଲେ ଏମିତି..

ବେଙ୍ଗାଲୁରୁ, ୨୨।୫: କର୍ନାଟକ ବେଙ୍ଗାଲୁରୁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ଉପରେ ନଜର ରଖିବା ପାଇଁ ଘରେ ୨୨ଟି ସିସିଟିଭି କ୍ୟାମେରା ଲଗାଇଛନ୍ତି...

ପ୍ରଥମ ଦିନରେ ଭାଜପା ରୋଷେଇ ଘରେ କରିଛି ମହଙ୍ଗା ମାଡ଼: ରଣଦୀପ୍‌

ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦାୟିତ୍ୱ ନେବାର ପ୍ରଥମ ଦିନରେ ରୋଷେଇଘରେ ମହଙ୍ଗା ମାଡ଼ କରିଛି। ଏନେଇ ଶନିବାର କଂଗ୍ରେସ ପକ୍ଷରୁ ରଣଦୀପ୍‌ ସିଂ...

ରାଷ୍ଟ୍ରପତିଙ୍କ ଶୋକବ୍ୟକ୍ତ: ଜେଟଲୀଙ୍କ ସ୍ତ୍ରୀ, ପୁଅଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାର ପରଲୋକ ହୋଇଥିବା ବେଳେ ତାଙ୍କ ବିୟୋଗରେ ଭାଙ୍ଗି ପଡିଛନ୍ତି ସମସ୍ତ ପରିବାର ସଦସ୍ୟ। ଏହି ଖବର ଶୁଣିବା...

ମେ ୨୩ ପାଇଁ ପ୍ରସ୍ତୁତି: ମୋଦି ମାସ୍କ ପିନ୍ଧି ଲଡୁ ତିଆରି କରୁଛନ୍ତି ମିଠା କାରିଗର

ମୁମ୍ବାଇ, ୨୧।୫: ଲୋକ ସଭା ନିର୍ବାଚନକୁ ନେଇ ଏକଜିଟ୍‌ ପୋଲ୍‌ ଘୋଷଣା ପରେ ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳନ ପାଇଁ ଚାଲିଛି ପୂର୍ବ ପ୍ରସ୍ତୁତି।...

ସ୍ବାମୀଙ୍କ ମୁଣ୍ଡ କାଟି ଥାଳିରେ ଧରି ଥାନାରେ ପହଞ୍ଚିଲେ ମହିଳା

ଗୁଆହାଟୀ, ୩୦।୫: ଆସାମର ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ସ୍ବାମୀଙ୍କ ମୁଣ୍ଡ କାଟି ପ୍ଲାଷ୍ଟିକ୍‌ ଥାଳିରେ ରଖି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *