ପୁଣିଥରେ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସହ ନଜର ଆସିବେ ରଣବୀର !

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର କପୁର ପୁଣିଥରେ ତାଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସଙ୍ଗେ ସ୍କ୍ରିନ୍‌ ଶେୟାର କରିବେ ବୋଲି ଶୁଣିବାକୁ ମିଳିଛି। ହେଲେ କ୍ୟାଟ୍ରିନା ନୁହେଁ ବରଂ ଦୀପିକାଙ୍କ ସହ ରଣବୀର ନଜର ଆସିବେ ବୋଲି କୁହାଯାଉଛି। ମିଳିଥିବା ଖବରରୁ ଜଣାପଡିଛି ରଣବୀର ସଞ୍ଜୟ ଲିଲା ଭଂସାଲିଙ୍କ ଫିଲ୍ମ ‘ବୈଜୁ ବାଓ୍ବରା’ ଫିଲ୍ମରେ ସାଇନ୍‌ କରିପାରନ୍ତି। ଆଉ ଏଥିରେ ତାଙ୍କ ଅପୋଜିଟରେ ନାୟିକା ଦୀପିକାଙ୍କୁ ଦେଖିବାକୁ ମିଳିପାରେ। ଯଦିଓ ଏହା ଅଫିସିୟାଲି କୁହାଯାଇନାହିଁ ତେବେ ବିଶେଷ ସୂତ୍ରରୁ ଏହା ଜଣାପଡିଛି। ତେବେ ଲକ୍‌ଡାଉନ ଖୋଲିଲେ ଉଭୟ ଏହି ଫିଲ୍ମରେ ସାଇନ୍‌ କରିବାକୁ ମନା କରି ନ ପାରନ୍ତି ବୋଲି ଅନୁମାନ କରାଯାଇଛି। ପୂର୍ବରୁ ଦୀପିକା-ରଣବୀରଙ୍କ ଯୋଡିଙ୍କୁ ଦର୍ଶକେ ବେଶ୍‌ ପସନ୍ଦ କରିଥିବା ବେଳେ ଏମାନଙ୍କ ଅଭିନୀତ ଫିଲ୍ମ ହିଟ୍‌ ମଧ୍ୟ ହୋଇଛି।


All Right Reserved By Dharitri.Com

ବିବାଦୀୟ ଟୁଇଟ୍‌ ଡିଲିଟ୍‌ କଲେ ବିବେକ

ମୁମ୍ବାଇ,୨୧।୫: ବିଲିଉଡ୍‌ ଅଭିନେତା ବିବେକ ଓବରଏ ଟୁଇଟର୍‌ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର...

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଦାନ କଲେ ୧.୨୫ କୋଟି ଟଙ୍କା

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀକୁ ନେଇ ସାରା ବିଶ୍ୱରେ ସଂଘର୍ଷ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସମସ୍ତେ ଏବେ ସହାୟତାର ହାତ ବଢ଼ାଇଛନ୍ତି।...

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ମିଥୁନଙ୍କ ସାନପୁଅ ନମାଶି, ‘ବ୍ୟାଡ୍‌ ବୟ’ ଚଳଚ୍ଚିତ୍ରରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ ସିନେମା ଜଗତରେ ‘ଡିସ୍କୋ ଡ୍ୟାନ୍ସର’ ଭାବେ ମିଥୁନ୍‌ ଚକ୍ରବର୍ତ୍ତୀ ପରିଚିତ। ଅଭିନୟ ସାଙ୍ଗକୁ ଚମତ୍କାର ନୃତ୍ୟ ପ୍ରଦର୍ଶନ ତାଙ୍କୁ ଏଭଳି ସ୍ବତନ୍ତ୍ର ପରିଚୟ...

ଫିଲ୍ମରେ ଖଳନାୟକ ସାଜି ଦର୍ଶକଙ୍କୁ ଡରାଉଥିବା ପ୍ରେମ୍‌ ନିଜେ ଡରନ୍ତି ଭୂତକୁ

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖଳନାୟକ ଚରିତ୍ରରେ ଅଭିନୟକରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କଳାକାର ହେଉଛନ୍ତି ପ୍ରେମ୍‌ ଚୋପ୍ରା। ୧୯୬୦ ମସିହାରେ ପଞ୍ଜାବୀ ଫିଲ୍ମରୁ...

କେଉଁଠି ବିବାହ କରିବେ ବରୁଣ-ନତାଶା

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧଓ୍ବନ ଓ ତାଙ୍କ ଗର୍ଲ ଫ୍ରେଣ୍ଡ ନତାଶା ଦଲାଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି।...

୧୫୦ କୋଟି କ୍ଲବରେ ‘ଭାରତ’

ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ଦେଢଶହ କୋଟି କ୍ଲବରେ ସାମିଲ ହୋଇଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ...

‘ଡଟର ଅଫ ଦ ନେଶନ’ ସମ୍ମାନରେ ସମ୍ମାନିତ ହେବେ ସୁର ସାମ୍ରାଜ୍ଞୀ

ନୂଆଦିଲ୍ଲୀ,୬।୯ : ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଲତାଙ୍କ ସଙ୍ଗୀତରେ ଦେଶକୁ...

କ୍ଷମା ମାଗିଲେ ଫରହା

ମୁମ୍ବାଇ,୨୭।୧୨: ଟେଲିଭିଜନ ଶୋ’ ମାଧ୍ୟମରେ ଏକ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ନିର୍ଦ୍ଦେଶିକା ତଥା ପ୍ରଯୋଜିକା ଫରହା ଖାଁ ଶୁକ୍ରବାର ଏଥିପାଇଁ କ୍ଷମା...

Leave a comment

Your email address will not be published. Required fields are marked *