ଦିନରେ ଶୋଇ ରାତିରେ ଚେଉଁଛନ୍ତି ଗୀତିକାର ଜିପି ଗ୍ରଓ୍ବୋଲ

ସାରା ଦେଶରେ ଜାରି ରହିଛି ଲକଡାଉନ। ଏହି ସମୟରେ କଳାକରମାନେ ଘରେ ରହି ପରିବାର ସହ ସମୟ ଅତିବାହିତ କରୁଛନ୍ତି। ଏହିକ୍ରମରେ ଗୀତିକାର ଜିପି ଗ୍ରଓ୍ବୋଲ କ୍ଷେତ୍ରରେ ମଧ୍ୟ ସେମିତି ଘଟିଛି। ହେଲେ ତାଙ୍କୁ ଦିନରେ ଶୋଇ ରାତିସାରା ଚେଇଁ ରହିବାକୁ ପଡ଼ୁଛି। ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି।
ପ୍ରକୃତ କଥା ହେଲା ଜିପିଙ୍କ ପିଲାମାନେ କାନାଡାରେ ରହି ପାଠ ପଢୁଛନ୍ତି। ଲକଡାଉନ ଯୋଗୁ ଅନଲାଇନରେ ପାଠ ପଢା ଚାଲିଛି। ତେବେ ଭାରତୀୟ ସମୟ ଅନୁସାରେ ରାତି ୯ ଟାରୁ ସକାଳ ୩ଟା ପର୍ଯ୍ୟନ୍ତ ତାଙ୍କ ପିଲାଙ୍କ ପାଠ ପଢା ହେଉଛି। ଏଥିପାଇଁ ତାଙ୍କୁ ରାତି ସାରା ଚେଇଁ ରହିବାକୁ ପଡ଼ୁଛି।


All Right Reserved By Dharitri.Com

ଉର୍ବଶୀ ମନେପକାଇଲେ ପୁରୂଣାଦିନର ସ୍ମୃତି

ନୂଆଦିଲ୍ଲୀ: ନିଜର ସୁନ୍ଦରତାକୁ ନେଇ ବହୁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି...

ଶାହରୁଖ-ଦିଲୀପ-ଅମିତାଭ

କଳାକାରଙ୍କ ଜୀବନରେ ପୁରସ୍କାର ସ୍ମୃତି ହୋଇ ରହିଥାଏ। କେତେକ ପୁରସ୍କାରକୁ ସେମାନେ ସାରାଜୀବନ ମନେ ରଖିଥାଆନ୍ତି। ବଲିଉଡ୍‌ର ଅନ୍ୟତମ ସମ୍ମାନ୍‌ଜନକ ପୁରସ୍କାର ହେଲା ଫିଲ୍ମ ଫେୟାର...

କ୍ୱାରାଣ୍ଟାଇନ ପାଇଁ ନିଜ ଅଫିସ ଯୋଗାଇଦେଲେ ଗୌରୀ- ଶାହାରୁଖ

ମୁମ୍ବାଇ: କରୋନା ଭାଇରସର ସଂକ୍ରମଣକୁ ରୋକିବାକୁ ରାଜନେତା ଠାରୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ଟେଲି କଳାକାରଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗେଇ ଆସିଛନ୍ତି। ଏବେ...

ସ୍ଥିତି ସ୍ବାଭାବିକ ନ ହେଲେ ଭାରତ ଫେରିବେନି ସୋନୁ

ନୂଆଦିଲ୍ଲୀ,୨୧।୩: ଭାରତରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ ଗାୟକ ସୋନୁ ନିଗମ ଏକ ନିଷ୍ପତ୍ତି ନେଇଛନ୍ତି।...

ଦୁଇ ଭଉଣୀଙ୍କ ପାଇଁ ଟାଟୁ କଲେ ହର୍ଷବର୍ଦ୍ଧନ

ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ ଦୁଇ ଭଉଣୀଙ୍କ ନାଁରେ ଟାଟୁ କରିଛନ୍ତି। ନିଜ ଇନଷ୍ଟାଗ୍ରାମରେ ସେ ଏକ ଫଟୋ ଶେୟାର୍‌...

ସଙ୍ଗୀତ ମାୟାରେ ରୁନୁ

ପିଲାଟି ଦିନରୁ ତାଙ୍କର ସଙ୍ଗୀତ ପ୍ରତି ରୁଚି ଥିଲା। ଏହା ଦେଖି ତାଙ୍କର ମା’ ରଶ୍ମିତା ପଣ୍ଡା ଏବଂ ବାପା ଚନ୍ଦ୍ରମଣି ପଣ୍ଡା ତାଙ୍କୁ ଏ...

ନାୟକର ନଁ। ଦେବଦାସ

ବିଗ୍‌ ବଜେଟ ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନଁ। ଦେବଦାସ’ ଚଳିତ ମାସ ୯ ତାରିଖରେ ପରଦା ଉପରକୁ ଆସୁଛି। ଚିତ୍ରଟିର ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି...

ଓ୍ବିକିପିଡିଆ ଓ୍ବେବ୍‌ ତାଲିକାରେ ସଂଗୀତକାର ପ୍ରେମାନନ୍ଦ ରାଜ୍ୟରେ ଶ୍ରୋତାଙ୍କ ପ୍ରଥମ ପସନ୍ଦ

ମାର୍ଶାଘାଇ,୨୬ା୮(ଡି.ଏନ୍‌.ଏ.)- ଅନ୍ତର୍ଜାତୀୟ ଓ ଜାତୀୟ ସିନେମାଠାରୁ ଆରମ୍ଭ କରି ବିଭିନ୍ନ ଭାଷାର ସିନେମା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଓ୍ବିକିପିଡିଆ ଓ୍ବେବ୍‌ସାଇଟ୍‌ ଅନ୍‌ଲାଇନ୍‌ରେ ଲୋକପ୍ରିୟ ହୋଇପାରିଛି।...

Leave a comment

Your email address will not be published. Required fields are marked *