Posted inଜାତୀୟ

ହ୍ବିଲ୍‌ ଚେୟାରରେ ବସି କନ୍ୟା ସହ ଆହତ ବର ନେଲେ ସାତ ଫେରା

ଭୋପାଳ,୧୩।୬: ମଧ୍ୟପ୍ରଦେଶରେ ଏକ ବିବାହରେ ଅଜବ ଦୃଶ୍ୟ ଦେଖିବାକୁ ମିଳିିଛି। ସ୍ଥାନୀୟ ବ୍ୟାବରାଠାରେ ଥିବା ବିଠଲ୍‌ ବାଟିକାରେ ଅନୁଷ୍ଠିତ ବିବାହରେ ଆହତ ଅବସ୍ଥାରେ ବର ହ୍ବିଲ୍‌ ଚେୟାରରେ ବସି କନ୍ୟା ସହିତ ସାତ ଫେରା ନେଇଛନ୍ତି। ବର ଦିଲ୍ଲୀପ୍‌ଙ୍କର କନ୍ୟା ଦିପ୍ତୀ ସହିତ ବିବାହ ହେବାର ଥିଲା। ତେବେ ଜୁନ୍‌ ୬ରେ ଏକ ସଡ଼କ ଦୁର୍ଘଟଣାରେ ଦିଲ୍ଲୀପ ଆହତ ହୋଇଥିଲେ। ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଦିଲ୍ଲୀପଙ୍କ ପରିବାର ପକ୍ଷରୁ ବିବାହ ତାରିଖ ଘୁଞ୍ଚାଇବା ପାଇଁ କନ୍ୟାଘରକୁ ପ୍ରସ୍ତାବ ଦେଇଥିଲେ। ତେବେ କନ୍ୟା ଦୀପ୍ତି ଏଥିରେ ଅମଙ୍ଗ ହୋଇଥିଲେ। ତେଣୁ ଦିଲ୍ଲୀପଙ୍କୁ ହ୍ବିଲ୍‌ ଚେୟାରରେ ବସାଇ ବିବାହ ମଣ୍ଡପକୁ ଅଣାଯାଇଥିଲା। ଏହି ବିବାହରେ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ସାଇକେଲରେ ଶପଥ ଗ୍ରହଣ ଉତ୍ସବକୁ ଯିବେ ଏହି ଏମପି

ନୂଆଦିଲ୍ଲୀ,୩୦।୫: ଲେକା ସଭା ନିର୍ବାଚନରେ ଭାଜପା ନେତୃତ୍ୱଧୀନ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହେବା ପରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ...

ସୋନଭଦ୍ରା ଗସ୍ତରେ ଯୋଗୀ ଆଦିତ୍ୟନାଥ

ସୋନଭଦ୍ରା,୨୧।୭: ଜମି ବିବାଦକୁ ନେଇ ଉତ୍ତରପ୍ରଦେଶର ସୋନଭଦ୍ରାରେ ହୋଇଥିବା ନରସଂହାର ପରେ ରାଜନେତାମାନେ ଏଠାକୁ ଗସ୍ତ କରୁଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

ବାଚସ୍ପତି ନିର୍ବାଚନରେ ଭାଗ ନେବନାହିଁ ଭାଜପା

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟରେ ଉଦ୍ଧବ ଠାକରେ ବାଜି ମାରିଲେ ସତ। ହେଲେ ରବିବାର ପୁଣି ଏକ ପରୀକ୍ଷା ଦେବେ ଉଦ୍ଧବ। ରବିବାର ମହାରାଷ୍ଟ୍ର...

ଦିଲ୍ଲୀ ନିର୍ବାଚନ ପରାଜୟ ପରେ ଭାଜପାକୁ ସଂଘର ଚେତାବନୀ: ସବୁବେଳେ ମୋଦି-ଶାହା ଜିତାଇପାରିବେ ନାହିଁ

ନୂଆଦିଲ୍ଲୀ,୨୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ସବୁପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ଭାଜପାକୁ ମାତ୍ର ୮ଟି ଆସନ ମିଳିଛି। ନିର୍ବାଚନରେ ଶୋଚନୀୟ ପରାଜୟକୁ ନେଇ ଦଳ ମନ୍ଥନ...

ଦେଶରେ କରୋନା ନେଲା ୧,୦୭୪ ମୁଣ୍ଡ

ନୂଆଦିଲ୍ଲୀ,୩୦।୪: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁରୁବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩,୦୫୦ରେ ପହଞ୍ଚିଛି। ଏବେ...

ପାକିସ୍ତାନରୁ ମୋଦିଙ୍କୁ ଆସିଲା ହତ୍ୟା ଧମକ

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆସିଛି ହତ୍ୟା ଧମକ। ପାକିସ୍ତାନରୁ କେହି ଅଜଣା ବ୍ୟକ୍ତି ହ୍ବାଟସ୍‌ ଆପ୍‌ ମାଧ୍ୟମରେ ମୋଦିଙ୍କୁ ମାରିବାକୁ ଧମକ ଦେଇ...

ଲାଲଚୌକରେ ତ୍ରିରଙ୍ଗା ଉଡ଼ାଇବେ ସ୍ବରାଷ୍ଟ୍ର ମନ୍ତ୍ରୀ

ଶ୍ରୀନଗର,୧୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ୭୩ତମ ସ୍ବାଧୀନତା ଦିବସ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରିପାରନ୍ତି। ଏଥିପାଇଁ ଅଗଷ୍ଟ ୧୪ ସନ୍ଧ୍ୟାରେ...

ବାଂଲାଦେଶ ସୀମାରେ ରୋହିଙ୍ଗ୍ୟାଙ୍କୁ ଆତଙ୍କବାଦୀ ତାଲିମ୍‌ ଦେଉଛି ଆଇଏସ୍‌ଆଇ: ଏକ କୋଟିରୁ ଅଧିକ ପାଣ୍ଠି ଯୋଗାଡ଼

ନୂଆଦିଲ୍ଲୀ,୯।୧: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ପାକିସ୍ତାନ ବାଂଲାଦେଶ ସୀମାରେ ରୋହିଙ୍ଗ୍ୟାଙ୍କୁ ଆତଙ୍କବାଦୀ ତାଲିମ୍‌ ଦେଉଛି।...

Leave a comment

Your email address will not be published. Required fields are marked *